ବାଗଦାଦ: ଇରାକର ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଶାସକ ସଦ୍ଦାମ ହୁଏସନଙ୍କ ମୃତଦେହ ତାଙ୍କ କବରରୁ କିଏ କ ଗାଏବ କରି ନେଇଛିି। କବର ଭିତରେ ସଦ୍ଦାମ ହୁସେନଙ୍କ ଶବ ନ ଥିବା ଘଟଣା ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ ଶହଶହ ନିରିହ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ସ୍ୱେଛାଚାରୀ ଶାସକ ସଦ୍ଦାମ ହୁଏସନଙ୍କୁ ଆମେରକା ସେନା ଗିରଫ କରିଥିଲା। ଦୀର୍ଘ ଦିନ ଧରି […]

ଶ୍ରୀନଗର: ପ୍ରଥମ ଥର ପାଇଁ ଭାରତୀୟ ସେନାବାହିନୀରେ ନିଯୁକ୍ତ ଜଣେ କାଶ୍ମୀର ଯୁବକ ଅନ୍ୟତ୍ର ବଦଳି ହେବା ପରେ ସେନାବାହିନୀ ଛାଡ଼ି ମୌଳବାଦୀ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଛନ୍ତି। ଭାରତୀୟ ସେନାର ସିପାହୀ ଇଦ୍ରିସ ମୀର ସେନାରୁ ଛୁଟି ନେଇ ଦକ୍ଷିଣ କଶ୍ମୀରସ୍ଥିତ ସୋପିଆନା ଜିଲ୍ଲାରେ ଥିବା ନିଜ ଘରକୁ ଯାଇଥିବା ବେଳେ ଗତ ଏକ ସପ୍ତାହ ହେଲା ନିଖୋଜ ହୋଇ ଯାଇଥିଲେ। ପରେ ଏ କେ […]

ନୂଆଦିଲ୍ଲୀ: କଠୁଆ ଓ ଉନ୍ନାଓ ଗଣଦୁଷ୍କର୍ମ ମାମଲା ପାଇଁ ଦେଶର ୪୯ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏକ ମୁକ୍ତ ଚିଠି ଲେଖି ଏହି ଅଧିକାରୀମାନେ ଦେଶରେ ଏସବୁ ଘଟଣା ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ବିଗିଡ଼ି ଯାଇଥିବା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଛନ୍ତି। ଦେଶର ବିଭିନ୍ନ ରାଜ୍ୟ ଗୁଡ଼ିକରେ ଘଟୁଥିବା ଏଭଳି ଭୟଙ୍କର ହିଂସାକାଣ୍ଡ ପାଇଁ ଅନ୍ୟ କେହି […]

ପୁରୁଣା ଭୁବନେଶ୍ୱର : ପିଏଚ୍‌ଡିର ନିୟମ ଅନୁସାରେ କୌଣସି ପିଏଚ୍‌ଡି ଲାଇନ୍‌ ସହ ଡ୍ରେନ୍‌ ସାମାନ୍ୟତମ ସଂଯୋଗ ରହିବ ନାହିଁ। ଡ୍ରେନ୍‌ ନିକଟରେ ଯାଇଥିବା ସବୁ ଛୋଟ ବଡ଼ ପିଏଚ୍‌ଡି ଲାଇନ୍‌ ମୋଡ଼ ବଦଳାଇ ଅନ୍ୟତ୍ର ନିଆଯିବ। ଡ୍ରେନ୍‌ ତଳେ ଥିବା ପିଏଚ୍‌ଡି ପାଇପ୍‌ ଲାଇନ୍‌କୁ ମଧ୍ୟ କଟା ଯାଇ ଉପର ପଟେ ନେବାର ବ୍ୟବସ୍ଥା ହେବ। ଏନେଇ ଗତ ଦୁଇ ବର୍ଷ ହେଲା ପିଏଚ୍‌ଡି ପକ୍ଷରୁ ସବୁ ଗଳିକନ୍ଦି […]

ଖଡ଼ଗପୁର: ବେଳେ ବେଳେ ଇତିହାସକୁ ନେଇ ବିଭିନ୍ନ ରୋଚକ ତଥ୍ୟ ସାମ୍ନାକୁ ଆସେ। ଯାହା ଖୁବ୍‌ ରହସ୍ୟମୟ ଓ ଉତ୍କଣ୍ଠାପୂର୍ଣ୍ଣ। ଏବେ ଐତିହାସିକ ସିନ୍ଧୁ ସଭ୍ୟତାକୁ ନେଇ ଆସିଛି ନୂଆତଥ୍ୟ। ଆଜକୁ ୪,୩୫୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା ସିନ୍ଧୁ ସଭ୍ୟତା ୯୦୦ ବର୍ଷ ଧରି ମରୁଡ଼ି ପ୍ରପୀଡ଼ିତ ଥିଲା। ଦୀର୍ଘ ବର୍ଷ ଧରି ମରୁଡ଼ି ଓ ପ୍ରାକୃତିକ ଦୁର୍ବିପାକରେ ଶିକାର ହେବା ଏହି ସଭ୍ୟତା ଧୀରେ ଧୀରେ ବିଲୁପ୍ତ […]

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିସରରେ ଏକ ଓପିଡି ବ୍ଲକ୍‌ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲା ସ୍ୱାସ୍ଥ୍ୟ ବିଭାଗ। ୫ମହଲା ବିଶିଷ୍ଟ ଏହି ବ୍ଲକ୍‌ ପାଇଁ ଡିଜାଇନ୍‌ ମଧ୍ୟ ପ୍ରସ୍ତୁତ କରାଗଲା। ଇତିମଧ୍ୟରେ ଏହି ନିଷ୍ପତ୍ତିକୁ ୬ମାସ ହେଲାଣି, ଏ ପର୍ଯ୍ୟନ୍ତ ଇଟାଟିଏ ମଧ୍ୟ ଯୋଡ଼ି ହୋଇପାରିଲା ନାହିଁ। କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସମସ୍ତ ବିଭାଗର ବହିର୍ବିଭାଗରେ ପ୍ରବଳ ଗହଳି ହେଉଛି। […]

ପୁରୀ/ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପୁଣି ଥରେ ବଡ଼ ଧରଣର ବିଭ୍ରାଟ ସୃଷ୍ଟି ହୋଇଛି। ଏମିତି ଯେ ଖୋଦ୍‌ ବିଶ୍ୱନିୟନ୍ତା ମହାପ୍ରଭୁଙ୍କୁ ଆଜି ଅଧା ଉପବାସରେ ରଖିଦିଆଗଲା। ଅଖିଆ ତ ରଖିଲେ, ସାରା ରାତ୍ରି ଅନିଦ୍ରା ବି ରହିଲେ ଠାକୁରେ। ପହଡ଼ ଆଜି ପଡ଼ିପାରିଲାନି। ନୀତିକୁ ଅଧାପନ୍ତରିଆ ପକାଇ ଯିଏ ଯାହା ବାଟରେ। ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଜର ଦାବି ଓ ଅହଂକୁ ରଖିବାକୁ ଯାଇ […]

ଆଜିକାଲିର ବ୍ୟସ୍ତ ଜୀବନରେ ସାଧାରଣତଃ ଘର ତିଆରି ଖାଦ୍ୟ ଖାଇବାକୁ ସମୟ ହୁଏନି। ବାହାର ଖାଦ୍ୟ ଖାଇବାକୁ ପଡ଼ିଥାଏ। ତେଣୁ ଶରୀରର ଯତ୍ନ ନେବା କଷ୍ଟକର ହୋଇପଡ଼େ। ଯାହାଫଳରେ ଅନେକ ରୋଗ ଗ୍ରାସ କରିବା ସହ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ। ଆଧୁନିକ ଜୀବନଶୈଳୀ ଓ ଖରାପ ଖାଦ୍ୟ ଖାଇବା ଅଭ୍ୟାସ ଅନେକ ରୋଗର କାରଣ ସାଜିଥାଏ । ବ୍ଲୁ ଏଚ୍‌ ଓ ରିପୋର୍ଟ ମୁତାବକ ଏବେ କମ୍‌ […]

ଭୁବନେଶ୍ୱର : ବାଦବିବାଦ ମଧ୍ୟରେ ଗତି କରୁଥିବା ଯୁକ୍ତ୨ ଖାତା ମୂଲ୍ୟାୟନକୁ ନେଇ ଚାଲିଛି ଟଣାଓଟରା। ବ୍ଲକଗ୍ରାଣ୍ଟ ଅଧ୍ୟାପକମାନେ ଖାତା ଦେଖିବାକୁ ବର୍ଜନ କରିଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଶେଷ ହୋଇଛି ବୋଲି କହିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରିଷଦ ପକ୍ଷରୁ କୁହାଯାଇଛି ଯେ ଖାତା ଦେଖା ସୁରୁଖୁରୁରେ ଚାଲିଛି। କୌଣସି ସମସ୍ୟା ନାହିଁ। କାର୍ଯ୍ୟାନୁଷ୍ଠାନ ଧମକ ପରେ ଅଧିକ ସଂଖ୍ୟାରେ ଅଧ୍ୟାପକ ମୂଲ୍ୟାୟନରେ ସାମିଲ ହୋଇଛନ୍ତି। […]

ପଟ୍ଟାମୁଣ୍ଡାଇ : ଆଉ କେଇଦିନ ପରେ ଦୁନିଆର ଆଲୋକ ଦେଖିଥା’ନ୍ତା। ମା’ର ଗର୍ଭରେ ରହି ସେହି ସମୟକୁ ଅପେକ୍ଷା କରିଥିଲା। ମାତ୍ର,ବିଧିର ବିଧାନ ଅଲଗା। ଡକାୟତର ଗୋଇଠା ମାଡ଼ରେ ଏହି ଗର୍ଭସ୍ଥ ଶିଶୁଟି ପ୍ରାଣ ହରାଇଛି। ମା’ ବି ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦୋଷିଆ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣା ସୂତ୍ରରୁ ଜଣାପଡ଼ିଛି ଯେ, ଦୋଷିଆ ଗ୍ରାମର ମାନସୀ ସ୍ୱାଇଁଙ୍କ […]

Social media & sharing icons powered by UltimatelySocial