ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଆଲୋଚନା ଚାଲିଥିବା ବେଳେ ବିଜୁ ଜନତା ଦଳ ଏହାକୁ ବିରୋଧ କରିଛି। ଆଲୋଚନାରେ ଭାଗ ନେଇ ବିଜେଡି ପକ୍ଷରୁ ଲୋକସଭାରେ ଦଳର ନେତା ଥିବା ପିନାକୀ ମିଶ୍ର ମତ ରଖିଛନ୍ତି। ସେ କେନ୍ଦ୍ରସରକାରଙ୍କ ସଫଳତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଢ଼େର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଭଲ ବକ୍ତା ଓ ସଂସଦର ସବୁ […]

ଇସଲାମାବାଦ: ଭାରତକୁ ଡରିଲାଣି କି ପାକିସ୍ତାନ? ପଡୋଶୀ ଦେଶ ପାକିସ୍ତାନରୁ କଥାବାର୍ତ୍ତାର ଅଫର ମିଳିବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପଡୋଶୀ ଦେଶ ପାକିସ୍ତାନରୁ କଥାବାର୍ତ୍ତା ପାଇଁ ଭାରତକୁ ଏବେ ଅଫର ମିଳିଥିବା କୁହାଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କହିଛନ୍ତି ଯେ ଯୁଦ୍ଧ ଏକ ବିକଳ୍ପ ନୁହେଁ। ଆମେ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କହିଛନ୍ତି ଯେ ଯଦି […]

ମସ୍କୋ: ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨ଟି କୋଠା ନଷ୍ଟ ହୋଇଯିବାରୁ ଗତରାତିରେ ମସ୍କୋସ୍ଥିତ ଏକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସ୍ୱଳ୍ପ ସମୟ ପାଇଁ ବନ୍ଦ ରଖାଯାଇଥିବା କଥା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରାଳୟ କହିବା ଅନୁସାରେ, ମସ୍କୋ ଆକାଶରେ ଉଡୁଥିବା ୟୁକ୍ରେନ୍‌ର ୩ଟି ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦିଆଯାଇଛି। ସେଥିରୁ ଗୋଟିଏ ଡ୍ରୋନ୍‌ ସହରର ଉପକଣ୍ଠରେ ପଡ଼ିଥିବା ବେଳେ ଆଉ ୨ଟି ଡ୍ରୋନ୍‌ ବୈଦ୍ୟୁତିକ ଅସ୍ତ୍ରଦ୍ୱାରା […]

ଲଣ୍ଡନ : ଦିନ ଥିଲା ବ୍ରିଟେନ ଭାରତକୁ ଶାସନ କରୁଥିଲା। ବ୍ରିଟିଶମାନେ ଭାରତୀୟଙ୍କୁ ଲୁଟ କରି ନିଜେ ଧନୀ ହୋଇଯାଇଥିଲେ। କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି। ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ପ୍ରଧାନମନ୍ତ୍ରୀ ଥିବାବେଳେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ନଂ୧ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି। ଏପରିକି ତାଙ୍କ ସଂପତ୍ତିର ପରିମାଣ ବ୍ରିଟେନର ରାଜା ଚାର୍ଲସଙ୍କଠାରୁ ବି ଅଧିକ। ଏହି ବ୍ୟକ୍ତି ହେଉଛନ୍ତି ଗୋପୀ ହିନ୍ଦୁଜା। […]

ବେଜିଂ: ଶ୍ରୀଲଙ୍କା ଓ ପାକିସ୍ତାନରେ ନିଜର ନୌସେନା ଘାଟି ସ୍ଥାପନ କରିବାକୁ ଯାଉଛି ଚୀନ୍। ଏହି ଦୁଇ ଦେଶ ଚୀନର ଋଣ ଭାରରେ ବୁଡି ରହିଛନ୍ତି। ଏଭଳି ସ୍ଥିତିରେ ଚୀନ ଏହି ଦୁଇ ଦେଶର ଆଭ୍ୟନ୍ତରୀଣ ଓ ବିଦେଶ ନୀତିକୁ ପ୍ରଭାବିତ କରି ସାମରିକ ଘାଟି ପାଇଁ ଅନୁମତି ହାସଲ କରିଛି। ଏକ ବ୍ରିଟିଶ ଗୁଇନ୍ଦା ଏଜେନ୍ସିର ରିପୋର୍ଟରୁ ଜଣାପଡିଛି ଯେ ଶ୍ରୀଲଙ୍କା ଓ ପାକିସ୍ତାନରେ ନିଜର ପ୍ରଭାବକୁ ବ୍ୟବହାର […]

ନୂଆଦିଲ୍ଲୀ: କାନାଡାରେ ଫୁଡ଼ ଡେଲିଭରି ବଏ ଭାବରେ କାମ କରୁଥିବା ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାରରେ ହିଂସାତ୍ମକ ଆକ୍ରମଣ କରାଯାଇଥିଲା। ଏଥିରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ଛାତ୍ରଙ୍କ ନାମ ଗୁରବିନ୍ଦର ନାଥ ବୋଲି ଜଣାପଡ଼ିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଗୁରବିନ୍ଦର ନାଥ ଜୁଲାଇ ୯ ତାରିଖ ଦିନ ଦ୍ବିପହର ୨.୧୦ ସମୟରେ ମିସିସାଗାର ବ୍ରିଟାନିଆ ଏବଂ କ୍ରେଡିଟବ୍ୟୁରେ ପିଜା ବିତରଣ କରିବାକୁ […]

ବେଜିଂ : ଚୀନର ବୈଦେଶିକ ମନ୍ତ୍ରୀ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତେବେ କୌଣସି ବୟାନ କିମ୍ବା ନିଷ୍ପତ୍ତି ଯୋଗୁଁ ନୁହେଁ ବରଂ ସେ ନିଖୋଜ ହୋଇଯିବା କାରଣରୁ ତାଙ୍କର ଚର୍ଚ୍ଚା ଦ୍ରୁତ ଗତିରେ ଚାଲିଛି। ତାଙ୍କ ନିଖୋଜ ହେବା ପଛରେ ଲୋକମାନେ ସବୁ ପ୍ରକାର କଳ୍ପନାଜଳ୍ପନା କରୁଛନ୍ତି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ନିଖୋଜ ହେବାର […]

ନୂଆଦିଲ୍ଲୀ : ପାକିସ୍ତାନର ୨୨ ଲକ୍ଷ ହିନ୍ଦୁ ନିଜର ଅସ୍ତିତ୍ୱ ପାଇଁ ଲଢୁଛନ୍ତି। ମାତ୍ର ପାକିସ୍ତାନର ଏହି ସଂଖ୍ୟାଲଘୁମାନେ କାହା ନିକଟରେ ଅଭିଯୋଗ କରିବେ? ଏହି ଦେଶରେ ବସବାସ କରୁଥିବା ଲକ୍ଷ ଲକ୍ଷ ହିନ୍ଦୁଙ୍କ ପ୍ରତି ଯେଉଁ ଅନ୍ୟାୟ ହେଉଛି, ସେଥିରୁ ନ୍ୟାୟ ଆଶା କରିବା ବୃଥା କାରଣ ସରକାର ନିଜେ ହିନ୍ଦୁମାନଙ୍କୁ ହଇରାଣ କରିବାର କୌଣସି ସୁଯୋଗ ଛାଡିବାକୁ ଚାହୁଁନାହାନ୍ତି ଏବଂ ପାକିସ୍ତାନ ସରକାର ଏହାକୁ ପର୍ଯ୍ୟାୟକ୍ରମେ ପ୍ରମାଣିତ […]

ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୋଟିଏ ବୁଝାମଣାପତ୍ର ଫଳରେ ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିବେ। ଏହା ଫଳରେ ଅନ୍ତର୍ଜାତୀୟ ବାଣିଜ୍ୟରେ ଭାରତୀୟ ଟଙ୍କା ଓ ୟୁଏଇର ମୁଦ୍ରା ଦିରହାମ ସୁଦୃଢ ହେବ। ୨ୟ ବୁଝାମଣାପତ୍ର ଅନୁସାରେ ଭାରତର ୟୁପିଆଇ ବ୍ୟବସ୍ଥାକୁ […]

ପ୍ୟାରିସ୍‌: ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍‌ସ୍‌ ସର୍ବୋଚ୍ଚ ବେସାମରିକ ତଥା ସାମରିକ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ୍‌ ଅଫ୍ ଦି ଲିଜନ୍‌ ଅଫ୍‌ ଅନର୍‌’ରେ ବିଭୂଷିତ କରାଯାଇଛି। ଗୁରୁବାର ରାତିରେ ‘ଏଲିଜି ପ୍ରାସାଦ’ରେ ଘରୋଇ ଭାବେ ଆୟୋଜନ କରିଥିବା ନୈଶ୍ୟ ଭୋଜିରେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ସମ୍ମାନ ନିମନ୍ତେ ଭାରତବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ […]

Social media & sharing icons powered by UltimatelySocial