ଭୁବନେଶ୍ବର: ଗତକାଲି ଭୁବନେଶ୍ବର ଫେରିଥିବା ବାବୁସାନ୍ ଆଜି ନିଜ ଘର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କୁ ନମସ୍କାର କରିଛନ୍ତି। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୁଁ ପରିବାର ପାଖରେ ଅଛି। ସେଥିପାଇଁ ବହୁତ ଖୁସି ଅଛି। ଠିକ୍ ସମୟରେ ଠିକ୍ କଥା କହିବି। ଏଇ ଅଳ୍ପ କଥା କହି ବାବୁସାନ୍ ଘର ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ବାବୁସାନଙ୍କ ସହ ତାଙ୍କର ମାଆ ଅପରାଜିତା ମହାନ୍ତି ମଧ୍ୟ […]

ଭୁବନେଶ୍ବର: ଅବଶେଷରେ ଆଜି ସକାଳ ପ୍ରାୟ ୮ଟା ୪୦ ମିନିଟ ସମୟରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍। ତାଙ୍କୁ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କେବଳ ଏତିକି କହିଥିଲେ ଯେ ମୋତେ ମୋ ବାପାମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ। ତେବେ‌ ଯାହା କହିବା କଥା ତାହା ଠିକ୍ ସମୟରେ କହିବି। ସୂଚନାଯୋଗ୍ୟ, ଗତକାଲି ସେ ଭୁବନେଶ୍ବରକୁ ଆସୁଥିବା ନେଇ ଚର୍ଚ୍ଚା […]

ବାବୁସାନ୍ ତାଙ୍କ ପରିବାରକୁ ଫେରି ଆସୁ କହିଲେ ମନ୍ମଥ ମିଶ୍ର ଭୁବନେଶ୍ବର: ଚେନ୍ନାଇରୁ ଫେରିବା ପରେ ଆଜି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୁଲିସ୍ ପଚରାଉଚରା କରିଛି। ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଘରେ ପହଞ୍ଚିଥିଲେ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା […]

ଭୁବନେଶ୍ବର: ଜଣାଶୁଣା ନାୟିକା ପ୍ରକୃତି ମିଶ୍ରଙ୍କୁ ଲୋକପ୍ରିୟ ଚକୋଲେଟ ହିରୋ ବାବୁସାନଙ୍କ ପତ୍ନୀ ଟଣାଓଟରା କରୁଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହାପରେ ଏ ନେଇ ଅଭିନେତା ବାବୁସାନ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ଚେନ୍ନାଇ ଗସ୍ତରେ ଥିବା ବାବୁସାନ୍ ଗଣମାଧ୍ୟମକୁ ଫୋନ ଯୋଗେ ନିଜର ପ୍ରତିକ୍ରିୟା ଦେଇ ଏହି ଘଟଣାରେ ପତ୍ନୀଙ୍କ ବିରୋଧରେ ତାଙ୍କର କୌଣସି ଅଭିଯୋଗ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ଚେନ୍ନାଇର […]

ଭୁବନେଶ୍ବର: ଓଡ଼ିଆ ଟେଲି ଜଗତର ଜଣାଶୁଣା ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର ବିଳମ୍ବିତ ରାତିରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଧାରାବାହିକ ‘ଉଆଁସୀ କନ୍ୟା’ରେ ଖଳନାୟିକା ଅଳକା ଭୂମିକା ନିଭାଇ ଓଡ଼ିଶାର ଘରେ ଘରେ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀ ପରବର୍ତ୍ତୀ ସମୟରେ ‘ତୋ ପାଇଁ ମୁଁ’ ସିରିରୟଲରେ ତାରା ପଟ୍ଟନାୟକ ଚରିତ୍ରରେ ଅବତୀର୍ଣ୍ଣ […]

ଡୋନଟ୍‌ ବୋଟ୍‌, ଜର୍ବିଙ୍ଗ ବଲ୍‌, ବିଦ୍ୟୁତ୍‌ଚାଳିତ ସାଇକଲର ମଜା ଉଠାଇବେ ପର୍ଯ୍ୟଟକ କଟକ : ତାଳଦଣ୍ତା କେନାଲରେ ବୋଟିଂର ମଜା ଉଠାଇବେ ପର୍ଯ୍ୟଟକ। ଭାତରରେ ପ୍ରଥମଥର ପାଇଁ ବିଦ୍ୟୁତ୍‌ଚାଳିତ ପେଡାଲ୍‌ ବୋଟ୍‌, ଡୋନଟ୍‌ ବୋଟ୍‌, ଜର୍ବିଙ୍ଗ ବଲ୍‌, ବିଦ୍ୟୁତ୍‌ଚାଳିତ ସାଇକେଲ, କାୟାକି˚ ଓ କାନୋଇ˚କୁ ପର୍ଯ୍ୟଟକମାନେ ତାଳଦଣ୍ତାରେ ଚଲାଇବାର ସୁଯୋଗ ପାଇବେ। ଏଗୁଡ଼ିକ ସହିତ କାଶ୍ମୀର ଡାଲ୍‌ ଲେକ୍‌ରେ ଚଲାଯାଉଥିବା ‘ସିକାରା’ ବୋଟ୍‌ ମଧ୍ୟ ତାଳଦଣ୍ତାରେ ଚଲାଯିବ। ଏହି ବୋଟ୍‌ […]

ମୁମ୍ବାଇ: ମୁକ୍ତିଲାଭ କରିବାକୁ ଯାଉଥିବା ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’କୁ ବିରୋଧ କରି ଶନିବାର ରାଜଧାନୀ ଦିଲ୍ଳୀରେ ବିଶ୍ବ ହିନ୍ଦୁ ପରିଷଦ ଏକ ଶୋଭାଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରା ମଣ୍ଡି ହାଉସ୍‌ରୁ ବାରାଖମ୍ବା ରୋଡ୍‌ରୁ ନେଇ ଜନ୍ତର ମନ୍ତର ପର୍ଯ୍ୟନ୍ତ ହେବ ବୋଲି ସୂଚନା ରହିଛି। ଏହି ଯାତ୍ରାକୁ ପୁଲିସ୍‌ ପ୍ରଶାସନ ପକ୍ଷରୁ ସଶସ୍ତ୍ର ଅନୁମତି ମିଳିଛି। ବିଶ୍ବ ହିନ୍ଦୁ ପରିଷଦ ସମେତ ଅନ୍ୟ କେତେକ ସଂଗଠନ ‘କାଳୀ’ ପୋଷ୍ଟର୍‌ […]

ଭୁବନେଶ୍ୱର: ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ୪ଦିନ ବିତିଯାଇଥିଲେ ବି ଘଟଣା ଏବେ ବି ରହସ୍ୟ ହୋଇ ରହିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉ ଥିଲେ ବି ପୁଲିସ ମୃତଦେହକୁ ସନ୍ଦେହଜନକ ସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। କାରଣ ପରିବାରର କେହି ବି ଜଣେ ହେଲେ ନଥିବା ବେଳେ ଘର କବାଟ ଖୋଲା ରହିବା। ମୋବାଇଲ୍‌ ହ୍ବାଟ୍ସଆପ୍‌ରୁ ପରିବାରବର୍ଗଙ୍କୁ ମେସେଜ୍‌ କରିବା। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କ […]

ଭୁବନେଶ୍ବର : ଓଲିଉଡ୍‌ରେ ଲାଗିଯାଇଛି କାହାର ନଜର। ସତେ ଯେମିତି କାଳର କୋପ ଦୃଷ୍ଟି ପଡ଼ିଛି ଓଲିଉଡ୍‌ ଉପରେ। ଗତ କିଛି ବର୍ଷ ହେଲା ଓଲିଉଡ୍‌କୁ ଯେମିତି ଅକାଳ ଗ୍ରାସିଛି। ଜଣକ ପରେ ଜଣେ ପ୍ରଖ୍ୟାତ ଅଭିନେତା ଓଲିଉଡ୍‌କୁ ଅଧା ରାସ୍ତାରେ ଠିଆ କରେଇ ଅକାଳରେ ଇହଧାମ ଛାଡ଼ିଦେଉଛନ୍ତି। ବିଶେଷକରି ବିଶିଷ୍ଟ ଖଳନାୟକମାନଙ୍କ ଅକାଳ ବି‌ୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ଦୁଃଖୀରାମ ସ୍ବାଇଁ, […]

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଆକସ୍ମିକ ବିୟୋଗ ମନୋରଞ୍ଜନ ଜଗତ ପାଇଁ ଏକ ଶକ୍ତ ଧକ୍କା। ଯଦିଓ ଅଭିନୟ ଦୁନିଆରେ ସେ ଖଳନାୟକୀ ଲାଗି ପରିଚୟ ଅର୍ଜନ କରିଥିଲେ, ବାସ୍ତବରେ ଜଣେ ଖଳନାୟକ ନୁହେଁ, ବରଂ ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ନାୟକ ଥିଲେ ରାଇମୋହନ। ୧୯୬୩ ମସିହା ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ। ପିଲାଟି ଦିନରୁ ଅଭିନେତା […]

Social media & sharing icons powered by UltimatelySocial