ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ଭରତପୁରରେ ଜଣେ ଯୁବତୀଙ୍କ ମୃତଦେହ ଜବତ ହୋଇଛି। ଉକ୍ତ ଯୁବତୀଙ୍କୁ ହତ୍ୟା କରି ଫିଙ୍ଗି ଥିବା ସନ୍ଦେହ କରାଯାଉଛି। ଭୋଜି ଭାତ କରି ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଫରେନସିକ ଟିମ ଏବଂ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଛନ୍ତି। ମୃତା ଯୁବତୀ […]

ଖଣ୍ଡାରେ ଆକ୍ରମଣ କରି ଯୁବକଙ୍କୁ ହାଣିଲେ ଭୁବନେଶ୍ୱର: ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ଏୟାରଫିଲଡ ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ନୁଆସାହି ଅଞ୍ଚଳର କିଛି ଯୁବକ ରାତିରେ ନୂଆବର୍ଷ ଭୋଜି କରୁଥିଲେ। ସେହି ସମୟରେ କପିଳେଶ୍ୱର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ କପିଳେଶ୍ଵର ଅଞ୍ଚର କିଛି […]

୬୨୦ ବାଇକ୍ ଓ କାର୍ ଜବତ, ୧.୮ଏକରର ଜମି ଜବତ ଭୁବନେଶ୍ୱର : ଭୁବନେଶ୍ୱରର ପାହାଳ, ମଞ୍ଚେଶ୍ୱର ଓ ଲକ୍ଷ୍ମୀସାଗରସ୍ଥିତ ଭାରତ ମୋଟର୍ସ ଓ ଶ୍ରୀ ଭାରତ ମୋଟର୍ସ ଉପରେ ବୁଧବାର ରାଜ୍ୟ ବାଣିଜ୍ୟକର ବିଭାଗର ଏନଫୋର୍ସମେଣ୍ଟ ଶାଖା ପକ୍ଷରୁ ଚଢ଼ଉ କରାଯାଇଛି। ୨୦୦୮ରୁ ୨୦୧୭ମଧ୍ୟରେ ପ୍ରବେଶ ଶୁଳ୍କ ଜିଏସ୍‌ଟି ଅର୍ଥ ବକେୟା ଥିବାରୁ ଏହି ଚଢ଼ଉ ହୋଇଛି। ପାହାଳସ୍ଥିତ ଶ୍ରୀ ଭାରତ ମୋଟର୍ସ ପ୍ରାୟ ୬.୧୭କୋଟି ଟଙ୍କା ବକେୟା […]

ବାଲିଅନ୍ତା : ନିଛାଟିଆ ରାସ୍ତା। ଏକାକୀ ଥିଲେ ଯୁବତୀ ସୁଲ୍‌ତାନା। ମାରଣାସ୍ତ୍ରରେ ସଜ୍ଜିତ ୨ ଲୁଟେରା ତାଙ୍କୁ ଅଟକାଇ ଲୁଟିବାକୁ ଉଦ୍ୟମ କ‌ଲେ। ମାତ୍ର ସୁଲ୍‌ତାନା ଡରିଗଲେ ନାହିଁ। ଟଙ୍କା ବ୍ୟାଗ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ଦୁର୍ବୃତ୍ତଙ୍କ ସହ ଲଢ଼ିଲେ। ଏମିତିକି ଜଣେ ଦୁର୍ବୃତ୍ତକୁ କାବୁ କରିନେଲେ। ଶେଷରେ ଖସିବା ପାଇଁ ସେମାନେ ତାଙ୍କୁ ଭୁଜାଲିରେ ହାଣି ପକାଇଥିଲେ ଓ ଫେରାର୍ ହୋଇଯାଇଥିଲେ। ଆହତ ହେଲେ ବି ସୁଲ୍‌ତାନା […]

ଜୟପୁର: କୋରାପୁଟ ଜିଲ୍ଲା ବାମୁଣିଗାଁର ଗଣଦୁଷ୍କର୍ମ ଘଟଣା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ଜୟପୁରରେ ପରିଲକ୍ଷିତ ହୋଇଛି। ଆଜି ସକାଳୁ ବିଜେପି ପକ୍ଷରୁ ବିଭିନ୍ନ ଛକମାନଙ୍କରେ ପିକେଟିଂ କରାଯାଇଥିଲା। ସେଠାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏପରିକି ଦୋକାନ ବଜାର ବି ବନ୍ଦ […]

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଇଲାକାର ଜଣେ ଅନୁସୂଚିତ ଜାତି ନାବାଳିକା (୧୬)ଙ୍କୁ ଘରୁ ଟେକିନେଇ ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ସଂପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଶ୍ରୀଧର ଜେନା, ମନୋଜ ଜେନା, ପାଣ୍ଡା ଜେନା ଓ ସୁବ୍ରତ ଗୌଡ଼। ନାବାଳିକାଙ୍କ ବାପା ସୁରତରେ ଦାଦନ ଖଟୁଥିବା ବେଳେ ସେ ତାଙ୍କ ମା’ଙ୍କ ସହ ରହୁଥିଲେ। […]

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ପୁଲିସ ପକ୍ଷରୁ ସୋମବାର ରାତିରେ ପାଟ୍ରୋଲିଂ ସମୟରେ ଥୁବା ଗ୍ରାମ ନିକଟରୁ ଏକ ମାକ୍ସ ପିକ-ଅପ୍‌ ଭ୍ୟାନ ସହ ୨୦୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରା ଯାଇଛି। ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇ ଯାଇ ଥିବା ଜଣାଯାଇଛି। ଗିରଫ ୨ ଜଣ ହେଲେ ନାଗେଶ୍ୱର ଗାମ୍ପରାଇ(୩୦) ଓ ଭୂଷଣ […]

ନୂଆଦିଲ୍ଲୀ: ଅନଲାଇନ ଚାହିଦା ଦିନକୁ ଦିନ ବୃଦ୍ଧି ପାଇବା‌ରେ ଲାଗିଛି। ଲୋକେ ଘର ବସି ସେମାନଙ୍କ ମନ ପସନ୍ଦର ସାମଗ୍ରୀ ମଗାଇ ପାରୁଛନ୍ତି। କିନ୍ତୁ ସମୟ ସମୟ‌ରେ ଗ୍ରାହକ ଅନଲାଇନ ଠକେଇର ବି ଶିକାର ହୋଇଥାଆନ୍ତି। ନିକଟରେ ଜଣେ ବ୍ୟକ୍ତି ଅନଲାଇନରେ ଗିଜର ମଗାଇଥିବା ବେଳେ ଗୋଟେ ପେଟି ମ୍ୟାଗି ଆସି ଘରେ ପହଞ୍ଚିଥିଲା। ଏମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ଜଣେ ଅନଲାଇନ ଗ୍ରାହକ ଏକ ଲକ୍ଷ […]

ନୂଆଦିଲ୍ଲୀ : କାନପୁରର କୁବେର ବ୍ୟବସାୟୀଙ୍କ ଘରୁ ୧୮୦ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଓ ସୁନା ଜବତ ହେବାର ସପ୍ତାହେ ନ ପୂରିନଥିବାବେଳେ ରାଜସ୍ଥାନର ଆଉ ଦୁଇ ବ୍ୟବସାୟୀଙ୍କ ଘରୁ ପ୍ରାୟ ୩ଶହ କୋଟିର କଳାଧନର ସନ୍ଧାନ ମିଳିଛି। ରାଜସ୍ଥାନର ଏହି ଦୁଇ କମ୍ପାନି ଯଥାକ୍ରମେ ବିଦ୍ୟୁତ ଉପକରଣ ଓ ଫାଇନାନ୍ସ କାରବାର କରିଥାନ୍ତି। ମୁମ୍ବାଇ, ରାଜସ୍ଥାନର ଜୟପୁର ଓ ହରିଦ୍ବାରରେ ଥିବା ଏହି ଦୁଇ କମ୍ପାନି […]

ଚାନ୍ଦୋଳ: କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନ୍ଦୋଳ ଫାଣ୍ତି ଚାନ୍ଦୋଳ ବଜାରସ୍ଥିତ ଏକ ମୋବାଇଲ ଦୋକାନରୁ ଚୋରି ଉଦ୍ୟମ କରି ନାବାଳକ ଧରାପଡ଼ିଛି। ନାବାଳକ ଜଣଙ୍କ ମୋବାଇଲ୍ ଦୋକାନ ପଛପଟ କାନ୍ଥ କଣା କରୁଥିବା ବେଳେ ବଜାରରେ ରାତି ପାଟ୍ରୋଲିଂ କରୁଥିବା ପୁଲିସ୍‌ କର୍ମଚାରୀ ତାକୁ ଧରିବାକୁ ଗୋଡ଼ାଇଥିଲେ। ସେ ଅନ୍ଧାରର ସୁଯୋଗରେ ବିଲ ଭିତରେ ଖସିଯିବାକୁ ସକ୍ଷମ ହୋଇଥିଲା। ଫାଣ୍ତି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ସହିତ କିଛି ବ୍ୟବସାୟୀ […]

Social media & sharing icons powered by UltimatelySocial