ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ଜଣ କରୋନା ସଂକ୍ରମିତଙ୍କ ପ୍ରାଣହାନି

୨ ଜଣ କରୋନା ସଂକ୍ରମିତଙ୍କ ପ୍ରାଣହାନି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। କରୋନାରେ ପ୍ରାଣ ହରାଇଥିବା ଆଉ ୨ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ପ୍ରାପ୍ତ ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲାରୁ ୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ତାଙ୍କର ବୟସ ୮୪ ବର୍ଷ ଓ ସେ ଜଣେ ମହିଳା ବୋଲି ଜଣାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାର ଜଣେ ୫୮ ବର୍ଷିୟ ପୁରୁଷ ସଂକ୍ରମିତ ପ୍ରାଣ ହରାଇଛନ୍ତି। ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ।

Share Now:

Kalinga News Beuro

Next Post

ଯୌନ ସମ୍ପର୍କ ରଖିବା ପରେ ବାହା ହେବାକୁ ମନା କରିଦେବା ପ୍ରତାରଣା ନୁହେଁ: ବମ୍ବେ ହାଇକୋର୍ଟ

Fri Dec 24 , 2021
ମୁମ୍ବାଇ: ପାରସ୍ପରିକ ସହମତିରେ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ମହିଳାଙ୍କୁ ବିବାହ କରିବାକୁ ମନା କରିବା ପ୍ରତାରଣା ନୁହେଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଜଣେ ମହିଳାଙ୍କ ଏଫ୍ଆଇଆର୍ ଆଧାରରେ ଏକ ନିମ୍ନ ଅଦାଲତ ଜଣେ ପୁରୁଷଙ୍କୁ ସମ୍ପୃକ୍ତା ମହିଳାଙ୍କୁ ପ୍ରତାରଣା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ବମ୍ବେ ହାଇକୋର୍ଟ ଉକ୍ତ ଆଦେଶକୁ ଖାରଜ କରିଦେବା ସହ କହିଥିଲେ ଯେ, ଅଭିଯୁକ୍ତ ଜଣକ […]
ବମ୍ବେ ହାଇକୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial