ଭାରତରେ କରୋନାଭାଇରସ୍: ୩୩୦୫୦ ଆକ୍ରାନ୍ତ, ୮୩୨୪ ସୁସ୍ଥ ଓ ୧୦୭୪ ମୃତ

ନୂଆଦିଲ୍ଲୀ: ଏପ୍ରିଲ୍ ୩୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୩୦୫୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୩୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୦୭୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୧ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୫୬ ଜଣ, ଗୁଜରାଟରେ ୧୯୭ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୧ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୨୯ ଜଣ, ମହାରାଷ୍ଟ୍ରରେ ୪୩୨ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୯ ଜଣ, ରାଜସ୍ଥାନରେ ୫୧ ଜଣ, ତାମିଲନାଡୁରେ ୨୭ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୩୯ ଜଣ ଏବଂ ପଶ୍ଚମବଙ୍ଗରେ ୨୨ ଜଣ । ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୩୩୨), ଅରୁଣାଚଳ ପ୍ରଦେଶ (୧), ଆସାମ (୩୮), ବିହାର (୩୯୨), ଚଣ୍ଡିଗଡ଼ (୫୬), ଛତିଶଗଡ଼ (୩୮), ଦିଲ୍ଲୀ (୩୪୩୯), ଗୋଆ (୭), ଗୁଜରାଟ (୪୦୮୨), ହରିୟାଣା (୩୧୦), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୫୮୧), ଝାଡ଼ଖଣ୍ଡ (୧୦୭) କର୍ଣ୍ଣାଟକ (୫୩୫), କେରଳ (୪୯୫), ଲଦାଖ (୨୨), ମଧ୍ୟପ୍ରଦେଶ (୨୫୬୧), ମହାରାଷ୍ଟ୍ର (୯୯୧୫), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୨୫), ପୁଦ୍ଦୁଚେରୀ (୮), ପଞ୍ଜାବ (୩୫୭), ରାଜସ୍ଥାନ (୨୪୩୮), ତାମିଲନାଡୁ (୨୧୬୨), ତେଲେଙ୍ଗାନା (୧୦୧୨), ତ୍ରିପୁରା (୨), ଉତ୍ତରାଖଣ୍ଡ (୫୫), ଉତ୍ତରପ୍ରଦେଶ (୨୧୩୫) ଓ ପଶ୍ଚିମବଙ୍ଗ (୭୫୮) । ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୫), ଆନ୍ଧ୍ରପ୍ରଦେଶ (୨୮୭), ଅରୁଣାଚଳ ପ୍ରଦେଶ (୧), ଆସାମ (୨୯), ବିହାର (୬୫), ଚଣ୍ଡିଗଡ଼ (୧୭), ଛତିଶଗଡ଼ (୩୪), ଦିଲ୍ଲୀ (୧୦୯୨), ଗୋଆ (୭), ଗୁଜରାଟ (୫୨୭), ହରିୟାଣା (୨୦୯), ହିମାଚଳ ପ୍ରଦେଶ (୨୫), ଜମ୍ମୁ ଓ କଶ୍ମୀର (୧୯୨), ଝାଡ଼ଖଣ୍ଡ (୧୯), କର୍ଣ୍ଣାଟକ (୨୧୬), କେରଳ (୩୬୯), ଲଦାଖ (୧୬), ମଧ୍ୟପ୍ରଦେଶ (୪୬୧), ମହାରାଷ୍ଟ୍ର (୧୫୯୩), ମଣିପୁର (୨), ଓଡ଼ିଶା (୩୯), ପୁଦ୍ଦୁଚେରୀ (୩), ପଞ୍ଜାବ (୯୦), ରାଜସ୍ଥାନ (୭୬୮), ତାମିଲନାଡୁ (୧୨୧୦), ତେଲେଙ୍ଗାନା (୩୬୭), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୬), ଉତ୍ତରପ୍ରଦେଶ (୫୧୦) ଓ ପଶ୍ଚିମବଙ୍ଗ (୧୨୪) ।

Share Now:

Kalinga News Beuro

Leave a Reply

Next Post

ମେ ୧୭ ପର୍ଯ୍ୟନ୍ତ ବଢିଲା ଲକଡାଉନ ଅବଧି, ଘୋଷଣା କଲା ଗୃହ ମନ୍ତ୍ରାଳୟ

Fri May 1 , 2020
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲକଡାଉନ ଅବଧିକୁ ଆଉ ୨ ସପ୍ତାହ ପାଇଁ ବଢାଇଦେଇଛନ୍ତି। ଏହା ଫଳରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ। ତେବେ ଏଥର ଗ୍ରୀନ ଜୋନ ଓ ଅରେଞ୍ଜ ଜୋନ ଗୁଡ଼ିକ ପାଇଁ କେତେକ ରିହାତି ଘୋଷଣା କରାଯାଇଛି। ତେବେ ରେଡ ଜୋନ ପାଇଁ ଅଧିକ କଟକଣା ରହିବ। ଏହି ଲକଡାଉନ ବଢିବା ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial