ମୁମ୍ବାଇ: ପୁଲିସ ଷ୍ଟେସନ ବାହାରେ ‌ଚେତା ହରାଇଲେ ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିବାର ଗୋଟିଏ ଦିନ ପରେ ରାକ୍ଷୀ ସାୱନ୍ତ ଓଶିୱାରା ପୁଲିସ ଷ୍ଟେସନ ବାହାରେ ଅଚେତ ହୋଇପଡ଼ିଥିଲେ ବୋଲି ଜଣାପଡ଼ିଛି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାକ୍ଷୀ ଫଟୋଗ୍ରାଫରଙ୍କୁ ପ୍ରତିକ୍ରିୟା ଦେଉଥିବା ବେଳେ ତଳେ ପଡ଼ିଯାଉଥିବା ଦେଖାଯାଇଛି। ଆଦିଲଙ୍କ ବିରୋଧରେ ଅଭିଯୋଗ କରିବା […]

ମୁମ୍ବାଇ: ସଙ୍ଗୀତ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କିଛି ଦିନ ତଳେ ପଦ୍ମଭୂଷଣ ପୁରସ୍କାର ପାଇଥିବା ଲୋକପ୍ରିୟ ଗାୟିକା ବାଣୀ ଜୟରାମଙ୍କ ଦେହାନ୍ତ ହୋଇଛି। ଚେନ୍ନାଇସ୍ଥିତ ତାଙ୍କ ଘରେ ବାଣୀ ଜୟରାମଙ୍କ ପରଲୋକ ହୋଇଥିବା ଖବର ମିଳିଛି। ହଠାତ ତାଙ୍କ ଦେହାନ୍ତ ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁ ଖବରକୁ ନେଇ ଏବେ ଦେଶର ସଂଗୀତ ଦୁନିଆରେ ଶୋକର ଲହରୀ […]

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରୀୟା ମିଶ୍ର ଆସି ସ୍ବାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ। ଏଣେ ଶ୍ରୀୟା ବି କହିଛନ୍ତି ଯେ ସେ ସ୍ବାମୀ ହ୍ୟୁମାନ ସାଗରଙ୍କ ସହ ରହିବେ। ହ୍ୟୁମାନ ସାଗର ଓ ତାଙ୍କ ମା ବି ସମାନ […]

ଖଣ୍ଡଗିରି: ଏଣିକି ରାତି ୯ଟା ଯାଏ ଖୋଲା ରହିବ ଜୟଦେବ ବାଟିକା। ସନ୍ଧ୍ୟାରେ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଏହା ପରିସରରେ କୃତ୍ରିମ ଜଳପ୍ରପାତ, ନଈ, ଜଳଫୁଆରାର ମଜା ଉଠାଇ ପାରିବେ। ବିନା ଭୟରେ ବାଟିକା ପରିସରରେ ବୁଲିବା ସହ ସେଲ୍ଫି ବି ନେଇପାରିବେ। ପୂର୍ବରୁ କେବଳ ଦିନ ସମୟରେ ଖୋଲା ରହୁଥିବା ବେଳେ ଏବେ ରାତି ୯ଟା ପର୍ଯ୍ୟନ୍ତ ଖୋଲିବା ଲାଗି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ […]

କଟକ: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର ଥାନାରୁ ଫେରିଲା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ମୋ ନାମରେ ଆସିଥିବା ଅଭିଯୋଗ ମିଛ ବୋଲି କହିଛନ୍ତି। ମୁଁ କାହିଁକି ହତ୍ୟା ଉଦ୍ୟମ କରିବି? ମୁଁ କଣ ମର୍ଡରର? ଧର୍ମ ପରିବର୍ତ୍ତନ ପାଇଁ ମୁଁ ଆଦୌ ଚାପ ପକାଇନି ବୋଲି କହିଛନ୍ତି। ମୁଁ କାହିଁକି ‌ଯୌତୁକ ମାଗିବି। ଲୋକଙ୍କ ଆଶୀର୍ବାଦରୁ ଭଲରେ ଅଛି। ଅନ୍ୟପଟରେ ବୋହୂ ଶ୍ରେୟା ମିଶ୍ର ମଦ୍ୟପାନ […]

ଖଣ୍ଡଗିରି: ଶେଷ ମୂହୁର୍ତ୍ତରେ ଶିଶିର ସରସ ମେଳା ଉଦ୍‌ଘାଟନକୁ ସ୍ଥଗିତ ରଖାଯାଇଛି। ଗତକାଲି ଅର୍ଥାତ୍ ୧୩ ତାରିଖରେ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆରମ୍ଭ ହେବାକୁ ଥିବା ଏହି ମେଳା ଆଜି ଉଦ୍‌ଘାଟିତ ହେବ ବୋଲି ଜଣାପଡ଼ିଛି। ପ୍ରସ୍ତୁତି ସରି ନଥିବାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବନ୍ଦ ହୋଇଯାଇଥିବା କୁହାଯାଇଛି। ତେବେ ଗତକାଲିଠାରୁ ମେଳା ଆରମ୍ଭ ହେବ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିବା ବେଳେ ରାଜଧାନୀ […]

ମୁମ୍ବାଇ: ଭାରତର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ତାଙ୍କ ପ୍ରେମିକା ରାଧିକା ମରଚାଣ୍ଟଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ରାଜସ୍ଥାନର ନାଥଦ୍ୱାରରେ ଥିବା ଶ୍ରୀନାଥଜୀ ମନ୍ଦିରରେ ଗୁରୁବାର ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ମୁମ୍ବାଇରେ ଅମ୍ବାନୀଙ୍କ ଘର ଆଣ୍ଟିଲାଠାରେ ବିଳମ୍ବିତ ରାତିରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଯେଉଁଥିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ଏହି ସମୟରେ ବଲିଉଡ କଣ୍ଠଶିଳ୍ପୀ […]

ବିନ୍ଦୁସାଗରକୁ ଆସି ପର୍ଯ୍ୟଟକ ନିରାଶ ପୁରୁଣା ଭୁବନେଶ୍ବର: ମାତ୍ର ୫ ଲକ୍ଷ ଟଙ୍କା ପାଇଁ ଦେଢ଼ ମାସ ହେଲା ପର୍ଯ୍ୟଟନ ବିଭାଗରେ ବନ୍ଧା ପଡ଼ିଛି ଫାଇଲ୍। ଗତ ମାସ ୯ ତାରିଖରୁ ଫାଇଲ୍‌ ଯାଇଛି ଯେ ଯାଇଛି, ଫେରିବାର ନାଁ ଗନ୍ଧ ନାହିଁ। କେବେ ବିଭାଗ ଟିପିସିଓଡିଏଲ୍‌କୁ ଏତକ ଟଙ୍କା ଦେବ ଏବଂ ପୁଣିଥରେ ବିନ୍ଦୁସାଗରରେ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଓ ଲେଜର୍‌ ସୋ’ ଚାଲିବ, ତାହା ବି କାହାକୁ ମାଲୁମ୍‌ […]

ଭୁବନେଶ୍ୱର: ପୁଣିଥରେ ରାଜଧାନୀକୁ ଫେରିଲା ପଥୋତ୍ସବ। ରବିବାର ସକାଳ ସାଢ଼େ ୬ଟାରୁ ଜନପଥରେ ଚାଲିଛି ପଥୋତ୍ସବ କାର୍ଯ୍ୟକ୍ରମ। ଏଥିରେ ଯୋଗ, ନାଚ, ଗୀତ ଏବଂ ବ୍ୟାୟାମ କାର୍ଯ୍ୟକ୍ରମ ସହ ପିଲାମାନଙ୍କ ଦ୍ବାରା ଚାଲିଛି ଚିତ୍ରାଙ୍କନ। ଏଥିସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ମାଷ୍ଟର କ୍ୟା‌ଣ୍ଟିନ୍‌ରୁ ରାମମନ୍ଦିର ପର୍ଯ୍ୟନ୍ତ ଦୁଲୁକୁଛି। ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଏହି ପଥୋତ୍ସବ ଚାଲିବ। ପଥୋତ୍ସବରେ ଚାଲିଥିବା କାର୍ଯ୍ୟକ୍ରମରେ ଓଡ଼ିଶୀରୁ ଆରମ୍ଭ କରି ରକ୍‌ […]

ମୁମ୍ବାଇ: ୨୦୦୯ରେ ରିଲିଜ ହୋଇଥିବା ଜେମ୍ସ କ୍ୟାମେରନଙ୍କ ଫିଲ୍ମ ‘ଅବତାର’ ଚମତ୍କାର ଭିଜୁଆଲ୍ ସହିତ ଭାରତୀୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେତେବେଳେ ଭିଏଫଏକ୍ସ ଥିବା ଚଳଚ୍ଚିତ୍ରଗୁଡ଼ିକ ସେତେ ଅଧିକ ନିର୍ମାଣ ହେଉନଥିବା ବେଳେ ‘ଅବତାର’ର ଗ୍ରାଫିକ୍ସ ଲୋକଙ୍କୁ ଆବାକ୍ କରିଥିଲା। ବିଶ୍ବବ୍ୟାପୀ ‘ଅବତାର’ ପ୍ରାୟ ୩ବିଲିୟନ ଡଲାରର ବ୍ୟବସାୟ କରିଥିଲା ​​ଏବଂ ଆଜି ପର୍ଯ୍ୟନ୍ତ ଫିଲ୍ମଟି ଦୁନିଆରେ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇରହିଛି। ଏହାର ସିକ୍ୱେଲକୁ ବର୍ଷ ବର୍ଷ […]

Social media & sharing icons powered by UltimatelySocial