ପ୍ରେମିକପ୍ରବର ଟୁଙ୍ଗୁରୁ ସାଜିଥିଲା ପାଇପ୍‌ କଟା ଠିକାଦାର ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ କୋଟିଏ ଟଙ୍କାର ଲୁହା ପାଇପ୍‌(ଜଳ ଯୋଗାଣ ପାଇଁ ବ୍ୟବହାର ହେଉଥିବା ବଡ଼ ପାଇପ୍‌) ଚୋରି କରିଥିବା ଏକ ଅନ୍ତଃରାଜ୍ୟ ରାକେଟ୍‌ର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଥାନା ପୁଲିସ ଏହି ରାକେଟର ୩ ମୁଖିଆଙ୍କ ସମେତ ୧୧ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି। ଗ୍ୟାଙ୍ଗ୍‌ର ୩ […]

ଖୋର୍ଦ୍ଧା: ଇଭିଏମ୍‌ ଭଙ୍ଗାରୁଜା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖରାଜ ହୋଇଛି। ଖୋର୍ଦ୍ଧା ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଶୁକ୍ରବାର ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଆଜି ଏଡିଜେ-୨ କୋର୍ଟରେ ଇଭିଏମ୍‌ ଭଙ୍ଗାରୁଜା ଅଭିଯୋନ ନେଇ ଶୁଣାଣି ହୋଇଥିଲା। ବରିଷ୍ଠ ଓକିଲ ପିତାମ୍ବର ଆଚାଯ୍ୟଙ୍କ ସମେତ ଖୋର୍ଦ୍ଧା ବାର ଆସୋସିଏସନର ପ୍ରାୟ ୪୦ଜଣ ଓକିଲ ଜଗଦେବଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ।ସୂଚନାଯୋଗ୍ୟ […]

ଫୁଲବାଣୀ: ମାଓବାଦୀମାନେ ପୁଣି ଥରେ ରକ୍ତମୁଖା ହୋଇଛନ୍ତି। ଘରୁ ଡାକିନେଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବାଡ଼ିପାଙ୍ଗା ଗାଁରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ମେଟଲା ରୋହିତ।ସୂଚନା ଅନୁସାରେ ମାଓବାଦୀମାନେ ଗତ ଶନିବାର ବିଳମ୍ବିତ ରାତିରେ ମେଟଲା ମାଝୀଙ୍କୁ ଘରୁ ଉଠାଇ ନେଇଥିଲେ। ଆଜି ମେଟଲାଙ୍କ କ୍ଷତ ବିକ୍ଷତ ଶବ ଜଙ୍ଗଲରେ ପଡ଼ି ରହିଥିବା […]

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ପୁଣ୍ୟତୋୟା ପ୍ରାଚୀ ନଦୀ ତଟ ଅନ୍ତର୍ବେଦୀ ପିଠ ଭାପୁର ତ୍ରିବେଣୀଶ୍ୱରଙ୍କ ନିକଟସ୍ଥ ବେଲେଶ୍ୱର ମହାଦେବଙ୍କ ମନ୍ଦିରରେ ସ୍ଥାପିତ ବୃଷଭଙ୍କୁ କେହି ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଏନେଇ ମନ୍ଦିର ପୂଜକ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ବହୁ ପୁରାତନ ମୁଗୁନି ପଥରରେ ନିର୍ମିତ ବୃଷଭଙ୍କୁ ଲୁଟି ନେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୁଲିସ ପହଁଞ୍ଚି ଆଖ ପାଖରେ ଖୋଜା ଖୋଜି କରିଥିଲା, ହେଲେ […]

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନଖଣ୍ଡ ଅଧୀନ ବନଗାଁରୁ ଚାଲାଣ ପାଇଁ ରଖାଯାଇଥିବା ହାତୀଦାନ୍ତକୁ ବନ ବିଭାଗ ଜବତ କରିଛି। ହାତୀଦାନ୍ତ ଚେରାଚାଲାଣ ଅଭିଯୋଗରେ ବନ ବିଭାଗର କର୍ମଚାରୀମାନେ ୧୧ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ରାମେଶ୍ୱର ନାୟକ (୫୧), ବିରଜା ମୁଣ୍ଡା (୪୦), ପ୍ରକାଶ ଚନ୍ଦ୍ର ମହାକୁଡ଼ (୪୦), ସୁଗୁଡ଼ା ହେମ୍ବ୍ରମ (୩୪), ରାମଚନ୍ଦ୍ର ପାତ୍ର (୬୧), ପ୍ରୀତିକାନ୍ତ ମହନ୍ତ (୨୭), ରଞ୍ଜନ ମହାନ୍ତ (୪୮), […]

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁରେ ଘର ଅଗଣାରେ ଶୋଇଥିବା ସମୟରେ ଭିଣେଇଙ୍କ ଟାଙ୍ଗିଆ ଚୋଟରେ ଶଳା ଗୁରୁତର ହୋଇଛନ୍ତି। ଗୁରତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ବେଲଗାଁ ଗ୍ରାମର ସୁରେନ କୁମ୍ଭାର (୨୫) ଆଜି ଅପରାହ୍ନରେ ନିଜ ଘର ବାରଣ୍ଡାରେ ଶୋଇ ଥିବା ବେଳେ ସ୍ତ୍ରୀ ଶିଳାବତୀ କୁମ୍ଭାର ସ୍ୱାମୀ ନିକଟରେ ବସିଥିଲେ। ତେବେ ଆଜି ଦିନ ଏକ ଘଣ୍ଟା ସମୟରେ ପାପଡାହାଣ୍ଡି […]

ଭୁବନେଶ୍ୱର: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଏସଆଇଟି ଗଠିତ ହେଲା। ଏସ୍‌ଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ସାଇଣ୍ଟିଫିକ୍‌, ଫୋରେନ୍‌ସିକ୍‌ ଓ ଡିଜିଟାଲ ତଥ୍ୟ ଆଧାରରେ ତଦନ୍ତ କରିବ।ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ। ଏସଆଇଟି ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିବ ବୋଲି ଜଣାଯାଇଛି। ଏଡିଜି ରାଧାକୃଷ୍ଣ ଶର୍ମା ଛତ୍ରପୁରରେ କ୍ୟାମ୍ପ ଅଫିସ୍ କରି ସେଠାକାର […]

ଖଲ୍ଲିକୋଟ: ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଗାଁ ଲୋକେ ଉତ୍ତେଜିତ ହୋଇ ଘେରାଉ କରିଛନ୍ତି। ପୁଲିସ୍ ଗାଡି ଉପରକୁ ସେମାନେ ବୋତଲ ଏବଂ ଢେଲା ମାଡ କରିଛନ୍ତି। ବୋତଲ ଏବଂ ଢେଲା ମାଡରେ ପୁଲିସ୍ ଭ୍ୟାନର କାଚ ଭାଙ୍ଗି ଯାଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଲାଠି ଚାର୍ଜ କରିଛି।ସୁଚନାଯୋଗ୍ୟ, ଖଲ୍ଲିକୋଟରେ ନିର୍ବାଚନୀ ହିଂସାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଷ୍ଟର ମାରିବାକୁ ନେଇ […]

ଭୁବନେଶ୍ୱର: ଆଗାମୀ ୩ ଦିନ ଧରି ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିିବ। ୧୫ ଏବଂ ୧୬ ତାରିଖ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲା ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳରେ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ୧୮ ଏବଂ ୧୯ ତାରିଖରେ […]

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଡାକ୍ତର ମା’ ତାର ପିଲାକୁ ନିର୍ଯାତନା ଦେଉଥିବା ନେଇ ପୀଡ଼ିତଙ୍କ ବାପା ଅଭିଯୋଗ କରିଛନ୍ତି। ପୀଡ଼ିତ ପୁଅର ବାପାଙ୍କ କହିବାନୁସାରେ, ୨୦୦୭ରେ ମୋର ବିବାହ ହୋଇଥିଲା। ବିବାହ ପରେ ଆମର ପୁତ୍ର ସନ୍ତାନ ‌ହୋଇଥିଲା। ପୁଅ ଜନ୍ମର କିଛି ବର୍ଷ ପରେ ସ୍ତ୍ରୀଙ୍କ ସହିତ ମୋର ମଦଭେଦ ହୋଇଥିଲା। ଅନେକ ସମୟରେ ଆମ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ। […]

Breaking News

Most Read

Social media & sharing icons powered by UltimatelySocial