ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ବ୍ୟାଟେରି ଜବତ: ୬ ଜଣ ଗିରଫ

୧୦ ଲକ୍ଷ ଟଙ୍କାର ବ୍ୟାଟେରି ଜବତ

ଭୁବନେଶ୍ବର: ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ୟାଟେରି ଜବତ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ମଞ୍ଚେଶ୍ୱର ଅଞ୍ଚଳରେ ତିନୋଟି ଗାଡ଼ିରେ କିଛି ପୁରୁଣା ବ୍ୟାଟେରି। ଲଡ୍ ଓ ଅନ ଲୋଡ୍ କରାଯାଉଥିବା ବେଳେ ପୁଲିସ ପାଖକୁ ଖବର ଆସିଥିଲା। ତାପରେ ସଂପୃକ୍ତ ତିନୋଟି ଗାଡ଼ି ଓ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ। ବ୍ୟାଟେରିଗୁଡ଼ିକ ମୁଖ୍ୟତଃ ବ୍ରହ୍ମପୁର ଓ ନୟାଗଡ଼ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି। ଅନୁମାନ କରାଯାଉଛି କି ପ୍ରାୟ ମୁଖ୍ୟତଃ ବ୍ୟାଟେରିଗୁଡ଼ିକ ମୋବାଇଲ ଟାୱାର ଓ କିଛି ଗାଡ଼ି ବ୍ୟାଟେରି।

Share Now:

Kalinga News Beuro

Next Post

ଆଫଗାନ ଜନ୍ମିତ ହିନ୍ଦୁ ଓ ଶିଖମାନଙ୍କୁ ବି ଭାରତ ଅଣାଯିବ : ଗୃହ ରାଷ୍ଟ୍ରମନ୍ତ୍ରୀ

Thu Aug 19 , 2021
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ସେଠାରେ ଭୟଙ୍କର ମାନବୀୟ ସଂକଟ ଦେଖାଦେଇଛି। କେବଳ ସଂଖ୍ୟାଲଘୁ ଶିଖ, ହିନ୍ଦୁ ବା ଖ୍ରୀଷ୍ଟିଆନ ନୁହେଁ, ମୁସଲମାନମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି। ଏହା ଫଳରେ ହଜାର ହଜାର ଆଫଗାନ ଶରଣାର୍ଥୀ ବିଶ୍ବର ବିଭିନ୍ନ ଦେଶରେ ଶରଣ ପାଇଁ ଉଦ୍ୟମ କରୁଛନ୍ତି। ଭାରତ ଆଫଗାନିସ୍ତାନବାସୀଙ୍କ ଏହି ସଂକଟ ସମୟରେ ସହାୟତା ପାଇଁ ଆଗେଇ ଆସିଛି। ଆଜି ଭାରତର ଗୃହ ରାଷ୍ଟ୍ରମନ୍ତ୍ରୀ […]
ଆଫଗାନ ଜନ୍ମିତ ହିନ୍ଦୁ ଓ ଶିଖମାନଙ୍କୁ ବି ଭାରତ ଅଣାଯିବ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial