କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ରାକାକୁ କାବୁ କଲା କମିସନରେଟ ପୁଲିସ

କମିସନରେଟ ପୁଲିସ

କଟକ: କଟକରେ ଆଜି ସକାଳେ ଏକ ଏନକାଉଣ୍ଟର ହୋଇଥିବାର ଖବର ମିଳିଛି। ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ କନ୍ଦରପୁର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି କମିସନରେଟ ପୁଲିସ। ରାକେଶ ପାଖରୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ଜବତ ହୋଇଛି। ଆହତ ଅବସ୍ଥାରେ ରାକେଶକୁ ଏସସିବିରେ ଭର୍ତ୍ତି କରାଯାଇଛି। ରାକେଶକୁ ଧରିବା ସମୟରେ ସେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲା।

Share Now:

Kalinga News Beuro

Next Post

ଚେନ୍ନାଇ ୪ର୍ଥ ଥର ପାଇଁ ଆଇପିଏଲ୍ ଚାମ୍ପିୟନ

Sat Oct 16 , 2021
ଦୁବାଇ : ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ ଚାମ୍ପିୟନ ହୋଇଛି। ଗତକାଲି ଖେଳାଯାଇଥିବା ଆଇପିଏଲ ଫାଇନାଲରେ ଚେନ୍ନାଇ କୋଲକାତା ନାଇଟ ରାଇଡର୍ସକୁ ୨୭ ରନରେ ପରାସ୍ତ କରି ପୁଣି ଥରେ ଟ୍ରଫିକୁ ହାତେଇବାରେ ସଫଳ ହୋଇଛି। ଏହାକୁ ମିଶାଇ ୪ର୍ଥ ଥର ପାଇଁ ଚେନ୍ନାଇ ଆଇପିଏଲ ଚାମ୍ପିୟନ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ […]
ଚାମ୍ପିୟନ ହେଲା ଚେନ୍ନାଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial