କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ହେଲେ ଚକ୍ରଧର ତ୍ରିପାଠୀ

ଚକ୍ରଧର ତ୍ରିପାଠୀ

କୋରାପୁଟ: କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂଆ କୂଳପତି ହେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ। ପ୍ରଫେସର ଆଇ.ରାମବ୍ରହ୍ମଙ୍କର ଦେହାନ୍ତ ପରେ ଦୀର୍ଘ ବର୍ଷ‌େ ହେଲା ଏହି ପଦବି ଖାଲି ପଡିଥିଲା। ପଶ୍ଚିମବଙ୍ଗର ବିଶ୍ୱ ଭାରତୀ, ଶାନ୍ତିନିକେତନ ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଶ୍ରୀ ତ୍ରିପାଠୀ ଏହି ବିଶ୍ବବିଦ୍ୟାଳୟର କୂଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ସୂଚନାଯୋଗ୍ୟ, ୨୦୨୧ ଜୁଲାଇରେ ସ୍ବର୍ଗତ ଆଇ.ରାମବ୍ରହ୍ମଙ୍କ ଦେହାନ୍ତ ପରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ କୁଳପତି ପଦବି ଖାଲି ପଡିଥିଲା। ଏବେ ୧୧ ପ୍ରତିଶତ ସ୍ଥାୟୀ ପଦବିରେ ବିଶ୍ବବିଦ୍ୟାଳୟ ପରିଚାଳତ ହେଉଛି।

Share Now:

Kalinga News Beuro

Next Post

ପୁରୀରେ ବିଜେପିର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

Tue Sep 13 , 2022
ଯୋଗଦେବେ ଓଡ଼ିଶାର ରାଷ୍ଟ୍ରୀୟ ନେତା ଭୁବନେଶ୍ବର : ମିସନ୍‌-୨୦୨୪ ନେଇ ବିଜେପି ରଣନୀତି ପ୍ରସ୍ତୁତ କରିଥିବାବେଳେ କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ସଂସଦୀୟ କ୍ଷେତ୍ରକୁ ଆସି ସଂଗଠନ ସଜାଡ଼ୁଛନ୍ତି। ରାଜ୍ୟ ସରକାର ବିରୋଧରେ ଜନମତ ସୃଷ୍ଟି କରିବାକୁ ତୃଣମୂଳ ସ୍ତରରେ କାମ ଆରମ୍ଭ କରିଦେଇଛନ୍ତି। ହେଲେ ରାଜ୍ୟ ବିଜେପିର ତୃଣମୂଳ ସ୍ତରର ସଂଗଠନରେ ଫାଟ ଥିବାରୁ ଏହାକୁ ସଜାଡ଼ିବା ସହ ୨୦୨୪ରେ ସମସ୍ତଙ୍କୁ ଏକାଠି ଧରି ଚାଲିବାକୁ ମଙ୍ଗଳବାର ଠାରୁ ପୁରୀରେ […]
ବିଜେପି-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial