ଚାରି ଗାଈଙ୍କ ଜୀବନ ନେଲା ଗାଡ଼ିଚାଳକ

ଚାରି ଗାଈଙ୍କ ଜୀବନ ନେଲା ଗାଡ଼ିଚାଳକ

ଭୁବନେଶ୍ୱର: ଦ୍ରୁତ ଗତିରେ ଆସି ରାସ୍ତାରେ ଶୋଇଥିବା ଗାଈଙ୍କ ଜୀବନ ନେଇଛି ଜଣେ ଗାଡ଼ି ଚାଳକ। ଏୟାରଫିଲଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ରାସ୍ତାରେ ଗାଈମାନେ ଶୋଇଥିବା ଵେଳେ ମଦ ପିଇ ଦ୍ରୁତ ଗତିରେ ଗାଡ଼ି ମଡ଼ାଇଥିଲା ଚାଳକ। ଗୋଟେ ପରେ ଗୋଟେ ଗାଇଙ୍କ ଉପରେ ଚଢ଼ାଇ ଦେଇଥିଲା।

Share Now:

Kalinga News Beuro

Next Post

ଗୀତ ଗାଇ ଜମିପଟ୍ଟା ପାଇଲେ ଦିବ୍ୟାଙ୍ଗ ପ୍ରଫୁଲ୍ଲ

Sat Sep 24 , 2022
ବ୍ୟାସନଗର: କୋରେଇ ବ୍ଲକ୍ କାଚରାସାହି ପଞ୍ଚାୟତ ସହଗାଁ ଗ୍ରାମର ଦିବ୍ୟାଙ୍ଗ ପ୍ରଫୁଲ୍ଲ ଦାସଙ୍କୁ ବ୍ୟାସନଗର ତହସିଲ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଛି। ବସୁନ୍ଧରା ଯୋଜନାରେ ପ୍ରଫୁଲ୍ଲଙ୍କୁ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ୪ ଡିସିମିଲ ଜମିର ପଟ୍ଟା ପ୍ରଦାନ କରିଛନ୍ତି। ପ୍ରକାଶ ଯେ, କିଛିଦିନ ତଳେ ଦିବ୍ୟାଙ୍ଗ ପ୍ରଫୁଲ୍ଲ ସଂଗୀତ ମାଧ୍ୟମରେ ଜମିପଟ୍ଟା ଓ ସରକାରୀ ଆବାସ ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ। ସରକାରୀ ଯୋଜନା ପାଇଁ […]
ପ୍ରଫୁଲ୍ଲ ପାଇଲେ ଜମିପଟ୍ଟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial