ପାଣିକୁ ନେଇ ଦୁଇ ଭଉଣୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଦୁଇ ଭଉଣୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ରାଉରକେଲା : ସେକ୍ଟର-୧୬ ଇସ୍ପାତ କଲେଜ ନିକଟସ୍ଥ ଖଟଲବସ୍ତିରେ ପାଣିକୁ ନେଇ ଦୁଇ ଭଉଣୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ୨ ଭଉଣୀଙ୍କୁ ଆରଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ବସ୍ତିରେ ଦୁଇ ଭଉଣୀ ପରିବାର ସହ ରହନ୍ତି। ଅନ୍ୟ ଏକ ପରିବାରରେ ଜଣେ ବିଧବା ମହିଳାଙ୍କ ସହ ତାଙ୍କର ୪ଝିଅ ରହନ୍ତି। କୂଅରୁ ପାଣି ନେବାକୁ ନେଇ ପଡୋଶୀ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏ ସଂକ୍ରାନ୍ତରେ ଦୁଇ ଭଉଣୀ ସେକ୍ଟର -୧୫ ଥାନାରେ ଅଭିଯୋଗ କରୁଛନ୍ତି। କିନ୍ତୁ ପୁଲିସ ମାଡ଼ ମାରିଥିବା ପରିବାରଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଦୁଇ ଭଉଣୀ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ମୁଲାୟମ୍‌ ସିଂହ ଯାଦବ: କୁସ୍ତିଯୋଦ୍ଧାରୁ ରାଜନେତା

Mon Oct 10 , 2022
ନୂଆଦିଲ୍ଲୀ: ଉତ୍ତର ଭାରତୀୟ ରାଜନୀତିରେ ଆଞ୍ଚଳିକ ଦଳଗୁଡ଼ିକୁ ପ୍ରତିଷ୍ଠିତ କରାଇବାରଐତିହାସିକ ପ୍ରକ୍ରିୟା କ୍ଷେତ୍ରରେ ଉଚ୍ଚତାରେ ସାନ ଏବଂ ରାଜନୈତିକ ଯାତ୍ରାରେ ସୁଉଚ୍ଚ ପରିଶ୍ରମୀ ତଥା ଚତୁର ମୁଲାୟମ୍ ସିଂହ ଯାଦବଙ୍କ ଅବଦାନ ଅବିସ୍ମରଣୀୟ। ପଛୁଆ ବର୍ଗ ବିଶେଷକରି ଯାଦବମାନଙ୍କ ପାଇଁ ସେ ‘ଧର୍‌ତୀପୁତ୍ର’। ସ୍କୁଲ୍‌ରେ ପଢ଼ିବା ବେଳେ ଜଣେ ଦଳିଦ ବାଳକକୁ ରକ୍ଷା କରିବାକୁ ଯାଇ ମୁଲାୟମ୍ ଏକାକୀ ଦଳେ ଉଚ୍ଚଜାତିର ପିଲାଙ୍କୁ ପିଟିଥିଲେ। ସେଥିପାଇଁ ତାଙ୍କର ଶ୍ରେଣୀସାଥୀ ଓ […]
ମୁଲାୟମ୍‌ ସିଂହ ଯାଦବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial