ବାଇକ ଚୋରି ଘଟଣାରେ ଜଣେ ଗିରଫ : ୩ ବାଇକ ଜବତ

ଚୋରି ଘଟଣାରେ ଜଣେ ଗିରଫ

ମାଲକାନଗିରି: ମାଲକାନଗିରିର ବିଭିନ୍ନ ସ୍ଥାନରେ ତିନି ତିନୋଟି ବାଇକ ଲଗାତାର ଚୋରି ହୋଇଥିଲା। ଏନେଇ ମାଲକାନଗିରି ପୁଲିସ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ କରି ଜଣେ ଚୋରକୁ ଗିରଫ କରିବା ସହ ତିନୋଟି ବାଇକକୁ ମଧ୍ୟ ଉଦ୍ଧାର କରିଛି। ଏମଭି-୯ ଗ୍ରାମର ଭୋଳାନାଥ ମଣ୍ଡଳ ନାମକ ଯୁବକ ଏହି ବାଇକଗୁଡିକ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଥିଲା। ତୁରନ୍ତ ଭୋଳାନାଥକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

Share Now:

Kalinga News Beuro

Next Post

ଆୟକର ରିଟର୍ଣ୍ଣ ପାଇଁ ଆସିବ ଗୋଟିଏ ଫର୍ମ

Tue Nov 1 , 2022
ନୂଆଦିଲ୍ଲୀ : ଆୟକର ରିଟର୍ଣ୍ଣ ଫାଇଲ କରିବା ପ୍ରକ୍ରିୟାକୁ ସରଳ କରିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧିନସ୍ଥ ଆୟକର ବିଭାଗ ପକ୍ଷରୁ ଏକ ନୂଆ ପ୍ରସ୍ତାବ ଦିଆଯାଇଛି। ଆୟକର ରିଟର୍ଣ୍ଣ ଫାଇଲ କରିବାକୁ ଭିନ୍ନ ଭିନ୍ନ ଫର୍ମ ବଦଳରେ ଗୋଟିଏ ଫର୍ମ ପ୍ରଚଳନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏ ନେଇ ସବୁ ପକ୍ଷ ଓ ଲୋକମାନଙ୍କ ମତାମତ ଆହ୍ୱାନ କରାଯାଇଛି। ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ଲୋକମାନେ […]
ଆୟକର ରିଟର୍ଣ୍ଣ ପାଇଁ ଆସିବ ଗୋଟିଏ ଫର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial