ରେନବୋ ଇଣ୍ଟରନେସନାଲ ସ୍କୁଲରେ ବିଶ୍ଵ ଏଡସ୍ ଦିବସ ପାଳିତ

ରେନବୋ ଇଣ୍ଟରନେସନାଲ ସ୍କୁଲରେ ବିଶ୍ଵ ଏଡସ୍ ଦିବସ ପାଳିତ

ଭୁବନେଶ୍ବର: ପଟିଆସ୍ଥିତ ରେନବୋ ଇଣ୍ଟରନେସନାଲ ସ୍କୁଲରେ ଆଜି ବିଶ୍ଵ ଏଡସ୍ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରାର୍ଥନା ସଭାରେ ଦୁଇ ଜଣ ଛାତ୍ର ଛାତ୍ରୀ ବକ୍ତବ୍ୟ ପ୍ରଦାନ କରିଥିଲେ। ତତ୍ ପରେ ବିଦ୍ୟାଳୟର ତୃତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରିଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରାରେ ସମସ୍ତେ ସମାଜରେ କିପରି ଏଡସ୍ ଭଳି ମାରାତ୍ମକ ରୋଗରୁ ନିଜକୁ ଦୂରେଇ ରଖିବେ ଓ ସଚେତନ ରହିବେ ସେ ବାର୍ତ୍ତା ପ୍ରଦାନ କରିଥିଲେ।

Share Now:

Kalinga News Beuro

Next Post

ସୁପ୍ରିମକୋର୍ଟରେ ବୈବାହିକ ମାମଲାର ଶୁଣାଣି କରିବେ କେବଳ ମହିଳା ବିଚାରପତି

Thu Dec 1 , 2022
ମହିଳା ବିଚାରପତିଙ୍କୁ ନେଇ ଗଠନ ହେଲା ସ୍ୱତନ୍ତ୍ର ଖଣ୍ଡପୀଠ ନୂଆଦିଲ୍ଲୀ: ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ ଗୁରୁବାର ଦିନ ବୈବାହିକ ବିବାଦ ଏବଂ ଏ ସଂପର୍କିତ ଜାମିନ ମାମଲାର ଶୁଣାଣି ପାଇଁ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ୍‌ ବେଲା ଏମ ତ୍ରିବେଦୀଙ୍କୁ ନେଇ ଏକ ସର୍ବମହିଳା ଖଣ୍ଡପୀଠ ଗଠନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଇତିହାସରେ ଏହା ହେଉଛି ତୃତୀୟ ଅବସର […]
ଶୁଣାଣି କରିବେ କେବଳ ମହିଳା ବିଚାରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial