‘ସମୃଦ୍ଧ ଓଡ଼ିଶା’ ବିରୁଦ୍ଧରେ ନୟାପଲ୍ଲୀ ଥାନାରେ ଏତଲା ଦେଲା ବିଏମସି

‘ସମୃଦ୍ଧ ଓଡ଼ିଶା’ ବିରୁଦ୍ଧରେ ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର: ବିଶ୍ୱକପ୍ ହକିକୁ ଆଖି ଆଗରେ ରଖି ବିଏମସି ପକ୍ଷରୁ ଭୁବନେଶ୍ୱର ମହାନଗରର ସୌନ୍ଦର୍ଯ୍ୟକରଣ ଜାରି ରହିଛି। ଏହି ସମୟରେ କିନ୍ତୁ ରାଜନୈତିକ ଦଳ ‘ସମୃଦ୍ଧ ଓଡ଼ିଶା’ ବିଭିନ୍ନ ସ୍ଥାନରେ ଥିବା ପ୍ରାଚୀର, ଟ୍ରାନ୍ସଫର୍ମର, ଟେଲିଫୋନ୍ ବକ୍ସ ଓ ସ୍ମାରକୀ ଆଦି ସ୍ଥଳରେ ନିଜର ପ୍ରଚାରପତ୍ର ଲଗାଇଥିବାର ଦେଖିବାକୁ ମିଳିଛି। ଏନେଇ ବିଏମସି ପକ୍ଷରୁ ‘ସମୃଦ୍ଧ ଓଡ଼ିଶା’ ନାମରେ ନୟାପଲ୍ଲୀ ଥାନାରେ ଏତଲା ଦିଆଯାଇଛି। ‘ସମୃଦ୍ଧ ଓଡ଼ିଶା’ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଥିରେ ଅନୁରୋଧ କରାଯାଇଛି।

Share Now:

Kalinga News Beuro

Next Post

ରୁଷ୍ ନାଗରିକଙ୍କୁ ଉଠାଇନେଲା ପୁଲିସ : ପଚରାଉଚରା ଜାରି

Sat Dec 31 , 2022
ରାୟଗଡ଼ାରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ପରେ ଚେତା ପଶିଲା ଭୁବନେଶ୍ୱର: ରାୟଗଡ଼ାରେ ରୁଷ୍ ନାଗରିକଙ୍କ ମୃତ୍ୟୁ ପରେ ଚେତିଛି ଜିଆରପି ପୁଲିସ ଓ ସ୍ପେଶାଲ ବ୍ରାଞ୍ଚ। ସନ୍ଦେହ ଘେରରେ ଥିବା ଜଣେ ରୁଷ୍ ନାଗରିକଙ୍କୁ ଆଜି ପୁଲିସ ଉଠାଇନେଇଛି। ରେଳବାଇ ଥାନାରେ ଉକ୍ତ ରୁଷ୍ ନାଗରିକଙ୍କୁ ଅଟକ ରଖି ଜିଆରପି ପୁଲିସ, ଖାରବେଳ ଥାନା ପୁଲିସ ଓ଼ ସ୍ପେଶାଲ ବ୍ରାଞ୍ଚ ପୁଲିସ ପଚରାଉଚରା କରୁଛି। ଅଟକ ଥିବା ରୁଷୀୟ ନାଗରିକଙ୍କ […]
ରୁଷ୍ ନାଗରିକଙ୍କୁ ଉଠାଇନେଲା ପୁଲିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial