ବର୍ଷାରେ ଭିଜିଲା କଟକ : ଗରମରୁ ସାମାନ୍ୟ ଆଶ୍ଵସ୍ତି ପାଇଲେ ସହରବାସୀ

ବର୍ଷାରେ ଭିଜିଲା କଟକ

କଟକ: ଅସହ୍ୟ ଗରମ ଗୁଳିଗୁଳିରୁ ମିଳିଲା ଆଶ୍ଵସ୍ତି। କଟକରେ ଅପରାହ୍ନ ୩.୩୦ ମିନିଟରୁ ପାଗ ବଦଳିବା ପରେ ବର୍ଷା ହୋଇଛି। ୧୫ ମିନିଟ୍ ଧରି କଟକରେ ମଧ୍ୟମଧରଣର ବର୍ଷା ହେବା ପରେ ଲୋକଙ୍କୁ ଗରମରୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। କଟକ ସହରରେ ଆଜି ଅପରାହ୍ନ ୨ଟା ଯାଏଁ ପ୍ରଚଣ୍ଡ ଖରା ହେଉଥିବା ବେଳେ ଅପରାହ୍ନ ୩.୩୦ ମିନିଟ ବେଳକୁ ପାଗରେ ପରିବର୍ତ୍ତନ ଆସିଥିଲା। ଆକାଶରେ ମେଘ ଘୋଟି ଆସିବା ସହ ସାମାନ୍ୟଧରଣର ଧୂଳି ପବନ ହୋଇଥିଲା। ତେବେ ପରେ ହଠାତ୍ ପାଗରେ ଅଧିକ ପରିବର୍ତ୍ତନ ହୋଇଥିଲା। ବର୍ଷା ଯୋଗୁଁ ଲୋକେ ସାମାନ୍ୟ ଆଶ୍ଵସ୍ତି ଅନୁଭବ କରିଛନ୍ତି।

Share Now:

Kalinga News Beuro

Next Post

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ : ଭାରତ ଆଗରେ ୪୪୪ ରନର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

Sat Jun 10 , 2023
ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ ହେବାକୁ ହେଲେ ଭାରତକୁ ନିଜର ୨ୟ ଇନିଂସରେ ୪୪୪ ରନ କରିବାକୁ ହେବ। ହାତରେ ରହିଛି ଦେଢ ଦିନ। ଶନିବାର ଥିଲା ଫାଇନାଲ ଟେଷ୍ଟ ମ୍ୟାଚର ୪ର୍ଥ ଦିନ। ଏହି ଦିନ ଅଷ୍ଟ୍ରେଲିଆ ନିଜର ଗତ କାଲିର ସ୍କୋର ୧୨୩/ ୪ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା। ତେବେ ଆଜର ଖେଳ ଆରମ୍ଭରୁ ମାର୍ନସ ଲାବୁସାନ ଉମେଶ ଯାଦବଙ୍କ ବଲରେ ଆଉଟ ହୋଇଥିଲେ। […]
ବିଶ୍ବ ଟେଷ୍ଟ ଚାମ୍ପିଅନସିପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial