ଆନ୍ଧ୍ର ସ୍ଵାସ୍ଥ୍ୟକର୍ମୀଙ୍କୁ ଘଉଡ଼ାଇଲେ ପଟ୍ଟାଙ୍ଗି ବ୍ଲକ୍ ଅଧ୍ୟକ୍ଷା

ଆନ୍ଧ୍ର ସ୍ଵାସ୍ଥ୍ୟକର୍ମୀଙ୍କୁ ଘଉଡ଼ାଇଲେ ପଟ୍ଟାଙ୍ଗି ବ୍ଲକ୍ ଅଧ୍ୟକ୍ଷା

କୋରାପୁଟ: ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ବିଗତ ଦିନମାନଙ୍କରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର କୋଟିଆ ସମେତ ଅନ୍ୟ ବ୍ଲକର ବିଭିନ୍ନ ଗ୍ରାମ ହାତେଇବା ନିମନ୍ତେ ତାହାର ଲଲୁପ ଦୃଷ୍ଟି ଛାଡ଼ି ପାରୁନଥିବା ଦେଖିବାକୁ ମିଳିଛି। ପଟ୍ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଗାଲିଗାବଡ଼ର ଗ୍ରାମଟି ଓଡ଼ିଶା ଆନ୍ଧ୍ର ମଧ୍ୟରେ ବିବାଦ ନାହିଁ। କିନ୍ତୁ ଆଜି ଆନ୍ଧ୍ର ତାହାର ସ୍ଵାସ୍ଥ୍ୟ କର୍ମୀ ଙ୍କୁ ଅନୁପ୍ରବେଶ କରାଇ ସ୍ଥାନୀୟବାସୀଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଉଥିଲା। ଏଥିନେଇ ପଟ୍ଟାଙ୍ଗି ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପାଙ୍ଗି ସୂଚନା ପାଈ ସେଠାରେ ପହଞ୍ଚି ଥିଲେ। ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଉ ଥିବା ଆନ୍ଧ୍ରର ସ୍ଵାସ୍ଥ୍ୟ କର୍ମି ଙ୍କୁ ତାଗିତ କରିଥିଲେ। ଏହାପରେ ସେଠାରୁ ଆନ୍ଧ୍ର କର୍ମଚାରୀମାନେ ଉଠି ଫେରିଯାଇଥିବା ଦେଖିବାକୁ ମିଳିଛି।

Share Now:

Kalinga News Beuro

Next Post

ଗାଜାରେ ହମାସ୍‌ର ମୂଳପୋଛ ପାଇଁ ଇସ୍ରାଏଲ୍ ନେଲା କଡ଼ା ପଦକ୍ଷେପ

Sat Oct 14 , 2023
ଭୟରେ ଘର ଛାଡ଼ୁଛନ୍ତି ଲକ୍ଷ ଲକ୍ଷ ଲୋକ ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ଶନିବାର ୮ଦିନ ପୁରିଛି। ବର୍ତ୍ତମାନ ଏହି ଯୁଦ୍ଧ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ହମାସର ଆକ୍ରମଣ ପରେ ‌ଏବେ ପ୍ରତିଶୋଧ ନେବା ଆରମ୍ଭ କରିଛି ଇସ୍ରାଏଲ୍। ଗାଜାରେ ଇସ୍ରାଏଲ୍ ସୈନ୍ୟବାହିନୀ ପ୍ରବେଶ କରି ଗାଜାକୁ ଚାରିପଟୁ ଘେରିବା ଆରମ୍ଭ କରିଛି। ଏୟାର ଷ୍ଟ୍ରାଇକ୍ ସହିତ ଇସ୍ରାଏଲ୍ ସେନା ବର୍ତ୍ତମାନ ଗାଜାରେ […]
ଗାଜାରେ ହମାସ୍‌ର ମୂଳପୋଛ-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial