ଅଳତୀ ପଞ୍ଚାୟତରେ ଧୁମ୍ ଧାମରେ ପାଳନ ହେଲା ରାମନବମୀ

ଜେନାପଦା : ଜେନାପଦା ଶାସନରେ ଧୁମ୍ ଧାମରେ ରାମନବମୀ ମହୋତ୍ସବ ପାଳିତ ହୋଇଯାଇଛି। ପଣ୍ଡିତ ଉପେନ୍ଦ୍ର କୁମାର ତ୍ରିପାଠୀ ବ୍ରହ୍ମା ରୂପେ ପୂଜା ମନ୍ତ୍ରପାଠ ସହ ପୂଜା କରୁଥିବା ବେଳେ ପଣ୍ଡିତ ଉତ୍ତମ କୁମାର ତ୍ରିପାଠୀ, ପଣ୍ଡିତ ରଘୁନାଥ ଦାଶ, ପଣ୍ଡିତ କୁଳମଣି ମିଶ୍ର, ପଣ୍ଡିତ ଗିରିଶ ଚନ୍ଦ୍ର ତ୍ରିପାଠୀ ସମୁହ ପୂଜା ରେ ସାମିଲ ହୋଇଛନ୍ତି, ଗ୍ରାମର କିଛି ଯୁବକ କଳସ ଶୋଭା ଯାତ୍ରାରେ ସାମିଲ ହୋଇ ଗ୍ରାମ ପୁଷ୍କରିଣୀ ରୁ ଜଳ ଉଠାଇଛନ୍ତି ,ମୂଖ୍ୟ କର୍ତ୍ତାଭାବେ ସଞ୍ଜୟ କୁମାର ତ୍ରିପାଠୀ,ସ୍ଵ-ଧର୍ମପତ୍ନୀ ରଞୁଲତା ତ୍ରୀପାଠୀ, ସତ୍ୟବ୍ରତ ତ୍ରିପାଠୀ ସ୍ଵ-ଧର୍ମପତ୍ନୀ ଅଙ୍କିତା ତ୍ରିପାଠୀ ପୂଜାରେ ସାମିଲ ହୋଇଛନ୍ତି ,ଗ୍ରାମର ଜ୍ଞାନଞ୍ଜୟ ଦ୍ୱିବେଦୀ, ବିଶ୍ୱରଞ୍ଜନ ତ୍ରିପାଠୀ , ଶୁଭ୍ରାଂଶୁ ତ୍ରିପାଠୀ, ସାର୍ଥକ ଶେଖର ପଣ୍ଡା , ବିଶ୍ଵଜିତ ତ୍ରିପାଠୀ, ଶୁଭ୍ରାନ୍ତ ତ୍ରିପାଠୀ, ଦୁଷ୍ମନ୍ତ ତ୍ରିପାଠୀ ପ୍ରମୁଖ କଳସ ବୁଡାଇଛନ୍ତି। ପବିତ୍ର ପୂଜାକୁ ଗ୍ରାମର ସମସ୍ତେ ସହଯୋଗ କରୁଛନ୍ତି।

Share Now:

Kalinga News Beuro

Next Post

ତିନି ମୁଣ୍ଡିଆରେ ପୁଣି ଅଟକିଲା ରୁକୁଣା ରଥ : ରାମ ନବମୀରେ ହେଲାନି ଭେଟ ଆଳତି

Thu Apr 18 , 2024
ସେବାୟତମୟ ରଥ ପାଇଁ ପ୍ରଭୁଙ୍କୁ ଦେଖିପାରିଲେନି ଭକ୍ତ ଭୁବନେଶ୍ୱର: ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇବା ପାଇଁ ପ୍ରଭୁ ରାମଚନ୍ଦ୍ର ଏକାମ୍ରବନ ଆସିଥିଲେ। ଏଠାରେ ଶିବଲିଙ୍ଗ ପ୍ରତିଷ୍ଠା କରି ଶ୍ରୀ ଲିଙ୍ଗରାଜଙ୍କୁ ଆରାଧନା କରିଥିଲେ। ଲିଙ୍ଗରାଜ ରାମଚନ୍ଦ୍ରଙ୍କ ପୂଜାରେ ପ୍ରସନ୍ନ ହୋଇ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପ୍ରଦାନ କରିବା ସହ ପ୍ରତିବର୍ଷ ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥି‌ ପୁନଃବସୁ ନକ୍ଷତ୍ରରେ ରଥରେ ବସି ରାମେଶ୍ୱର ତୀର୍ଥ ଆସିବାକୁ କଥା ଦେଇଥିଲେ। ଉକ୍ତ […]
ତିନି ମୁଣ୍ଡିଆରେ ପୁଣି ଅଟକିଲା ରୁକୁଣା ରଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial