ରାଜ୍ୟର ଭୋଟରଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ମତଦାନ ଜାରି ରହିଛି। ଏପରିସ୍ଥଳେ ରାଜ୍ୟର ଭୋଟରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି। ସେ ନିଜ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଗଣତନ୍ତ୍ରରେ ମତଦାନ ଆପଣଙ୍କ ଅଧିକାର। ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ। ଆସନ୍ତୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା। ବିପୁଳ ସଂଖ୍ୟାରେ ମତଦାନ କରି ବିକାଶରେ ସହଭାଗୀ ସାଜିବା।

Share Now:

Kalinga News Beuro

Next Post

ଲୁହା ପାଇପ୍‌ ଲୁଟେରା ଗ୍ୟାଙ୍ଗ୍‌ରେ ଟୁଙ୍ଗୁରୁ ଭୋଳ : ବନ୍ଧାହେଲେ ୩ ମୁଖିଆଙ୍କ ସମେତ ୧୧ଜଣ

Sat Jun 1 , 2024
ପ୍ରେମିକପ୍ରବର ଟୁଙ୍ଗୁରୁ ସାଜିଥିଲା ପାଇପ୍‌ କଟା ଠିକାଦାର ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ କୋଟିଏ ଟଙ୍କାର ଲୁହା ପାଇପ୍‌(ଜଳ ଯୋଗାଣ ପାଇଁ ବ୍ୟବହାର ହେଉଥିବା ବଡ଼ ପାଇପ୍‌) ଚୋରି କରିଥିବା ଏକ ଅନ୍ତଃରାଜ୍ୟ ରାକେଟ୍‌ର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଥାନା ପୁଲିସ ଏହି ରାକେଟର ୩ ମୁଖିଆଙ୍କ ସମେତ ୧୧ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି। ଗ୍ୟାଙ୍ଗ୍‌ର ୩ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial