ମନ୍ତ୍ରୀ ପରିଷଦ ବୈଠକ ଆଜି: କୋଭିଡ୍‌ ସ୍ଥିତିକୁ ଦେଖି ଆସିପାରେ ବଡ଼ ନିଷ୍ପତ୍ତି!

ମନ୍ତ୍ରୀ ପରିଷଦ ବୈଠକ

ଭିଡିଓ କନଫରେନ୍‌ସିଂ ଜରିଆରେ ହେବ ବୈଠକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ। ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମନ୍ତ୍ରୀ ପରିଷଦରେ କିଛି ବଡ଼ ଧରଣର ନିଷ୍ପତ୍ତି ହେବାର ସୂଚନା ମିଳିଛି। ନବୀନ ନିବାସରୁ ଭିଡିଓ କନଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ। ସେହିପରି ଭୁବନେଶ୍ବରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲାରେ ଥିବା ଅନ୍ୟମନ୍ତ୍ରୀମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଭିଡିଓ କନ୍‌ପରେନ୍‌ସିଂ ପ୍ରକୋଷ୍ଠରୁ ସାମିଲ ହେବେ।

Share Now:

Kalinga News Beuro

Next Post

ରାଜୀବ ଗାନ୍ଧୀ ହତ୍ୟାକାରୀ ନଳିନୀ ଶ୍ରୀହରନଙ୍କ ଆତ୍ମହତ୍ୟା ଉଦ୍ୟମ

Wed Jul 22 , 2020
ଭେଲ୍ଲୋର : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ ଜେଲ୍‌ଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍‌ ଗତକାଲି ଭେଲ୍ଲୋର ସ୍ବତନ୍ତ୍ର କାରାଗାରରେ ଆତ୍ମହତ୍ୟା ଉଦ୍ୟମ କରିଛି। ନଳିନୀର ଆଇନଜୀବୀ ପି ପୁଗାଲେନ୍ଥି ଏହି ସୂଚନା ଦେଇଛନ୍ତି। କିନ୍ତୁ ଉଭୟ ପୁଲିସ ଏବଂ ଜେଲ୍‌ ବିଭାଗ ଅଧିକାରୀମାନେ ପୁଗାଲେନ୍ଥିଙ୍କ ଏହି ବୟାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନଳିନୀ କେବଳ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା ବୋଲି ସେମାନେ କହିଛନ୍ତି। ନଳିନୀର ସ୍ବାସ୍ଥ୍ୟାବସ୍ଥା […]
ରାଜୀବ ଗାନ୍ଧୀ ହତ୍ୟା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial