୨୪ ଘଣ୍ଟାରେ ୩୯୩ ପଜିଟିଭ ଚିହ୍ନଟ

୨୪ ଘଣ୍ଟାରେ ୩୯୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୯୩ କରେ।ନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୨୨୯ ଜଣ ଚିହ୍ନଟ ହୋଇଥିବାବେଳେ ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏନେଇ ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ସୂଚନା ଦେଇଛି। ଅନୁଗୁଳ ୧୫, ବାଲେଶ୍ୱର ୧୧, ବରଗଡ ୯ ,ଭଦ୍ରକ ୯, ବଲାଙ୍ଗୀର ୨୩, କଟକ ୨୫, ଦେଓଗଡ ୧୭, ଢେଙ୍କାନାଳ ୬, ଗଜପତି ୧, ଗଂଜାମ ୩, ଜଗତସିଂହପୁର ୧୧ , ଯାଜପୁର ୬, ଝାରସୁଗୁଡା ୧୨, କଳାହାଣ୍ଡି ୨୭, କେନ୍ଦ୍ରାପଡା ୧୨, କେନ୍ଦୁଝର ୮, ଖୋର୍ଦ୍ଧା ୪୯, କେ।ରାପୁଟ ୭, ମାଲକାନଗିରି ୪, ମୟୂରଭଞ୍ଜ ୩୨, ନବରଙ୍ଗପୁର ୧, ନୟାଗଡ ୪, ନୂଆପଡା ୧୨, ପୁରୀ ୧୮, ରାୟଗଡା ୨,ସମ୍ବଲପୁର ୧୧, ସୁନ୍ଦରଗଡ ୪୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

ରେକର୍ଡ ଛୁଇଁଲା ପେଟ୍ରୋଲ, ଡିଜେଲ୍ ଦର

Mon Dec 7 , 2020
ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶରେ କିଛିଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ୨୦୧୮ ସେପ୍ଟେମ୍ବର ଠାରୁ ଅର୍ଥାତ ଗତ ପ୍ରାୟ ୨ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ‌ସର୍ବୋଚ୍ଚ ସ୍ତର ଛୁଇଁଛି। ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ଟପି ଯାଇଥିବା ବେଳେ ଡିଜେଲ ଦର ୮୦ ଟଙ୍କା ଟପିଯାଇଛି। ଭୁବନେଶ୍ବରରେ ମଧ୍ୟ ଦୀର୍ଘ ଦିନ ପରେ ପେଟ୍ରୋଲ […]
ରେକର୍ଡ ଛୁଇଁଲା ପେଟ୍ରୋଲ, ଡିଜେଲ୍ ଦର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial