କଡ଼ା‌କଡ଼ି ହେଲା ଡବଲ୍ ହେଲମେଟ୍‌: ଦ୍ୱିତୀୟ ଦିନରେ ଧରାପଡ଼ିଲେ ୭୫

କଡ଼ା‌କଡ଼ି ହେଲା ଡବଲ୍ ହେଲମେଟ୍

ଭୁବନେଶ୍ୱର: ସରକାରଙ୍କ ଘୋଷଣା ମୁତାବକ ବାଇକରେ ଡବଲ ହେଲମେଟ ଏନ୍‌ଫୋର୍ସମେଣ୍ଟକୁ ଜୋରଦାର କରିଛି କମିସନରେଟ ପୁଲିସ। ଆଜି ୧୨ଟି ଜାଗାରେ ଯାଞ୍ଚ ହୋଇଥିବା ବେଳେ ୭୫ଜଣ ବିନା ହେଲମେଟରେ ଧରା ପଡ଼ି ଜରିମାନା ଗଣିଛନ୍ତି। ସେମାନଙ୍କଠାରୁ ୭୫ ହଜାର ଟଙ୍କା ଆଦାୟ କରାଯାଇଛି। ଗତକାଲି ପ୍ରଥମ ଦିନରେ ୫୦ଜଣ ଧରା ପଡ଼ିଥିଲେ। ତେଣେ ପୂର୍ବରୁ ହୋଇଥିବା ସଚେତନତା ଫଳରେ ଆଜି ଅନେକ ସହଯାତ୍ରୀ ହେଲମେଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଆର୍‌ଟିଓ ପକ୍ଷରୁ ଜରିମାନା ଆଦାୟ କରାଯାଇ ନାହିଁ। ଆଜି ଦୁଇଟି ଟିମ କେବଳ ସଚେତନତା କରିଛି।

Share Now:

Kalinga News Beuro

Next Post

ଉତ୍ତରପ୍ରଦେଶରେ ଛାତିଥରା ଅଘଟଣ : ଶ୍ମଶାନ ଛାତ ଭୁଶୁଡ଼ି ୨୩ ମୃତ

Mon Jan 4 , 2021
୨୦ରୁ ଅଧିକ ଆହତ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଗାଜିଆବାଦ : ରବିବାର ଉତ୍ତରପ୍ରଦେଶ ମୁରାଦନଗର ଶ୍ମଶାନ ଘାଟରେ ଥିବା ଏକ ଆଶ୍ରୟସ୍ଥଳୀ ଛାତ ଭୁଶୁଡ଼ି ୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦାହ ସଂସ୍କାର ପାଇଁ ଯାଇଥିବା ଜଣେ ମୃତକଙ୍କ ବନ୍ଧୁ ପରିଜନମାନେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଏବଂ ସ୍ଥାନୀୟ ପୁଲିସ ଯୁଦ୍ଧକାଳୀନ ଭିତ୍ତିରେ […]
ଶ୍ମଶାନ ଛାତ ଭୁଶୁଡ଼ି ୨୩ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial