ବିଶ୍ବର ସବୁଠାରୁ ପୁରୁଣା ପେଣ୍ଟିଂ ଇଣ୍ଡୋନେସିଆର ଗୁମ୍ଫାରୁ ଠାବହେଲା

ବିଶ୍ବର ସବୁଠାରୁ ପୁରୁଣା ପେଣ୍ଟିଂ

ଜାକର୍ତା: ଇଣ୍ଡୋନେସିଆର ଏକ ଗୁମ୍ଫାରେ ପ୍ରତ୍ନତତ୍ତ୍ବବିତ୍‌ମାନେ ବିଶ୍ବର ସବୁଠାରୁ ପୁରୁଣା ଚିତ୍ର ଠାବ କରିଛନ୍ତି। ଇଣ୍ଡୋନେସିଆର ଏକ ଦ୍ବୀପରେ ଅବସ୍ଥିତ ଗୁମ୍ଫା ଭିତରେ ଠାବ ହୋଇଥିବା ଏହି ପେଣ୍ଟିଂ ୪୫,୫୦୦ ବର୍ଷ ତଳର ଏବଂ ତାହା ଏକ ବଣ ଘୁଷୁରିର ଚିତ୍ର ବୋଲି ପ୍ରତ୍ନତତ୍ତ୍ବବିତ୍‌ମାନେ ସ୍ପଷ୍ଟ କରିଛନ୍ତି। ‘ସାଇନ୍ସ ଏଡ୍‌ଭାନ୍ସେସ୍‌’ ପତ୍ରିକାରେ ଏ ବାବଦରେ ଏକ ଗବେଷଣା ପ୍ରବନ୍ଧ ମଧ୍ୟ ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ : ୭ ମୃତ ଓ ଶହ ଶହ ଆହତ

Fri Jan 15 , 2021
ଜାକର୍ତା: ଶୁକ୍ରବାର ପ୍ରତ୍ୟୁଷରେ ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବା କାରଣରୁ ଅନ୍ୟୂନ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଶହ ଶହ ଲୋକ ଆହତ ହୋଇଥିବା କଥା ଦେଶର ବିପର୍ଯ୍ୟୟ ପ୍ରଶମନ ଏଜେନ୍‌ସି କହିଛି। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୨। ଭୂମିକମ୍ପ ଯୋଗୁଁ ଅନେକ କୋଠାବାଡ଼ି ଭାଙ୍ଗିଯିବାରୁ ଆତଙ୍କିତ ଲୋକେ ନିରାପଦ ସ୍ଥାନକୁ ଧାଇଁ ପଳାଇଥିଲେ। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ମାଜିନି […]
ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial