ଯୁବକଙ୍କୁ ମାରଣାତ୍ମକ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ପୋଖରିପୁଟରେ ଜଣେ ଯୁବକଙ୍କୁ ଗୁରୁବାର ଅପରାହ୍ନରେ ମାରଣାତ୍ମକ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଆହତ ବ୍ୟକ୍ତିଙ୍କ ନାମ ସନ୍ୟାସୀ ସ୍ୱାଇଁ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସେ ବରମୁଣ୍ଡା ବସ ଷ୍ଟାଣ୍ଡରେ କୁଲି ଭାବେ କାମ କରନ୍ତି।

Share Now:

Kalinga News Beuro

Leave a Reply

Next Post

ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ଶିକ୍ଷକ

Thu Apr 19 , 2018
ଭୁବନେଶ୍ୱର: ଗତ କିଛି ଦିନ ହେବ ଜାରି ରହିଥିବା ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆଜି ସରକାର ଓ ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ ବୈଠକ ପରେ ଏହି ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ। ଆନ୍ଦୋଳନରୁ ହଟିବା ସହ ଯୁକ୍ତ ଦୁଇ ଖାତାଦେଖା ପ୍ରକ୍ରିୟାରେ ସାମିଲ ହେବାକୁ ସଂଘର ଆବାହକ ପବିତ୍ର ମାହାଲା ଘୋଷଣା କରିଛନ୍ତି। ବିବାଦର ସମାଧାନ ପାଇଁ ଆଜି ବସିଥିବା ବୈଠକରେ ସରକାର ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial