ଭୁବନେଶ୍ୱର: ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ଆଜି ସକାଳେ ସେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। କିନ୍ତୁ ଗଣମାଧ୍ୟମ ଆଗରେ ବୟାନ ଦେବା ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ସତର୍କତା ଅବଲମ୍ବନ ପାଳନ କରିବାକୁ ପଡ଼ିବ ବୋଲି ତାଙ୍କ ଓକିଲ ଜୟଦୀପ ପାଲ୍ କହିଛନ୍ତି। ଅର୍ଚ୍ଚନା ନାଗ ଠିକ୍ ସମୟରେ କୋର୍ଟ ଦେଉଥିବା ତାରିଖରେ ହାଜର ହେବ। ଏଥିରେ କୌଣସି ଖିଲାପ କରିପାରିବେ ନାହିଁ। ଅର୍ଚ୍ଚନା ବେଲ୍ ପାଇଛନ୍ତି। କିନ୍ତୁ […]

ଭୁବନେଶ୍ୱର : ଖୋଦ୍‌ ରାଜଧାନୀରେ ପାଖାପାଖି ଲକ୍ଷେ ଲୋକଙ୍କୁ ପାନୀୟ ଜଳରୁ ବଞ୍ଚିତ କରିଛି ୱାଟ୍‌କୋ। ଘଣ୍ଟାଏ କିମ୍ବା ଦୁଇଘଣ୍ଟା ନୁହେଁ ବରଂ ପୂରା ୪୨ ଘଣ୍ଟା। ଆଜି ଅପରାହ୍ନ ୪ଟା ବେଳେ ପାନୀୟ ଜଳ ପହଞ୍ଚିଥିଲା। ତାହା ପୁଣି ସମସ୍ତ ପ୍ରଭାବିତ ଅଞ୍ଚଳରେ ନୁହେଁ। ଅଧିକାଂଶ ଅଞ୍ଚଳରେ ଅପେକ୍ଷାକୃତ କମ୍‌ ପାଣି ଆସୁଥିବା ବେ‌ଳେ କେତେକ ଅଞ୍ଚଳରେ ପାଣି ପହଞ୍ଚି ନାହିଁ। ଏଣେ ଗତକାଲିଠାରୁ ୮୦ ହଜାରରୁ ଊର୍ଦ୍ଧ୍ବ […]

ଭୁବନେଶ୍ୱର: ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ, ଧୀରଜ ପ୍ରସାଦ ସାହୁ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ବାସଭବନରେ ଆୟକର ବିଭାଗ ୫ଦିନ ଧରି ଚଢ଼ଉ କରିଥିଲା। ଏହି ଚଢ଼ଉ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡସ୍ଥିତ ସାହୁ ଗ୍ରୁପର କମ୍ପାନିରେ ହୋଇଥିଲା। ଆୟକର ବିଭାଗର ଅଧିକାରୀମାନେ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଓଡ଼ିଶାର ବଲାଙ୍ଗୀରରେ ସୁଦାପଡ଼ା ମଦ କମ୍ପାନିର […]

ଚଣ୍ଡୀଗଡ଼: ‘ରାଷ୍ଟ୍ରୀୟ ରାଜପୁତ କରଣୀ ସେନା’ର ମୁଖ୍ୟ ଶୁକଦେବ ସିଂହ ଗୋଗା ମେଡ଼ୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଘଟଣାରେ ସମ୍ପୃକ୍ତ ଥିବା ୨ଜଣ ଗୁଳି ଚାଳନାକାରୀଙ୍କ (ସୁଟର୍‌) ସମେତ ଶନିବାର ବିଳମ୍ବିତ-ରାତ୍ରରେ ୩ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଗତ ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀ ପୁଲିସ ଓ ରାଜସ୍ଥାନ ପୁଲିସ ଚଣ୍ଡୀଗଡ଼ରେ ମିଳିତ ଅଭିଯାନ ଚଳାଇ ରୋହିତ ରାଠୋର୍‌ ଓ ନୀତିନ୍‌ ଫୌଜି ନାମରେ […]

ଭୁବନେଶ୍ୱର: ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଇ ବିଫଳ ହୋଇଥିବା ଜଣାଯାଇଛି। ଆତ୍ମହତ୍ୟା କରିବାକୁ ଯାଇଥିଲେ ମଝି ନଦୀରେ ବ୍ରିଜରେ ଫସିଗଲେ ଯୁବକ। ଦୀର୍ଘ ଘଣ୍ଟାର ଅପରେସନ୍ ପରେ ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳର ଶେଖ ଜାହାଙ୍ଗୀର ନାମକ ଜଣେ ଯୁବକ ପାରିବାରିକ କଳହ କାରଣରୁ ବାଙ୍କୀ ମହାନଦୀର ଯାତମୁଣ୍ଡିଆ ବ୍ରିଜ୍ ଉପରେ ଆତ୍ମହତ୍ୟା ଉଦ୍ୟମ ପାଇଁ […]

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପପୁନି ସ୍ୱାଇଁ। ତାଙ୍କ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି। ସେ ପିଏଚଡିରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ଗତ କିଛି ବର୍ଷ ହେଲା ପପୁନି ଓ ଶିଶୁପାଳଗଡ଼ର ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ଏପରିକି […]

କଟକ: ବହୁଚର୍ଚ୍ଚିତ ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗ ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି। ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି। ଇଡି ପକ୍ଷରୁ କରାଯାଇଥିବା ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି। ପୂର୍ବରୁ ସେ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଛନ୍ତି। ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିସାରିଥିଲା। ଏବେ ଇଡି ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଅର୍ଚ୍ଚନା ଖୁବଶୀଘ୍ର ଜେଲରୁ ମୁକୁଳିପାରନ୍ତି। ସୂଚନାଯୋଗ୍ୟ, […]

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କିଛି ମାସ ବ୍ୟବଧାନ ପରେ ପୁଣି ମାଓବାଦୀମାନେ ଖୁଲମଖୁଲା ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଚ୍ୟାଲେଞ୍ଜ କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ଗତରାତ୍ରିରେ ନୂଆପଡ଼ା ଥାନା ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଠରୁ ମାତ୍ର ୭କିମି ଦୂର ସାରାବଙ୍ଗ ଗାଁର ୪ଟି ସ୍ଥାନରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ସୂଚନାଥାଉ ଯେ ଡିସେମ୍ବର ୨ତାରିଖ ରୁ ୮ ତାରିଖ ଯାଏ ମାଓବାଦୀମାନେ […]

ଥାନେ: ଦୁଷ୍କର୍ମ କରି ଜଣେ ୧୭ ବର୍ଷୀୟ ବାଳିକାକୁ ଅନ୍ତଃସତ୍ତ୍ୱା କରିବା ଓ ତାକୁ ଜୀବନ ହାରିବା ପାଇଁ ବିବଶ କରିଥିବା ଜଣେ ୨୩ ବର୍ଷିୟ ଯୁବକଙ୍କୁ ମୁମ୍ବାଇ ଉପନଗରୀରୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି। ନଗରୀ ଗୋବନ୍ଦୀ ଅଞ୍ଚଳରୁ ଗିରଫ କରିଥିବା କଥା ନୟି ମୁମ୍ବାଇ ଅନ୍ତର୍ଗତ କୋପାର୍‌ଖୈରେନ୍‌ ଥାନାର ଜଣେ ଅଧିକାରୀ କହିଛନ୍ତି।ଅଭିଯୁକ୍ତଙ୍କ ନାଁରେ ‘ଆଇପିସି’ ଧାରା ୩୦୫, ୩୭୬ ଏବଂ ‌‘ପୋକ୍‌ସୋ’ ଆଇନ […]

ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟ ଠାବ ଘଟଣାରେ ଆଜି ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ଉଭୟଙ୍କୁ ଅପରାହ୍ନ ସୁଦ୍ଧା ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଆଗକୁ ଅନ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଗତକାଲି ରାଜଧାନୀର ସତ୍ୟନଗର ଅଞ୍ଚଳରୁ ପୁଲିସ ଏକ ସେକ୍ସ ରାକେଟ ଠାବ କରିଥିଲା । ଏହି ଘଟଣାରେ ପୁଲିସ ୪ ଯୁବତୀଙ୍କ ସହ ୨ […]

Social media & sharing icons powered by UltimatelySocial