ଭୁବନେଶ୍ୱର: ତାଳଚେରରେ ଏନଟିପିସିର ପ୍ରସ୍ତାବିତ ନୂଆ ବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇଲେଭଲ କମିଟି ଅନୁମତି ଦେବାରେ ବିଳମ୍ବକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ସେପ୍ଟେମ୍ବର ୨୨ ପୂର୍ବରୁ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ, ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିପାରିବେ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଅନୁରୋଧ […]

ପୁରୀ/ବ୍ରହ୍ମଗିରି : ଶନିବାର ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ସମୟ। ହଠାତ ଆକାଶରେ ଏକ ଶବ୍ଦ ଶୁଣି ଲୋକେ ଚମ୍‌କି ପଡିଥିଲେ। ଅନାଇବା ବେଳକୁ ଚିଲିକା ମୁହାଣରେ ଓହ୍ଲାଇଲା ଏକ ସି-ପ୍ଲେନ୍‌। ଅରଖକୁଦା ଓ ସାନପାଟଣା ଗ୍ରାମର ଅଧିକାଂଶ ଲୋକ ଏ ଦୃଶ୍ୟ ଦେଖି ବିସ୍ମିତ ହୋଇ ପଡିଥିଲେ। ସି-ପ୍ଲେନ୍‌ ପାଖାପାଖି ୧୫ ମିନିଟ ପାଣିରେ ଭାସମାନ ଅବସ୍ଥାରେ ରହି ପୁଣି ଉଡ଼ି ପଳାଇଥିଲା। ସମୁଦ୍ର ଭିତରେ ଏହି ଉଡ଼ାଜାହାଜ […]

ନୂଆଦିଲ୍ଲୀ: ମନ୍ତ୍ରୀ ହୋଇଥିବାରୁ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ବୃଦ୍ଧି ତାଙ୍କୁ ପ୍ରଭାବିତ କରୁନି ବୋଲି କହି କେନ୍ଦ୍ର ମନ୍ତ୍ରୀ ରାମ ଦାସ ଆଥାଓ୍ଵାଲେ ବିବାଦର ସୂତ୍ରପାତ କରିଛନ୍ତି। ଜୟପୁର ଗସ୍ତ କାଳରେ ଆଥାଓ୍ଵାଲେ କହିଲେ, ମୁଁ ଜଣେ ମନ୍ତ୍ରୀ ହୋଇଥିବାରୁ ଇନ୍ଧନ ଦର ବୃଦ୍ଧି ମୋତେ ବାଧୁନାହିଁ। ଯଦି ମନ୍ତ୍ରୀ ପଦ ହରାଏ ମୋତେ ବାଧିବ। ଇନ୍ଧନ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତା ହଟହଟା ହେଉଛନ୍ତି ବୋଲି ମନ୍ତ୍ରୀଙ୍କ […]

ୱିକେଟ୍ କିପର୍‌ ମୁଶ୍‌ଫିକର ରହିମ୍‌ ହେଲେ ମ୍ୟାଚ୍‌ର ହିରୋ ଦୁବାଇ: ଏସିଆ କପ୍‌ ଆରମ୍ଭରୁ ଶକ୍ତିଶାଳୀ ଶ୍ରୀଲଙ୍କାକୁ ଜବରଦସ୍ତ ଝଟକା ଦେଇଛି ଗତଥରର ରନର୍ସ ଅପ୍‌ ବାଂଲାଦେଶ। ଶ୍ରୀଲଙ୍କାକୁ ୧୩୭ ରନ୍‌ରେ ପରାସ୍ତ କରି ଏସିଆ କପ୍‌ ଅଭିଯାନ ଆରମ୍ଭ କରିଛି ଦଳ। ଗତକାଲି ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୱିକେଟ୍ କିପର୍‌ ମୁଶ୍‌ଫିକର ରହିମ୍‌ଙ୍କ ଜବରଦସ୍ତ ଶତକ ବଳରେ ଦଳ ୪୯.୩ […]

ନୂଆଦିଲ୍ଲୀ: ବିରୋଧୀ ଦଳ ପ୍ରାୟୋଜିତ ଭାରତ ବନ୍ଦ ଦିନ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ ତ୍ରିପୁରା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦେଶରେ ଇନ୍ଧନ ଦର ବୃଦ୍ଧି ବିରୋଧରେ ପ୍ରତିବାଦ ଜଣାଇବାକୁ ବନ୍ଦ ଡାକରା ଦିଆଯାଇଥିଲା। ଯେଉଁମାନେ ସେଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୦ ତାରିଖ ଦିନ ଡିୟୁଟିରେ ଯୋଗ ଦେଇ ନ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶୁକ୍ରବାର ସନ୍ଧ୍ୟାରେ ସାଧାରଣ ପ୍ରଶାସନ (ପ୍ରଶାସନିକ ସଂସ୍କାର) ସମ୍ପୃକ୍ତ ବିଭାଗକୁ […]

ନୂଆଦିଲ୍ଲୀ: ବିଜ୍ଞାନର ଶକ୍ତି ଅସୀମ। ଏହି ବିଜ୍ଞାନ ବଳରେ ସବୁ ସମ୍ଭବ। ମହାକାଶରେ ଅନେକ ଗବେଷଣା ସଫଳ ହୋଇଥିବା ବେଳେ ମଣିଷ ଏବେ ସୂର୍ଯ୍ୟଙ୍କୁ ଛୁଇଁବାକୁ ଆରମ୍ଭ କରିଛି ପ୍ରୟାସ। ସୌରମଣ୍ଡଳର ସବୁଠୁ ଶକ୍ତିଶାଳି ନକ୍ଷତ୍ର ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବା ପାଇଁ ନାସା ସଫଳ ହୋଇଛି। ସୂର୍ଯ୍ୟଙ୍କର ତାପମାତ୍ରା ମାପିବା ପାଇଁ ନାସା ପକ୍ଷରୁ ଏକ ମହାକାଶ ଯାନ ପଠାଯାଇଛି। ଗତ ଅଗଷ୍ଟ ମାସରେ ଏହି ଯାନ ମହାକାଶକୁ ପଠାଯିବା ସଫଳ […]

ନୂଆଦିଲ୍ଲୀ: ଭାରତର ନିର୍ବାଚନଗୁଡ଼ିକରେ କଳାଧନର ବ୍ୟାପକ ବ୍ୟବହାର ହେଉଛି ଏବଂ ପ୍ରଚଳିତ ଆଇନ ଏହାକୁ ରୋକିବାକୁ ଆଦୌ ପର୍ଯ୍ୟାପ୍ତ ନୁହେଁ ବୋଲି ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓପି ରାଓ୍ଵତ କହିଛନ୍ତି। ନିର୍ବାଚନ ବ୍ୟବସ୍ଥାରେ ଦେଖାଦେଇଥିବା ସମସ୍ୟାଗୁଡ଼ିକ ସଂପର୍କରେ ଆଲୋଚନା ବେଳେ ରାଓ୍ଵତ କହିଛନ୍ତି ଯେ ଗୋଟିଏ ପଟେ କଳାଧନର ବ୍ୟାପକ ବ୍ୟବହାର ଓ ଅନ୍ୟପଟେ ମିଥ୍ୟା ଖବରର ଜୁଆର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରୁଛି। ନିର୍ବାଚନରେ କଳାଧନର ବହୁଳ […]

ଶ୍ରୀନଗର: ଜମ୍ମୁ-କଶ୍ମୀରର ଖିସ୍ତିୱାର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨୭ ଜଣଙ୍କୁ ନେଇ ଯାଉଥିବା ଏକ ମିନିବସ୍‌ ଭାରସାମ୍ୟ ହରାଇ ଚେନାବ ନଦୀରେ ଖସି ପଡ଼ିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇଛି। ବସ୍‌ଟି ୨୭ ଜଣ ଯାତ୍ରୀଙ୍କୁ ନେଇ […]

ନୂଆଦିଲ୍ଲୀ: ୧୯୯୪ ମସିହାର ବହୁଚର୍ଚ୍ଚିତ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗୁପ୍ତଚର ବୃତ୍ତି ମାମଲାରେ ସୁପ୍ରିମ୍‌ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅଯଥା ସନ୍ଦେହ ଯୋଗୁଁ ନିର୍ଯାତନାର ଶିକାର ହୋଇଥିବା ଇସ୍ରୋ ବୈଜ୍ଞାନିକ ଏସ୍‌. ନମ୍ବି ନାରାୟଣନଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନାରାୟଣନଙ୍କୁ ୨୪ ବର୍ଷ ପୂର୍ବେ କେରଳ ପୁଲିସ ବିନା କୌଣସି ବଳିଷ୍ଠ ପ୍ରମାଣରେ ଗିରଫ କରିଥିଲା। ଏହି […]

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଇଚ୍ଛା ଶକ୍ତି ଆଗରେ ବୟସ ହାର୍‌ ମାନେ ବୋଲି ଆଜି ଜଣେ ୧୦୨ ବର୍ଷୀୟ ମହିଳା ପ୍ରମାଣ କରି ଦେଖାଇଛନ୍ତି। ଖାଲି ପ୍ରମାଣ କରିନାହାନ୍ତି, ନିଜର ଇଚ୍ଛାଶକ୍ତି ବଳରେ ସବୁ ପ୍ରତିବନ୍ଧକକୁ ମାତ୍‌ଦେଇ ଭାରତ ପାଇଁ ବିଶ୍ୱସ୍ତରୀୟ ଆଥ୍‌ଲେଟିକ୍ସ ବିଭାଗରରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସ୍ପେନ୍‌ରେ ଚାଲିଥିବା ବିଶ୍ୱ ମାଷ୍ଟରସ୍‌ ଆଥଲେଟିକ୍ସ ଚାମ୍ପିୟନ୍‌ଶିପ୍‌ରେ ଚଣ୍ଡିଗଡ଼ର ୧୦୨ ବର୍ଷୀୟ ମାନ […]

Social media & sharing icons powered by UltimatelySocial