ନୂଆଦିଲ୍ଲୀ: ଆସନ୍ତା କେତେ ମାସ ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ କେତେଗୁଡ଼ିଏ ସାମରିକ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବାକୁ ଯାଉଛି। ଏଥିରୁ କେତେକ ସାଟେଲାଇଟ୍‌ ସେନାବହିନୀଙ୍କ ବ୍ୟବହାରରେ ଲାଗିବ। ଏହା ଯୋଗେ ଭାରତୀୟ ସେନାବାହୀନି ଆମ ଦେଶର ସ୍ଥଳ ଓ ଜଳ ସୀମାକୁ ନିରାପଦ ରଖିବାକୁ ପଡ଼ୋଶୀ ଶତ୍ରୁ ସେନାଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବେ। ସେପ୍ଟେମ୍ବର ମାସରେ କେବଳ ଭାରତୀୟ ବାୟୁସେନା ନିମନ୍ତେ ‘ଇସ୍ରୋ ଜିସାଟ୍‌-ସେଭେନ୍‌-ଏ’ ସାଟେଲାଇଟ୍‌ ଏବଂ […]

ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ନୂଆଦିଲ୍ଲୀ: ବିମାନର ଇଞ୍ଜିନ୍‌ ଖରାପ ହେବା ଘଟଣା ଥମି ନଥିଲା ବେଳେ ମଝି ଆକାଶରେ ବିମାନର ଝରକା ଭାଙ୍ଗି ଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଏଭିଏସନ୍‌ ଏଜେନ୍ସି ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅମୃତସରରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ହଜାର ଫୁଟ ଉପରେ ଥିବା ବେଳେ ହଠାତ୍‌ ଝରକା ଭାଙ୍ଗି ଯାଇଥିଲା। ତେବେ ବିମାନରେ ଝରକା […]

ନୂଆଦିଲ୍ଲୀ: ମାଓ ଦମନ ଅଭିଯାନକୁ କଡ଼ାକଡ଼ି କରିଛି ମହାରାଷ୍ଟ୍ର ପୋଲିସ। ମହାରାଷ୍ଟ୍ରରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ମହାରାଷ୍ଟ୍ରର ଗଡ଼ଚିରୋଲୀ ଜିଲ୍ଲା ଏଟାପଲ୍ଲୀ ବୋରିଆ ଜଙ୍ଗଲରେ c-60 ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ୧୩ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଏଟାପଲ୍ଲୀ ବୋରିଆ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀ ଅତର୍କିତ ଆକ୍ରମଣ କରିଥିଲେ। ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ। ତେବେ ଘଟଣା ପରେ ସମସ୍ତ ଅଞ୍ଚଳରେ […]

ନୂଆଦିଲ୍ଲୀ: ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ପୁଅକୁ ମାରି ଦେଲା ନାବାଳକ ସ୍ୱାମୀ। ଏମିତି ଏକ ଘଟଣା ଘଟିଛି ଦିଲ୍ଲୀର ମଙ୍ଗଲପୁରୀ ଅଞ୍ଚଳରେ। ଅଭିଯୁକ୍ତକୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ସେ ତା’ର ଦୁଇ ମାସର ପୁଅକୁ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି। ତା’ ସ୍ତ୍ରୀ ବି ନାବାଳିକା। ତାଙ୍କୁ ମାତ୍ର ୧୬ ବର୍ଷ ହୋଇଛି। ଅଭିଯୁକ୍ତର ତା’ ସ୍ତ୍ରୀ ଉପରେ ସନ୍ଦେହ ଥିଲା। […]

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କ ଦୁଷ୍କର୍ମ ପାଇଁ ମୃତ୍ୟୁ ଦଣ୍ଡାଦେଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅଧ୍ୟାଦେଶ ଉପରେ ଲାଗିଛି ରାଷ୍ଟ୍ରପତିଙ୍କ ମୋହର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । ଗତକାଲି କେନ୍ଦ୍ର କ୍ୟାବିନେଟ POSCO ବା ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ସ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ ଆଇନରେ ପରିବର୍ତ୍ତନ ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁର କରିଥିଲା । ଏହା ପରେ […]

ନୂଆଦିଲ୍ଲୀ: ଆଜି ଏକ ବିବାଦୀୟ ମନ୍ତବ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର୍‌ କହିଛନ୍ତି ଯେ ଭାରତ ଭଳି ବଡ଼ ଦେଶରେ ଗୋଟିଏ ବା ଦୁଇଟି ଦୁଷ୍କର୍ମ ମାମଲାକୁ ପ୍ରଘଟ କରିବା ଅନୁଚିତ। ସେ କହିଛନ୍ତି: ଏ ଭଳି ଘଟଣା ଦୁଃଖଦାୟକ। ସେ ଯାହାହେଉ, ବେଳେ ବେଳେ ସେ ସବୁକୁ ରୋକି ହୁଏ ନାହିଁ। ସରକାର ସବୁଆଡ଼େ ଜାଗ୍ରତ, ତଦନ୍ତ ଚାଲିଛି। ଭାରତ ଭଳି ଏ ବଡ଼ ରାଷ୍ଟ୍ରରେ ଗୋଟିଏ ବା […]

କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧସଭା ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ତରଫରୁ ଏପ୍ରିଲ ୨୧ ତାରିଖ, ଶନିବାର ସଂଧ୍ୟା ୬ଟାରେ କଟକର ସାରଳା ଭବନରେ ଅନୁଷ୍ଠିତ ହେବ। ଏହି ସଭାରେ ପ୍ରଖ୍ୟାତ କବି ପଦ୍ମବିଭୂଷଣ ରମାକାନ୍ତ ରଥ ମୁଖ୍ୟ ଅତିଥି, ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ସମ୍ମାନନୀୟ ଅତିଥି ଏବଂ ‘ବିଜିନେସ୍‌ ଓ୍ଵାର୍ଲଡ୍‌’ର […]

ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ଓ ବିଚାର ୬ ମାସ ମଧ୍ୟରେ ଶେଷ ହେବା ନୂଆଦିଲ୍ଲୀ: କଠୁଆ ନାବାଳିକା ଗଣଦୁଷ୍କର୍ମ ମାମଲା ଏବେ ଦେଶବ୍ୟାପି ତୀବ୍ର ଉତ୍ତେଜନା ଓ ପ୍ରତିକ୍ରିୟା ସୃଷ୍ଟି କରିବା ପରେ କେନ୍ଦ୍ର ସରକାର, ପ୍ରୋଟେକ୍‌ସନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍‌ସେସ୍‌/ ପିଓସିଏସ୍‌ଓ (ପକ୍‌ସୋ) ଆଇନ୍‌ରେ ପରିବର୍ତ୍ତନ ଆଣି ଦୁଷ୍କର୍ମକାରୀମାନଙ୍କ ପାଇଁ ମୁତ୍ୟୁଦଣ୍ଡର ବ୍ୟବସ୍ଥା ପ୍ରଣୟନ କରିବାକୁ ଚିନ୍ତା କରୁଛନ୍ତି ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ […]

ଭୁବନେଶ୍ୱର: ଭାରତ ଇତିହାସରେ ପୁଣି ଏକ କଳଙ୍କିତ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ନ୍ୟାୟପାଳିକାରେ ଚାଲିଥିବା ଅସନ୍ତୋଷ ପୂର୍ବରୁ ଫୁଟି ବାହାରିଥିବା ବେଳେ ଏଥର ମୁଖ୍ୟ ନ୍ୟାୟାଧୀଶଙ୍କର ବିରୋଧରେ ମିଳିତ ଭାବେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ସମେତ କିଛି ବିରୋଧୀ ଦଳ। ଶୁକ୍ରବାର ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ମହାଭିଯୋଗ ସମ୍ପର୍କିତ ନୋଟିସ୍‌ ଦେଇଛି କଂଗ୍ରେସ। ରାଜ୍ୟସଭା ପରିସରରେ ଥିବା କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ […]

ନୂଆଦିଲ୍ଲୀ: ୪ଦିନିଆ ବିଦେଶ ଗସ୍ତରେ ଥିବା ମୋଦି ଲଣ୍ଡନରୁ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ୱେଷ୍ଟମିନିଷ୍ଟର ସେଣ୍ଟ୍ରାଲ ହଲରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କଲା ବେଳେ ବଖାଣିଛନ୍ତି ସର୍ଜିକାଲ ଷ୍ଟ୍ରାଇକର ପୂରା କାହାଣୀ। ସେ କହିଛନ୍ତି,“ଯେତେବେଳେ ଭାରତର ସେନା ସର୍ଜିକାଲ ଷ୍ଟ୍ରାଇକ୍ କଲେ, ସେତେବେଳେ ଭାରତୀୟ ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ସେ ପ୍ରଥମେ ପାକିସ୍ତାନକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଯଦି ସମୟ ଅଛି ତେବେ ଶବ ଉଠାଅ ବୋଲି […]

Social media & sharing icons powered by UltimatelySocial