ଭୁବନେଶ୍ୱର : ଟ୍ରେନରେ ଲାଗିପାରେ ଇଣ୍ଟରନେଟ ଏବଂ ସିସିଟିଭି କ୍ୟାମେରା। ଏହି ବ୍ୟବସ୍ଥା ଆଗାମୀ ଦିନରେ ଲାଗୁ ପାଇଁ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥା ପ୍ରଥମେ ସବୁ ରେଲ ଷ୍ଟେସନ ଏବଂ ପରେ ସବୁ ଟ୍ରେନ ଭିତରେ ଯୋଗାଇ ଦେବାପାଇଁ ଉଦ୍ୟମ ହେଉଥିବା ଗୋଏଲ କହିଛନ୍ତି। ସିସିଟିଭିର ଦୃ୍ଶ୍ୟ ସିଧାସଲଖ ଡ୍ରାଇଭର କିମ୍ବା ଅନ୍ୟ କୈଣସି ଅଧିକାରୀ ଦେଖିପାରିବେ ବୋଲି ସେ କହିଛନ୍ତି। ଯାତ୍ରୀ […]

ନୂଆଦିଲ୍ଲୀ: କଂଗ୍ରେସରେ ରାହୁଲ ଯୁଗ ଆରମ୍ଭ ହୋଇଛି। ଦେଶର ସର୍ବ ପୁରାତନ ଦଳ ଜାତୀୟ କଂଗ୍ରେସରେ ଆଜି ବିଧିବଦ୍ଧ ଭାବେ ମଙ୍ଗ ଧରିଛନ୍ତି ସୋନିଆ ଗାନ୍ଧିଙ୍କ ପୁଅ ରାହୁଲ ଗାନ୍ଧି। ନୂଆଦିଲ୍ଲୀ ସ୍ଥିତ ୨୪-ଆକବର ରୋଡ୍‌ରେ ଥିବା ଦଳ ମୁଖ୍ୟାଳୟରେ ଏଥିପାଇଁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ମାଆ ସୋନିଆ ତାଙ୍କୁ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାହୁଲଙ୍କ ସମେତ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧନମନ୍ତ୍ରୀ […]

ଅହମ୍ମଦାବାଦ୍‌: ନିର୍ବାଚନ କମିଶନ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ରବିବାର ୬ ମତଦାନ କେନ୍ଦ୍ରରେ ସାନି ନିର୍ବାଚନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି କେନ୍ଦ୍ରଗୁଡିକରେ ୨ୟ ଚରଣରେ ମତଦାନ ହୋଇଥିବା ବେଳେ ଶୁକ୍ରବାର ରାତିରେ ନିର୍ବାଚନ ଆୟୋଗ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏଠାରେ ହୋଇଥିବା ଭୋଟ ଗ୍ରହଣକୁ ଅସିଦ୍ଧ ଘୋଷଣା କରିଥିଲେ ଓ ସାନି ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ। ଉପରୋକ୍ତ କେନ୍ଦ୍ରଗୁଡିକରେ ନିର୍ବାଚନ ପୂର୍ବରୁ ଅଭ୍ୟାସ୍‌ ଭୋଟ୍‌ପରେ […]

ଅହମଦାବାଦ : ଆଜି ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ୮୯ ଆସନରେ ଭୋଟ୍‌ ଗ୍ରହଣ ହେବ। ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ ଅଂଚଳରେ ହେବାକୁ ଥିବା ଏହି ନିର୍ବାଚନରେ ମୋଟ ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨.୧୨ କୋଟି ଭୋଟର୍‌। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ କମିସନ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ସରଗରମ ହୋଇଛି । […]

ନୂଆଦିଲ୍ଲୀ : ନୂଆଦିଲ୍ଲୀ ନାରୀ ନିର୍ଯାତନାର ରାଜଧାନୀ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ଦିଲ୍ଲୀ ଉପକଣ୍ଠ ନରେଲାରେ ଚୋରା ମଦ କାରବାର ର‍୍ୟାକେଟ୍‌କୁ ଧରାଇ ଦେବାରେ ସହଯୋଗ କରିଥିବା ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିବା ଘଟଣା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ସୂଚନାନୁଯାୟୀ, ଦିଲ୍ଲୀ ମହିଳା କମିସନ୍‌ ପକ୍ଷରୁ ରାତିରେ ନରେଲା ଅଞ୍ଚଳରେ କୌଣସି ଏକ ସ୍ଥାନରେ ଯାଞ୍ଚ ଚାଲିଥିବା ସମୟରେ ପୀଡ଼ିତା […]

ଗୌହାଟି: ଅରୁଣାଚଳ ପ୍ରଦେଶରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଜୀବନ ରେଖା ଭାବେ ବିବେଚିତ ହେଉଥିବା ସିୟାଙ୍ଗ୍‌ ନଦୀ ଏବେ ଅଚାନକ କଳା ପଡ଼ିଯାଇଛି। ଏହି ନଦୀ ଜଳ ଭୟଙ୍କର ପ୍ରଦୂଷିତ ହୋଇଯାଇଥିବାରୁ ବର୍ତ୍ତମାନର ସ୍ଥିତିରେ ଏହା ଆଉ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ ବୋଲି ପ୍ରଶାସନ କହିଛି । ସିୟାଙ୍ଗ ନଦୀର ଏଭଳି ସ୍ଥିତି ପାଇଁ ଭାରତ ଚୀନ୍‌କୁ ଦାୟୀ କରିଛି। ପୂର୍ବ ସିୟାଙ୍ଗ୍‌ ଜିଲ୍ଲା ପ୍ରଶାସନ ଏହି […]

Social media & sharing icons powered by UltimatelySocial