ଆଜି ଶୀତଳଷଷ୍ଠୀରେ ଫେରିବେ ଦେବଦମ୍ପତି ପୁରୁଣା ଭୁବନେଶ୍ୱର: କରୋନା କଟକଣା କୋଳାହଳ ଓ ଜନ ସମାବେଶକୁ କମାଇ ଦେଇଥିଲା। କିନ୍ତୁ ବିବାହ ବିଧି‌ରେ ଟିକିଏ ବି ଊଣା ହୋଇନଥିଲା। ବରଯାତ୍ରୀ ପଟୁଆର ନେଇ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଶ୍ବଶୁର ଘର କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ ଓ ସେଠାରେ ଯଥାରୀତି ମା’ ପାର୍ବତୀଙ୍କ ସହ ତାଙ୍କ ଶୁଭପରିଣୟ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ପାଣିଗ୍ରହଣ ଉତ୍ସବ ପରେ ଜ୍ବାଇଁ ଓ ବରଯାତ୍ରୀଙ୍କୁ ପାରମ୍ପରିକ […]

ଭୁବନେଶ୍ବର: ଏଇ ବର୍ଷ ତ’ କରୋନା ଯୋଗୁଁ ରଜ ମଉଜ ହୋଇପାରିଲାନି। ସାହି ଗଳିରେ ବନସ୍ତେ ଡାକିଲା ଗଜ… ଗୀତ ବାଜିଲାନି। ସିନେମା ନାହିଁ କି ବୁଲା ବୁଲି ନାହିଁ। ହଉ ହେଲା… ଆର ବରଷକୁ ଦୁଇ ବର୍ଷର ରଜ ଏକାଥରେ ପାଳିଦେବୁ। ଗତବର୍ଷ ଏଭଳି କିଛି ଆଶା ବାନ୍ଧିଥିବା କୁମାରୀମାନଙ୍କ ମ‌ନ ପୁଣି ଭାଙ୍ଗି ଦେଇଛି କରୋନା। ଗତ ବର୍ଷ ତ’ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ମନ […]

ପୁରୀ: ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ କେବଳ ପୁରୀରେ ହେବ ରଥଯାତ୍ରା। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ତେବେ ରଥଯାତ୍ରାରେ କେଉଁମାନେ ସାମିଲ ହୋଇପାରିବେ ଏନେଇ ସବିଶେଷ ସୂଚନା ଏସଆରସି ପକ୍ଷରୁ ଦିଆଯାଇଛି। ରଥଯାତ୍ରାରେ କୌଣସି ଭକ୍ତ ସାମିଲ ହୋଇପାରିବେ […]

କଟକ: ଦିନକ ପରେ ସାବିତ୍ରୀ, ତା’ ପଛକୁ ରଜ। ରଜ ସାବିତ୍ରୀରେ ଝିଅ, ବୋହୂ ନୂଆ ପୋଷାକ ଓ ଲୁଗା ପିନ୍ଧିବାର ପରମ୍ପରା କାହିଁ କେଉଁ କାଳର। କିନ୍ତୁ ଏଥର କରୋନା ମହାମାରୀ ଜନିତ ପରିସ୍ଥିତିରେ ଚାରି ଆଡେ ଲକଡାଉନ। ଶାଢୀ, ପୋଷାକ ଦୋକନାରେ ତାଲା। କିନ୍ତୁ ଦୋକାନ ତାଲା ପଡିଥିଲେ ବି ବାସ୍ତବରେ ପ୍ରାୟ ଅଧିକାଂଶ ମହିଳା ସାବିତ୍ରୀ ପୂଜା ପାଇଁ କାମଚଳା ଢଙ୍ଗରେ ନୂଆ ଶାଢୀ କିଣିଛନ୍ତି। […]

ଭୁବନେଶ୍ୱର: ମଣିଷ ଜନ୍ମରୁ ମୃତ୍ୟୁ ହେଉଛି ଜୀବନ। ବୈଦିକ ବିଚାର ଅନୁଯାୟୀ ଜୀବନର ଲକ୍ଷ ହେଲା ମୋକ୍ଷପ୍ରାପ୍ତି। ସେଥିପାଇଁ କର୍ମ, ଅଷ୍ଟାଙ୍ଗଯୋଗ ସାଧନା, ପରୋପକାର, ସତକର୍ମ, ପୁଣ୍ୟକର୍ମ ଆଦିଦ୍ୱାରା ମୋକ୍ଷପ୍ରାପ୍ତି ସମ୍ଭବ ବୋଲି ସ୍ୱାମୀ ସୁଧାନନ୍ଦ ସରସ୍ବତୀ ଥିଙ୍କରସ କ୍ଲବ ପକ୍ଷରୁ ଅନୁଷ୍ଠିତ ୩ୟ ୱେବିନାର ମାଧ୍ୟମରେ କହିଛନ୍ତି। ଗତକାଲି ରାତ୍ର ଘ.୮:୩୦ ରୁ ଘ.୧୨:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ୱେବିନାରରେ ବିଶ୍ୱର ବିଭିନ୍ନ ଓଡ଼ିଆ ସଂଗଠନର ପ୍ରତିନିଧିମାନେ ବିଭିନ୍ନ ପ୍ରଶ୍ନ […]

ସିଂହଦ୍ବାରଠାରୁ ନରେନ୍ଦ୍ର ପୁଷ୍କରିଣୀ ନିଷିଦ୍ଧାଞ୍ଚଳ ପୁରୀ : ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଆରମ୍ଭ ହେଉଛି। ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ନନ୍ଦା-ଭଦ୍ରାରେ ଚାପ ଖେଳିବେ। ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି। କିନ୍ତୁ ଚଳିତ ବର୍ଷ […]

ସାଢ଼େ ୩ଟାରେ ଚନ୍ଦନ ପାଇଁ ବାହାରିବେ ମହାପ୍ରଭୁ, ୪ଟାରେ ରଥ ଆଜ୍ଞାମାଳ ବିଜେ ପୁରୀ : ଆଉ ଦିନକ ପରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା। ଏଥିପାଇଁ ଅକ୍ଷୟ ତୃତୀୟା ସହ ଚନ୍ଦନଯାତ୍ରା ନୀତି ଚୂଡ଼ାନ୍ତ ହୋଇଛି। ଅପରାହ୍ନ ସାଢ଼େ ୩ଟାରେ ଚନ୍ଦନ ଠାକୁର ମଣି ବିମାନରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ର କରିବେ। ଅପରାହ୍ନ ୪ଟାରେ ରଥ ଆଜ୍ଞାମାଳ ଶ୍ରୀମନ୍ଦିର କାର୍ଯ୍ୟାଳୟ […]

ସୌନ୍ଦର୍ଯ୍ୟୀକରଣ ବି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନର ସେଇ ଗୋଲେଇ ଛକ, ଆଉ ସେ ଭିତରେ ଥିବା କୋଣାର୍କ ଘୋଡ଼ା, ଅନେକଙ୍କ ପାଇଁ ଏହା ଭୁବନେଶ୍ବରର ପ୍ରତୀକ ଚିହ୍ନ ଏବଂ ରାଜଧାନୀର ଏକ ପରିଚୟ। କୋଣାର୍କ ସୂର୍ଯ୍ୟମନ୍ଦିରରେ ଥିବା ଘୋଡ଼ାର ଏହି ଅବିକଳ ପ୍ରତିରୂପ ପ୍ରସ୍ତୁତ କରି ପ୍ରଖ୍ୟାତ ଭାସ୍କର୍ଯ୍ୟଶିଳ୍ପୀ ପଦ୍ମବିଭୂ‌ଷଣ ସ୍ବର୍ଗତ ରଘୁନାଥ ମହାପାତ୍ର ରାଜଧାନୀକୁ ଏହା ତାଙ୍କର ଶ୍ରେଷ୍ଠ ଉପହାର ବୋଲି କହିଥିଲେ। ହେଲେ ଆଜି […]

ପୁରୁଣା ଭୁବନେଶ୍ୱର : ଆସନ୍ତା ୧୪ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ସେହି ଦିନଠାରୁ ଆରମ୍ଭ ହେବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ଏଥିପାଇଁ ବିଏମ୍‌ସି ଅନୁମତି ପ୍ରଦାନ କରିଛି। ଏନେଇ ଆଜି ମନ୍ଦିର ପ୍ରଶାସନକୁ ଚିଠି କରିଛନ୍ତି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ। ବିଏମ୍‌ସି ଅନୁମତି ଅନୁଯାୟୀ, ଚନ୍ଦନ ଯାତ୍ରା ଦେଖିବାକୁ ବିନ୍ଦୁସାଗର କୂଳକୁ କୌଣସି ଭକ୍ତ ଯାଇପାରିବେ ନାହିଁ। ମାତ୍ର ୧୫ଜଣ ସେବାୟତ ଏହି ଯାତ୍ରାରେ ରହିବେ। ଏଥିପାଇଁ […]

ପୁରୀ : କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ମେ ୧୯ ପର୍ଯ୍ୟନ୍ତ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବାବେଳେ ଚଳିତବର୍ଷ ବିନା ଭକ୍ତରେ ଚନ୍ଦନଯାତ୍ରା ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ସେହି ଅନୁସାରେ ପ୍ରସ୍ତୁତି ପର୍ବ ବି ଆରମ୍ଭ କରିଦେଇଛି ଶ୍ରୀମନ୍ଦିର ପ୍ରଶାସନ। କେତେ ସେବାୟତ ରହିବେ, କେଉଁଠି କେଉଁମାନେ ନୀତିକାନ୍ତି କରିବେ, ତାର ତାଲିକା ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ସେବାୟତଙ୍କ ସହ ବୈଠକ ଡାକି ଜିଲ୍ଲାପାଳ […]

Social media & sharing icons powered by UltimatelySocial