ଭୁବନେଶ୍ୱର : କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ରାଜଧାନୀର ବିଭିନ୍ନ ଆହାର କେନ୍ଦ୍ରଗୁଡ଼ିକ ସୋମବାର ଠାରୁ ଖୋଲିବ। ଏବେ ୪ଟି ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଚାଲୁଥିବାବେଳେ ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା ବାକି ୭ଟି ଆହାର କେନ୍ଦ୍ର ଖୋଲିବ। ସୋମବାର ଠାରୁ ବରମୁଣ୍ଡା ବସଷ୍ଟାଣ୍ଡ, ନୂଆପଲ୍ଲୀ, ୟୁନିଟ-୨, ମାଳିସାହି, କଳ୍ପନା ଛକ, ମଞ୍ଚେଶ୍ବର, ମାଷ୍ଟରକ୍ୟାଣ୍ଟିନରେ ଥିବା ୭ଟି ଯାକ ଆହାର କେନ୍ଦ୍ର ଖୋଲିବ। […]

୨୦୨୫ ସୁଦ୍ଧା ୧୨୦୦ ବସ‌ ଚାଲିବାନେଇ ଅନିଶ୍ଚିତତା ଭୁବନେଶ୍ୱର : ନଭେମ୍ବର ୬, ୨୦୧୮ରେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ‘ମୋ ବସ‌’ ସେବା। ପୂର୍ବରୁ ରାଜଧାନୀରେ ସିଟି ବସ‌ ଚାଲୁଥିଲେ ହେଁ ଏହାକୁ ନୂଆ ରୂପରେ ଅଣାଯାଇଥିଲା। ନୂଆ ବସ୍‌ କିଣି ନୂଆ ରୁଟ୍‌ରେ ଚଲାଯାଇଥିଲା। ‘ମୋ ବସ‌’ ଯେପରି ଭୁବନେଶ୍ବର ସମେତ ପୁରୀ, କଟକ, ଖୋର୍ଦ୍ଧାର ଗମନାଗମନ ବ୍ୟବସ୍ଥାକୁ ବଦଳାଇ ଦେବ ସେନେଇ ଏକ ଲମ୍ବା ଚଉଡ଼ା ମାଷ୍ଟରପ୍ଲାନ୍‌ […]

ଡେକୋରେଟିଭ ଷ୍ଟୋନ ଖନନ ପାଇଁ ନୀଳାଚଳ ଗ୍ରାନାଇଟକୁ ୪୯ ଏକର ଲିଜ କଟକ : ବର୍ଷ ବର୍ଷର ଐତିହାସିକ ହାତୀବାସିନୀ ପାହାଡ଼(ଗ୍ରାମ୍ୟ ଜଙ୍ଗଲ)କୁ ଶେଷରେ ଖନନ ପାଇଁ ଘରୋଇ ସଂସ୍ଥାକୁ ଟେକି ଦେଇଛି ପ୍ରଶାସନ। ଡେକୋରେଟିଭ ଷ୍ଟୋନ ଖନନ ନାଁରେ ନୀଳାଚଳ ଗ୍ରାନାଇଟ ପ୍ରାଇଭେଟ ଲିମିଟେଡ଼କୁ ନରସିଂହପୁର ବ୍ଲକର ସାଗର ଗ୍ରାମର ୪୯ ଏକର ଅଞ୍ଚଳକୁ ପ୍ରଶାସନ ଲିଜ ପାଇଁ ଅନୁମତି ଦେବା ପରେ ଏହାକୁ ବିରୋଧ କରିଛନ୍ତି ସାଗର […]

ଭୁବନେଶ୍ୱର : ଆସନ୍ତା ନଭେମ୍ବର ତୃତୀୟ ସପ୍ତାହରେ ବିଧାନସଭାର ଶୀତ ଅଧିବେଶନ ବସିବ। ଅତି ବିଶ୍ବସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି। ତେବେ ଏଥର ବି କୋଭିଡ୍ କଟକଣା ଭିତରେ ବୈଠକ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ଏବେ ବି କରୋନା ପ୍ରଭାବ ରହିଛି। ଏଣୁ ଗତ ଅଧିବେଶନର ସମାନ ନିୟମ ଆସନ୍ତା ଅଧିବେଶନରେ ପାଳନ କରାଯିବ। ଏ […]

ଉପକୃତ ହେବେ ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଭୁବନେଶ୍ୱର: ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ। ମାତ୍ର ଗୋଟିଏ ପୋର୍ଟାଲ www.scholarship.odisha.gov.inରେ କ୍ଲିକ୍‌ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଏହାଦ୍ଵାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି […]

କରଞ୍ଜିଆ : ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। ୨୨ ଟିକିଆ ହାତୀ ପଲ ଗତ ୧୧ ଦିନ ହେଲା ଉପଦ୍ରବ ଚଳାଇଛନ୍ତି। ହାତୀ ପଲ ବ୍ୟାପକ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିବା ସହ ୫ରୁ ଅଧିକ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଧାନ ଅମଳ ସମୟ ହଇଥିବା ବେଳେ ହାତୀପଲ ଧାନ ଖାଇବା ସହିତ ମାଡି ମକଚି ବହୁ ଫସଲ ନଷ୍ଟ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ […]

ଚିକିତ୍ସାପାଇଁ ସହଯୋଗ ଲୋଡିଲେ ପୁଅ ଭୁବନେଶ୍ୱର : ଯୋଉ ଘର ଦିନେ ତାଙ୍କୁ ମୁରବି ଆସନ ଦେଇଥିଲା, ଆଜି ସେଇ ଘରର ଏକ କୋଣରେ ସେ ବନ୍ଦୀ। ଏବେ ଆଉ ତାଙ୍କ ହୁକୁମ ଚଳୁନି, ବରଂ ଶିକୁଳି ଫାଶରେ କବର ନେଇଛି ତାଙ୍କର ସବୁ ଆକଟ। ଯେବେଠୁ ତାଙ୍କ ଧର୍ମପତ୍ନୀ ସରସ୍ବତୀ ଆରପାରିକୁ ଚାଲି ଗଲେ, ତା’ ପରଠୁ ସରସ୍ବତୀଙ୍କୁ ଝୁରିଝୁରି ବାଉରୀବନ୍ଧୁଙ୍କର ଏହି ଅବସ୍ଥା। ପାଗଳ ହୋଇଯିବା ପରେ […]

ଯାଜପୁର : କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାର ବିକ୍ରି ଆଉ ପାଦେ ଆଗେଇଛି। ଏଥିପାଇଁ ୮୨୦୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ‌ଅନ୍ୟପକ୍ଷରେ, କାରଖାନାର ପରିଚାଳନାଗତ ତ୍ରୁଟି ଓ ଏମ୍‌ଏମ୍‌ଟିସିର ଶୋଷଣ ଯୋଗୁଁ ଋଣଯନ୍ତାରେ ପଡ଼ି ତାଲାପଡ଼ିଲା। ୮ମାସ ହେଲା ୪ ହଜାର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଭୋକ ଉପବାସରେ ଶଢ଼ୁଛନ୍ତି। ଏତିକି ବେଳେ ଋଣ ଦେଇଥିବା କେନ୍ଦ୍ର ସରକାରଙ୍କ ଅଧୀନ ସଂସ୍ଥା […]

ଭୁବନେଶ୍ୱର : ବିଶ୍ୱର ସବୁଠୁ ଅଧିକ ତଥ୍ୟ ଭିତ୍ତିକ, ସୂଚନା ଭିତ୍ତିକ, ଲୋକ ଉପଯୋଗୀ ୱେବସାଇଟ୍‌/ଆପ୍‌ ହୋଇଥାନ୍ତା ଭୁବନେଶ୍ୱର ୱାନ୍‌। ଜଣେ ଘରେ ଥାନ୍ତୁ କି ବାହାରେ। ପାଖରେ ଯଦି ଲାପଟପ୍‌ କି ସ୍ମାର୍ଟ ଫୋନ୍‌ ଅଛି ଏବଂ ଏଥିରେ ନେଟ୍‌ ସଂଯୋଗ ଅଛି ତେବେ ରାଜଧାନୀର କେଉଠଁ କ’ଣ ଅଛି, ପହଞ୍ଚିବାକୁ କେତେ ସମୟ ଲାଗିବ, ଯେଉଁ ରାସ୍ତାରେ ଯାଉଛନ୍ତି ସେହି ରାସ୍ତା ଜାମ୍‌ ଅଛି କି ଫାଙ୍କା, […]

ଦେବଗଡ଼: କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି। ଏପରି କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ହ୍ବାଟସଆପ ଗୃପ ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏପଟେ ରାଜ୍ୟ ସରକାର ଅନଲାଇନ୍ ମାଧ୍ୟମରେ ପାଠ ପଢାଇବା କଥା କହୁଥିବାବେଳେ ଅନ୍ୟପ‌ଟେ କେନ୍ଦ୍ର ସରକାର ଡିଜିଟାଲ୍ ଇଣ୍ଡିଆର ନାରା ଦେଉଛନ୍ତି। ଜିଲ୍ଲାରେ ବିଭିନ୍ନ ସ୍ଥାନରେ […]

Social media & sharing icons powered by UltimatelySocial