ଭୁବନେଶ୍ବର: ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ ମିମିରୁ ୭.୬ କିମି ଉପରେ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଧୀରେ ଧୀରେ ଏହା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇ ପଶ୍ଚିମମୁହାଁ ହେବ। ମୌସୁମୀ ଟ୍ରଫ୍‌ ଏବେ ବିକାନିର, ଗ୍ବାଲିଅର, ରାଞ୍ଚି ଓ ବଙ୍କୁରା ଦେଇ ଦକ୍ଷିଣ-ପୂର୍ବମୁହାଁ ହୋଇ […]

ଭୁବନେଶ୍ୱର : ରାଜ୍ୟରେ ପିଜି ଓ ୟୁଜିର ଶେଷ ସେମିଷ୍ଟର ପରୀକ୍ଷା ହେବ ନା ନାହିଁ? ଯଦି ହେବ ତେବେ କେବେ? ଗୋଟେପଟେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପରୀକ୍ଷାକୁ ବାଧ୍ୟତାମୂଳକ କରିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ପରୀକ୍ଷା ବାତିଲ କରିବାକୁ ଘୋଷଣା କରିସାରିଛନ୍ତି। ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ। ଯେଉଁଥିପାଇଁ ଛାତ୍ରଛାତ୍ରୀ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। କ’ଣ ହେବ […]

ଜାଣିନି ଅପାରଗ ମନ୍ଦିର ପ୍ରଶାସନ, ନିଯୋଗ; ବିବାଦରେ ଯୋଗାଣକାରୀ ସଂସ୍ଥା ପୁରୀ : ମହାପ୍ରଭୁଙ୍କ ମହାପ୍ରସାଦ କଣିକାଏ ପାଇଲେ କୋଟି ପୂଣ୍ୟ ମିଳିଥାଏ। ମହାପ୍ରସାଦ ପାଇବା ପାଇଁ ଶ୍ରୀକ୍ଷେତ୍ରକୁ ଦେଶ ବିଦେଶରୁ ହିନ୍ଦୁ ଧର୍ମାବଲମ୍ବୀ ଭକ୍ତମାନେ ଛୁଟିଆସନ୍ତି। ହେଲେ ମହାପ୍ରଭୁଙ୍କ ଏହି ଦୁର୍ଲଭ ମହାପ୍ରସାଦକୁ ନେଇ କିଛି ଲାଭଖୋର ବ୍ୟକ୍ତି ବା ଅନୁଷ୍ଠାନ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବାକୁ ଉଦ୍ୟମ କରିଛନ୍ତି। ମହାପ୍ରଭୁଙ୍କ ଅବଢ଼ା ଓ ଶୁଖିଲା ଭୋଗ […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସାହିତ୍ୟ ,ସଂଗୀତ ଓ ସାଂସ୍କୃତିକ ସଂଗଠନ “ସଖା” ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ମନ୍ଦୋଦରୀ ମାର୍କେଟ କମ୍ପ୍ଲେକ୍ସ ଠାରେ ଅନିଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଗଠନର ବରିଷ୍ଠ ସଦସ୍ୟ ପଣ୍ଡିତ ରାଜେନ୍ଦ୍ର ନାରାୟଣ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସଂଘର ସଭାପତି ବିଭୁତି ଭୂଷଣ ଗ୍ରହାଚାର୍ଯ୍ୟ , ଉପସଭାପତି ବସନ୍ତ କୁମାର ଦାସ କୈଳାସ ବେହେରା , […]

ସମ୍ବଲପୁର : କରୋନା ଲକଡାଉନରେ ସ୍କୁଲ ବନ୍ଦ ହୋଇଯିବା ପରେ ଫୋନରେ ପାଠ ପଢା ହେବ। ଏଥିପାଇଁ ଶିକ୍ଷକମାନେ ପ୍ରତି ଘର ବୁଲି ହ୍ବଟ୍‌ସଅପ୍‌ ନମ୍ବର ସଂଗ୍ରହ କଲେ। ଏଣେ ଝିଅର ମାଟ୍ରିକ ପରୀକ୍ଷା। ବିନା ଫୋନରେ କିପରି ପଢିବ ଭାବି ନରେଗାର ମାସକର ମଜୁରି ଟଙ୍କାରେ ସ୍ମାର୍ଟ ଫୋନ କିଣିଦେଲି। ମାତ୍ର ଠିକ ବେଳକୁ ନେଟୱର୍କ ନାହିଁ। ଅତି ଦରକାର ସମୟରେ ୧ରୁ୨ କିଲୋମିଟର ଯିବାକୁ ହୁଏ। କେବଳ […]

ଦିଗପହଣ୍ଡି : ଦିଗପହଣ୍ଡି ସହର ଉପକଣ୍ଠସ୍ଥ ମା ଚାମୁଣ୍ଡେଶ୍ଵରୀ ମନ୍ଦିର ପାଦଦେଶରେ ଥିବା ଆଦର୍ଶ ଆଶ୍ରମ ପରିସରରେ ଆମ ଭାଷା ସାହିତ୍ୟ ସଂସଦ ତରଫରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି ଅବକାରୀ ଉପନିରୀକ୍ଷକ ଅଭିରାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନିତ ଅତିଥିଭାବେ ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ଉପସଭାପତି ନିଜକୁ ମହାତ୍ମା ଗାନ୍ଧୀଙ୍କ […]

ଭୁବନେଶ୍ୱର : ତ୍ରିରଙ୍ଗା ଉଡ଼ିବାରେ ବାଧକ ସାଜିପାରିବନି କରୋନା। କିନ୍ତୁ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଥର କଡ଼ା କଟକଣା ଭିତରେ ପାଳିତ ହେବ ସ୍ବାଧୀନତା ଦିବସ। ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଏହି ନିରାଡ଼ମ୍ବର କାର୍ଯ୍ୟକ୍ରମ ପାଇଁ କିମସନରେଟ୍‌ ପୁଲିସ୍‌ ବ୍ୟାପକ ପ୍ରସ୍ତୁତି କରିଛି। ଆସନ୍ତାକାଲି ସକାଳ ସାଢ଼େ ୬ଟାରୁ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ରାମ ମନ୍ଦିରଠାରୁ ହାଉସିଂବୋର୍ଡ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ଦେଇ ସମସ୍ତ ଯାନବାହାନ ଚଳାଚଳ […]

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) କାର୍ଯ୍ୟାନ୍ୱୟନ କରିବାରେ ଓଡ଼ିଶା ଚତୁର୍ଥ ଥର ପାଇଁ ଦେଶରେ ଅଗ୍ରଣୀ ହୋଇଛି। ୨୦୧୬-୧୭ରୁ ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଜାତୀୟ ସ୍ତରରେ ୧ ନମ୍ବର ସ୍ଥାନ ବଜାୟ ରଖିଛି। ଗତକାଲି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁଣାତ୍ମକ ରାସ୍ତା ନିର୍ମାଣ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ […]

ଯାଜପୁର/ଧର୍ମଶାଳା : ରାସନ କେଳେଙ୍କାରୀ ନେଇ ମାନ୍ୟବର ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାରେ ପ୍ରଦତ୍ତ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଧର୍ମଶାଳା ବିଡିଓ ସ୍ମିତା ରଥଙ୍କୁ ଅଚାନକ ବୌଦ୍ଧ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ତାଙ୍କୁ ପଞ୍ଚାୟତିରାଜ ବିଭାଗରୁ ରାଜସ୍ବ ବିଭାଗକୁ ଫେରାଇ ନିଆଯାଇଛି। ୬ ମାସ ପୂରଣ ହେବା ପୂର୍ବରୁ ଧର୍ମଶାଳା ବିଡିଓଙ୍କର ବଦଳି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶଥାଉକି, ଗତ […]

ସକାଳ ୯ରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ତମ ସ୍ବାଧୀନତା ଦିବସ ଉତ୍ସବରେ ଅଭିବାଦନ ଗ୍ରହଣ କରିବେ। ଏ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସକାଳ ୮ଟା ୫୮ରେ ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିବେ। ସେଠାରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ଡିଜି, […]

Social media & sharing icons powered by UltimatelySocial