ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଏବେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଋଷର ସାମ୍ନା କରିବା ପାଇଁ ସାହାଯ୍ୟ କରିବାକୁ ୟୁକ୍ରେନ କ୍ରମାଗତ ଭାବରେ ସମସ୍ତଙ୍କୁ ନିବେଦନ କରୁଥିବା ବେଳେ ଏବେ ସାହାଯ୍ୟ ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିୟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଏନେଇ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିୟି ଟ୍ବିଟ କରି ଜଣାଇଛନ୍ତି। ଟ୍ବିଟରେ ସେ ଲେଖିଛନ୍ତି ଯେ, ଆଜି ମୁଁ […]

କ୍ଵିଭ: ‘ଆମେ ନାଟୋ ଓ ଆମେରିକା ଠାରୁ ଆଶା କରିଥିଲୁ ଯେ ଋଷ ବିରୋଧରେ ଯୁଦ୍ଧରେ ସେମାନେ ଆମକୁ ସାହାଯ୍ୟ କରିବେ। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ସେନା ପଠାଇବାକୁ ମନା କିରଦେଲେ। ପୂରା ଦୁନିଆ ଆମକୁ ଏକା ଯୁଦ୍ଧ ଲଢିବାକୁ ଛାଡିଦେଲା।’ ୟୁକ୍ରେନର ରାଷ୍ଟ୍ରପତି ଭଲଡିମର ଜେଲେଂସ୍କି ବୟାନ ଜାରି କରି ଏକଥା କହିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଜେଲେଂସ୍କି ଋଷ ଆକ୍ରମଣର ପ୍ରଥମ ଦିନର ଶେଷରେ […]

ୟୁକ୍ରେନ ଆକ୍ରମଣରେ ୧୦୦ରୁ ଅଧିକ ଋଷ ସୈନିକଙ୍କ ମୃତ୍ୟୁ ନୂଆଦିଲ୍ଲୀ: ପ୍ରତି ସେକେଣ୍ଡରେ ବଦଳିବାରେ ଲାଗିଛି ୟୁକ୍ରେନର ସ୍ଥିତି। ଧିରେ ଧିରେ ଋଷ ସେନା ୟୁକ୍ରେନ ଭିତରକୁ ପ୍ରବେଶ କରିଚାଲିଥିବା ବେଳେ ଅନେକ ଲୋକଙ୍କର ପ୍ରାଣହାନୀ ହୋଇସାରିଥିବା ନେଇ ଖବର ମିଳୁଛି। ଏମଧ୍ୟରେ ଋଷ ଏକ ବଡ଼ ଦାବି କରିଛି। ରୁଷୀୟ ସେନା ଦାବି କରିଛି ଯେ ୟୁକ୍ରେନର ୭୪ ସାମରିକ ବେସକୁ ଧ୍ୱଂସ କରାଯାଇଛି। ଏଥି ସହିତ, ହେନିଚେସ୍କ […]

ଉଚିତ୍ ଜବାବ ଦେବାକୁ ଧମକ ଦେଲା ବୈଦେଶିକ ମନ୍ତ୍ରାଳୟ ନୂଆଦିଲ୍ଲୀ: ୟୁକ୍ରେନର ଡୋନେସ୍କ ଏବଂ ଲୁଗାନସ୍କ ଅଞ୍ଚଳକୁ ଏକ ସ୍ବାଧୀନ ଦେଶ ଭାବରେ ସ୍ୱୀକୃତି ଦେବା ସହ ସେଠାକୁ ସୈନ୍ୟ ପଠାଇବା ନେଇ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଘୋଷଣା କରିଥିଲେ। ଏବେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନିର୍ଦ୍ଦେଶକ୍ରମେ ଋଷ ସେନା ଡୋନେସ୍କ ଏବଂ ଲୁଗାନସ୍କ ଆଡକୁ ଯାଉଥିବା ବେଳେ ଏହାକୁ ବିରୋଧ କରି ଆମେରିକା ଆର୍ଥିକ କଟକଣା […]

ମସ୍କୋ : ୟୁକ୍ରେନ ସଂକଟକୁ ନେଇ ଚିନ୍ତା ଆହୁରି ବଢାଇଦେଇଛି ଋଷିଆ। ଗୋଟିଏ ପଟେ ସେନା ପ୍ରତ୍ୟାହାର କଥା କହୁଥିବାବେଳେ ଅନ୍ୟପଟେ ଆସନ୍ତା ଶନିବାର ଏକ ବଡ଼ ଧରଣର ଆଣବିକ କ୍ଷୁଦ୍ଧାଭ୍ୟାସ କରିବାକୁ ଯାଉଛି ଋଷିଆ। ଏଥିରେ ଋଷିଆର ଅନ୍ତଃମହାଦେଶୀୟ ବାଲିଷ୍ଟିକ ଓ କ୍ରୁଜ ମିସାଇଲ ଗୁଡ଼ିକର ପରୀକ୍ଷଣ କରାଯିବ। ସମ୍ଭାବ୍ୟ ଆଣବିକ ଯୁଦ୍ଧର ମୁକାବିଲା ପାଇଁ ଋଷିଆ ଏହି ଅଭ୍ୟାସ କରୁଥିବା କୁହାଯାଉଛି। ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ […]

ନୂଆଦିଲ୍ଲୀ: ବଢ଼ୁଛି ୟୁକ୍ରେନର ସଙ୍କଟ। ଆକ୍ରମଣ ପାଇଁ ୧.୩୦ଲକ୍ଷ ସୈନ୍ୟ ଓ ମିସାଇଲ ସହ ୟୁକ୍ରେନକୁ ଘେରିଲାଣି ଋଷ। ଗତକାଲି ଋଷ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ଆମେରିକା ଚେତାବନୀ ଦେବା ପରେ ଏବେ ଏହି ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସୀମାରେ ୧ ଲକ୍ଷ ୩୦ହଜାରରୁ ଅଧିକ ସୈନିକ ନିୟୋଜିତ କରିବା ସହିତ ଋଷ ଭାରୀ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ମଧ୍ୟ ନିୟୋଜିତ କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, […]

ନୂଆଦିଲ୍ଲୀ: ଋଷ ୟୁକ୍ରେନକୁ ଚାରିପଟୁ ଘେରିଛି। ୟୁକ୍ରେନ ରାଜଧାନୀ କ୍ଵିଭରେ ଏହାକୁ ନେଇ ଘନଘନ କୂଟନୈତିକ ଓ ସାମରିକ ବୈଠକ ଚାଲିଛି। ଆମେରିକୀୟ ଗୁଇନ୍ଦା ସଂସ୍ଥାଙ୍କ ଅନୁସାରେ ୟୁକ୍ରେନ ସୀମାରେ ରୁଷିଆ ୧ ଲକ୍ଷ ୩୦ ହଜାର ସୈନ୍ୟ ଠୁଳ କରିଛି। ଏହା ସହିତ ମିସାଇଲ୍, ବାୟୁସେନା, ନୌସେନା ଓ ସ୍ଵତନ୍ତ୍ର ବଳଙ୍କୁ ମୁତୟନ କରିଛି। କୃଷ୍ଣ ସାଗରରେ ୬ଟି ଯୁଦ୍ଧ ଜାହାଜ ମୁତୟନ କରିଛି ରୁଷିଆ। ଏହି ଜାହାଜଗୁଡିକ […]

ନୂଆଦିଲ୍ଲୀ: ସିରିଆର ସହର ଇଦଲିବକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଅଞ୍ଚଳ ବୋଲି କୁହାଯାଇଥାଏ। ଏହି ଅଞ୍ଚଳ ବିଦ୍ରୋହୀଙ୍କ ଅଧୀନରେ ଥିବା ବେଳେ ଏଠାରେ କୌଣସି ପରିସ୍ଥିତିରେ ଆକ୍ରମଣ ହେବା ଏକ ସାଧାରଣ କଥା ହୋଇଗଲାଣି। ଏଠାରେ ପ୍ରଚଣ୍ଡ ଥଣ୍ଡା ପଡ଼ିଛି। ଏହି ଥଣ୍ଡା କାରଣରୁ ଏଠାରେ ରହୁଥିବା ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ବସର ଅଲ-ଅସଦ ସରକାର ଦ୍ବାରା ବାରମ୍ବାର ଆକ୍ରମଣ ପରେ ନିଜର ଗୃହନଗର ହମାରୁ […]

ଓ୍ବାସିଂଟନ : ଋଷିଆର ସମ୍ଭାବ୍ୟ ୟୁକ୍ରେନ ଆକ୍ରମଣକୁ ନେଇ ସମଗ୍ର ବିଶ୍ବରେ ଚିନ୍ତା ବଢିବାରେ ଲାଗିଛି। ଏହି ସଂକଟର ଅବସାନ ପାଇଁ ଆମେରିକା ଓ ପାଶ୍ଚାତ୍ୟ ଦେଶସମୂହଙ୍କ ଉଦ୍ୟମ ସତ୍ତ୍ୱେ କିଛି ଅଗ୍ରଗତି ହେବା ଭଳି ଲାଗୁନାହିଁ। କାରଣ ୟୁକ୍ରେନ ସୀମାରେ ଏବେ ବି ଋଷିଆର ୧ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି। ଏ ପରିପ୍ରେକ୍ଷୀରେ ଭାରତ ଓ ଅନ୍ୟ ମିତ୍ର ରାଷ୍ଟ୍ରଙ୍କ ସହଯୋଗ ଲୋଡ଼ିଛି ଆମେରିକା। ହ୍ବାଇଟହାଉସ୍ ମୁଖପାତ୍ର […]

ଲାହୋର: ଆଜି ଗୁରୁବାର ଅପରାହ୍ନରେ ପାକିସ୍ତାନର ଐତିହାସିକ ଓ ପ୍ରସିଦ୍ଧ ଅନାରକଲି ବଜାରରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ ଘଟାଇଛନ୍ତି। ଏହି ବିସ୍ଫୋରଣରେ ୪ ଜଣ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆହତ ହୋଇଥିବା ୨୦ ଜଣଙ୍କ ଅବସ୍ଥା ଗୁରୁତର ଅଛି। ମିଡିଆ ରିପୋର୍ଟ ଅନୁସାରେ ଏହି ବଜାରରେ ଅତ୍ୟନ୍ତ ଭିଡ ରହିଥାଏ ଓ ଏଥିରେ ପାର୍କିଂର କୌଣସି ବ୍ୟବସ୍ଥା ନାହିଁ। […]

Social media & sharing icons powered by UltimatelySocial