ନୂଆଦିଲ୍ଲୀ: ୩ ବର୍ଷିଆ ଛୁଆଙ୍କୁ ଦେଇ ହେବା ଭଳି ‘ସାଇନୋଭ୍ୟାକ୍‌ ବାୟୋଟେକ୍‌’ଦ୍ବାରା ଉତ୍ପାଦିତ ପିଲାଙ୍କ ନିମିତ୍ତ କରୋନାଭାଇରସ୍‌ ଟିକାର ଜରୁରୀକାଳୀନ ବ୍ୟବହାରକୁ ଚୀନ୍‌ ଅନୁମୋଦନ କରିଛି। ଏଥିସହ, ଏତେ ସାନ ପିଲାଙ୍କୁ ଦେଇ ହେଉଥିବା ଟିକା ଅନୁମୋଦନ କରିବାରେ ଚୀନ୍‌ ବିଶ୍ବର ପ୍ରଥମ ପ୍ରମୁଖ ଦେଶ ହୋଇପାରିଛି। ଏପର୍ଯ୍ୟନ୍ତ କେବଳ ୧୮ ବର୍ଷ ଏବଂ ତଦ୍ଦୁର୍ଦ୍ଧ୍ବ ବୟସର ଲୋକମାନଙ୍କ ପାଇଁ କୋଭିଡ୍ ନିରୋଧୀ ଟିକା ସୀମିତ ଥିଲା। ଚୀନର ଏକ […]

ବେଜିଂ : ଚାଇନାରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର କହିଛନ୍ତି ‌ଯେ, ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରେ ବାର୍ଡ ଫ୍ଲୁର ଏଚ୧୦ଏନ୍୩ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଚିକିତ୍ସା ପରେ ଉକ୍ତି ବ୍ୟକ୍ତିଙ୍କ ଶରୀର ଅବସ୍ଥା ସ୍ଥିର ରହିଛି। ଆଶ୍ବସ୍ତିର କଥା ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କେହି ବି ଏଥିରେ ସଂକ୍ରମିତ ହୋଇ […]

୩ ମାସରେ ରିପୋର୍ଟ ଦେବ ଗୁଇନ୍ଦା ବିଭାଗ ୱାସିଂଟନ : କରୋନା ମହମାରୀରେ ସମଗ୍ର ବିଶ୍ବ ଛଟପଟ ହେଉଛି। ୨୦୧୯ ଡିସେମ୍ବରରେ ପ୍ରଥମେ ଚୀନର ଉହାନ ସହରରେ ଏହି ମହାମାରୀ ଆରମ୍ଭ ହୋଇଥିଲା। ଏହାପରେ ସମଗ୍ର ବିଶ୍ବକୁ ବନାଗ୍ନି ଭଳି ବ୍ୟାପିଯାଇଛି। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ପ୍ରାୟ ୩୫ ଲକ୍ଷ ଲୋକଙ୍କ ଜୀବନ ନେଲାଣି କରୋନା। କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି। […]

ନୂଆଦିଲ୍ଲୀ: ସମ୍ପ୍ରତି ଭାରତରେ ବିକଶିତ ହେଉଥିବା ନାକରେ ବୁନ୍ଦା ନେଲା ଭଳି ଏକ ପ୍ରକାର କୋଭିଡ୍‌ ଟିକା ଶିଶୁମାନଙ୍କ କୋଭିଡ୍‌ ସଂକ୍ରମଣ ପାଇଁ ଅଭୟ ବରଦାନ ସଦୃଶ ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ଆଶା ପ୍ରକଟ କରିଛନ୍ତି। ଆଗକୁ ଆସୁଥିବା ମହାମାରୀ କୋଭିଡ୍‌-୧୯ର ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣରେ ଶିଶୁମାନେ ହିଁ ଅଧିକ ସଂଖ୍ୟାରେ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ […]

ବେଜିଙ୍ଗ୍: ଚୀନ୍‌ ପ୍ରେରିତ ରୋଭର୍‌ ‘ଜୁରୋଙ୍ଗ୍‌’ ଶନିବାର ଦିନ ପ୍ରଥମ କରି ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ଗତି କରିଥିବା କଥା ଉକ୍ତ ରୋଭର୍‌ ପାଇଁ ଥିବା ଚୀନା ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଛି। ଚୀନାର ପୌରାଣିକ ଅଗ୍ନିଦେବତା ‘ଜୁରୋଙ୍ଗ୍‌’ଙ୍କ ନାମାନୁସାରେ ନାମିତ ଏହି ରୋଭର୍‌ ବେଜିଙ୍ଗ୍ ସମୟ ସକାଳ ୧୦:୪୦ରେ ମଙ୍ଗଳ ପୃଷ୍ଠରେ ଚାଲିଛି ବୋଲି ଉପରୋକ୍ତ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ଉଲ୍ଲେଖ ଅଛି। ରିମୋଟ୍‌-ନି‌ୟନ୍ତ୍ରିତ ସେ ମୋଟୋର୍‌ ଚାଳିତ […]

ବେଜିଙ୍ଗ୍: ଉତ୍ତରପଶ୍ଚିମ ଓ ଦକ୍ଷିଣପଶ୍ଚିମ ଚୀନ୍‌ରେ କ୍ରମାନ୍ବୟରେ କେତୋଟି ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବା କାରଣରୁ ଅନ୍ୟୂନ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପ୍ରତ୍ୟୁଷରେ ସ୍ଥାନୀୟ ସରକାରୀ ଅଧିକାରୀ ଓ ଭୂମିକମ୍ପବିତ୍‌ମାନେ କହିଛନ୍ତି। ଏହି ଭୂମିକମ୍ପରେ ଚୀନ୍‌ର ଉତ୍ତରପଶ୍ଚିମ ଅଞ୍ଚଳର ତିବ୍ବତୀୟ ପ୍ଲେଟ୍ୟୁ ଅନ୍ତର୍ଗତ କ୍ବିନ୍‌ଘାଇ ପ୍ରଦେଶ ଏବଂ ଦକ୍ଷିଣପଶ୍ଚିମ ଅଞ୍ଚଳର ୟୁନାନ୍ ପ୍ରଦେଶ ପ୍ରଭାବିତ ହୋଇଛି। କମ୍ପନର ଉତ୍ପତ୍ତିସ୍ଥଳ ଅଗଭୀର ଥିବାରୁ ଏହା ବିଶେଷ କ୍ଷତିକାରକ […]

ଲଣ୍ଡନ : ଅନେକ ରାଷ୍ଟ୍ରରେ ଦେଶବାସୀଙ୍କ ଗଣଟିକାକରଣ ପାଇଁ ଆବଶ୍ୟକ ପରିମାଣର ଟିକା ଅଭାବ ଯୋଗୁଁ ଆଗ୍ରହୀ ହିତାଧିକାରୀମାନେ ଉତ୍କଣ୍ଠାର ସହିତ ସେମାନଙ୍କ ପାଳିକୁ ଅପେକ୍ଷା କରି ରହିଛନ୍ତି। ତେବେ ଏଭଳି ସମସ୍ୟାର ସମାଧାନ ପାଇଁ ସରକାର ଟିକାର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନକୁ ବଢ଼ାଇ ଚାଲିଛନ୍ତି। ଏ ପ୍ରକାର ବିବାଦୀୟ ନିଷ୍ପତ୍ତି ପାଇଁ ସରକାରଙ୍କୁ କଟୁ ସମାମଲୋଚନାର ଶିକାର ହେବାକୁ ପଡୁଥିଲା ବେଳେ ଏବେ ବିଜ୍ଞାନସମ୍ମତ ତଥ୍ୟ ପରିସ୍ଥିତିକୁ […]

ବେଜିଂ: ତାଇୱାନ ଏବଂ ଦକ୍ଷିଣ ଚୀନ୍ ସାଗରକୁ ନେଇ ତିକ୍ତତା ମଧ୍ୟରେ ଚୀନ୍ ଯୁଦ୍ଧାଭ୍ୟାସର ଏକ ଭିଡିଓ ଜାରି କରିଛି। ଏହି ଭିଡିଓକୁ ଦେଖିଲେ ଲାଗୁଛି ଯେପରି ଚୀନ୍ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ବିଶେଷଜ୍ଞମାନେ ଏହାକୁ ତାଇୱାନ ଉପରେ ଆକ୍ରମଣ ପାଇଁ ଏକ ପ୍ରସ୍ତୁତି ଭାବରେ ଦେଖୁଛନ୍ତି। ରିଲିଜ୍ ହୋଇଥିବା ଯୁଦ୍ଧାଭ୍ୟାସ ଭିଡିଓରେ ଚାଳିଶ ହଜାର ଟନ୍ ଓଜନ ବିଶିଷ୍ଟ ଟାଇପ ୦୭୫ ଯୁଦ୍ଧ ଜାହାଜ […]

ନୂଆଦିଲ୍ଲୀ: ପୁଣି ଗାଜା ସହର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍। ଆଜି ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍ ତିନିଟି କୋଠାକୁ ମାଟିରେ ମିଶାଇ ଦେଇଥିବା ସହ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ଏକ ସପ୍ତାହ ପୂର୍ବରୁ ଇସ୍ରାଏଲ୍ ସରକାର ଏବଂ ଆତଙ୍କବାଦୀ ହମାସ୍ ମଧ୍ୟରେ ପ୍ରବଳ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଆଜିର ଆକ୍ରମଣ ସବୁଠାରୁ ଭୟଙ୍କର ଥିଲା ବୋଲି ଜଣାପଡିଛି। […]

ରକେଟ୍‌ କ୍ଷେପଣ ଯୋଗୁଁ ଗାଜାରେ ୩୫ ପାଲେଷ୍ଟାଇନୀୟ ଏବଂ ଇସ୍ରାଏଲ୍‌ରେ ୩ଜଣଙ୍କ ମୃତ୍ୟୁ ଇଡୁକ୍କି: ସ୍ବାମୀଙ୍କୁ ଭିଡିଓ କଲ୍‌ କରୁଥିବା ବେଳେ ଇସ୍ରାଏଲ୍‌ରେ କାର୍ଯ୍ୟରତା ଜଣେ କେରଳୀ ମହିଳା ମଙ୍ଗଳବାର ଦିନ ପାଲେଷ୍ଟାଇନୀୟ ରକେଟ୍‌ ଆକ୍ରମଣରେ ସରବ୍ୟ ହୋଇ ନିହତ ହୋଇଥିବା କଥା ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ସେମାନେ କହୁଛନ୍ତି, କେରଳରେ ଥିବା ସ୍ବାମୀ ସନ୍ତୋଷଙ୍କ ସହ ଗତ ସନ୍ଧ୍ୟାରେ ୩୧ ବର୍ଷୀୟ ସୌମ୍ୟା ଭିଡିଓ କଲ୍‌ ଜରିଆରେ […]

Social media & sharing icons powered by UltimatelySocial