ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ହନ୍ଦଓ୍ୱାଡ଼ାରେ ଆଜି ପୁଣି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। କଶ୍ମୀର ଘାଟିର କୁପଓ୍ୱାଡ଼ା ଜିଲ୍ଲା ହନ୍ଦଓ୍ୱାଡ଼ାରେ ଆତଙ୍କବାଦୀଙ୍କ ଆକ୍ରମଣରେ ତିନିଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଏହି ଘଟଣାରେ ଆଉ ୭ ଯବାନ ଆହତ ହୋଇଛନ୍ତି। ତେବେ ସୁରକ୍ଷା ବଳଙ୍କ ପାଲଟା ଗୁଳିଚାଳନାରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମିଳିଥିବା ସୂଚନା ଅନୁସାରେ ହନ୍ଦଓ୍ୱାଡ଼ାର କାଜିବାଦ ଅଞ୍ଚଳରେ ଯାଉଥିବା ସିଆରପିଏଫର ପାଟ୍ରୋଲିଂ ପାର୍ଟି […]

ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣର ମୂଳୋତ୍ପାଟନ ନିମନ୍ତେ ଭାରତକୁ ସହଯୋଗ କରିବା ନିମନ୍ତେ ‘ପାର୍ଟନର୍‌ସିପ୍ସ୍ ଫର୍ ଆଫୋର୍ଡାବ୍ଲ୍‌ ହେଲ୍‌ଥ୍‌କେୟାର୍ ଆକ୍‌ସେସ୍ ଆଣ୍ଡ୍ ଲଙ୍ଗଜିଭିଟି’କୁ (ପିଏଏଚ୍‌ଏଲ୍) ୩ ନିୟୁତ ଡଲାର୍ ପ୍ରଦାନ କରିବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଛି। କୋଭିଡ୍-୧୯ ମୁକାବି‌ଲାରେ ଭାରତକୁ ସାହାଯ୍ୟ କରିବାକୁ ଏ ପର୍ଯ୍ୟନ୍ତ ‘ୟୁଏସ୍ ଏଜେନ୍‌ସି ଫର୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ଡେଭେଲପ୍‌ମେଣ୍ଟ୍’ (ୟୁଏସ୍ଏଡ୍) ୫.୯ ନିୟୁତ ଡଲାର୍ ପ୍ରଦାନ କରିସାରିଛି। ‘ୟୁଏସ୍ଏଡ୍’ ଜରିଆରେ ୩ […]

ଶୋକ ଜଣାଇ ଟୁଇଟ କଲେ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୁମ୍ବାଇ: ଅନ୍ତଃନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାଁ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ସମାଚାର ଚଳଚ୍ଚିତ୍ର ନିର୍ମାତା ସୁଜିତ୍ ସରକାର୍ ଟୁଇଟର୍‌ରେ […]

ନ୍ୟୁୟର୍କ: ଆସନ୍ତାକାଲି ପୃଥିବୀ ଠାରୁ ଖୁବ ନିକଟ ଦେଇ ଗତି କରିବ ଏକ ବିଶାଳ ଉଲକା ପିଣ୍ଡ। ୨୯ ଏପ୍ରିଲରେ ପୃଥିବୀର ଖୁବ ନିକଟକୁ ଆସିବ ଏହି ଉଲକା ପିଣ୍ଡ। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଅନୁଯାୟୀ ଏହାର ବେଗ ଘଣ୍ଟା ପ୍ରତି ୧୯୦୦୦ କିଲୋମିଟର ହେବ। ତଥାପି, ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କାରଣ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଉଲକା ପୃଥିବୀକୁ ଆସିବାର ସମ୍ଭାବନା […]

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସଂପର୍କିତ ନିଷ୍ପତ୍ତି ମେ’ ୩ ତାରିଖ ପରେ ନିଆଯିବ। ଯେହେତୁ ମହାପ୍ରଭୁଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ଜୁନ୍ ମାସରେ ପଡ଼ୁଛି ତେଣୁ ମେ ୩ ତାରିଖରେ ଲକଡାଉନ୍ ଅବଧି ସରିବା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂତନ ଗାଇଡଲାଇନ୍ ଅନୁସାରେ ନିଷ୍ପତ୍ତି ନିଆଯିବ। ମେ ୩ରେ କିମ୍ବା ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସି […]

ନୂଆଦିଲ୍ଲୀ : କରୋନା ମହାମାରୀ ପରି ବିପତ୍ତି ସମୟରେ ଚୀନ ଶସ୍ତା ଓ ତ୍ରୁଟିଯୁକ୍ତ ଟେଷ୍ଟ କିଟ ବିକ୍ରି କରି ଦେଶମାନଙ୍କୁ ଠକିଚାଲିଛି। ଭାରତରେ ମଧ୍ୟ ଚୀନ ନିର୍ମିତ ରାପିଡ ଟେଷ୍ଟିଂ କିଟ (ଆରଟି-ପିସିଆର)ରେ ଅନେକ ସମୟରେ ଭୁଲ ରିପୋର୍ଟ ଆସୁଥିବାରୁ ସରକାର ଆସନ୍ତା ଦୁଇଦିନ ପାଇଁ ଏହାର ବ୍ୟବହାର ଉପରେ ରୋକ ଲଗାଇଛନ୍ତି। ଏହା ପରେ ଭାରତରେ ଏବେ ଦକ୍ଷିଣ-କୋରିଆ ନିର୍ମିତ କିଟ ବ୍ୟବହାର କରିବାକୁ ସରକାର ଯୋଜନା […]

ଲଣ୍ଡନ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ସମ୍ଭାବ୍ୟ କୋଭିଡ-୧୯ର ପ୍ରତିଷେଧକ ବା ଟୀକାର ମଣିଷ ଉପରେ ପରୀକ୍ଷଣ ଆସନ୍ତା ଏପ୍ରିଲ ୨୩ ଗୁରୁବାର ଠାରୁ ଆରମ୍ଭ ହେବ ବୋଲି ବ୍ରିଟେନ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି। ଗତ ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏକ ସୁପରଫାଷ୍ଟ ଟୀକା ପ୍ରସ୍ତୁତି ନେଇ ପ୍ରତିଶୃତି ଦେଇ କହିଥିଲେ ଯେ, ଏହି ଟୀକା ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ। […]

ପୂର୍ବ ତଥ୍ୟରେ ତ୍ରୁଟି ଥିବା ସ୍ୱୀକାର କଲା ଚୀନ୍‌, ଚୀନ୍‌ରେ ସମୁଦାୟ ମୃତ୍ୟୁସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ବେଜିଂ: କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ଚୀନ୍‌ର ଉହାନ୍‌ ସହର ହୋଇଥିଲେ ମଧ୍ୟ ଚୀନ୍‌ ବିଶ୍ୱବାସୀଙ୍କୁ ଉହାନ୍‌ର କରୋନା ମୃତ୍ୟୁ ନେଇ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରଖିଥିଲା। ଆଜି ହଠାତ ଚୀନ୍‌ ଉହାନ୍‌ ମୃତ୍ୟୁ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ଘଟାଇଛି ଏବଂ ଦେଶର ସମୁଦାୟ ମୃତ୍ୟୁ ସଂଖ୍ୟାରେ ୪୦ ପ୍ରତିଶତ […]

ନୂଆଦିଲ୍ଲୀ: କୋଭିଡ୍-୧୯ ଲକ୍‌ଡାଉନ୍‌ ସମୟରେ ମସ୍‌ଜିଦ୍‌ ମଧ୍ୟରୁ ତବଲିଗି ଜମାତ୍ ସଦସ୍ୟମାନଙ୍କୁ ପଳାଇ ଯିବାରେ ସାହାଯ୍ୟ କରିଥିବା ମୌଲାନା ଗୁଲାମ୍ ସର୍‌ୱର୍‌ଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ଜେରା କରିଛି। ପ୍ରାପ୍ତ ସୂଚନା ଅନୁସାରେ, ଜାମିଆ ନଗର ଥାନାରେ ୯ ଘଣ୍ଟାରୁ ଅଧିକ ସମୟ ଧରି ଏକ ପୁଲିସ ଟିମ୍ ମୌଲାନା ଗୁଲାମ୍ ସର୍‌ୱାର୍‌ଙ୍କୁ ଜେରା କରିଥିଲା। ମୌଲାନା ସେମାନଙ୍କୁ ସହଯୋଗ କରୁ ନାହାନ୍ତି ଏବଂ ତାଙ୍କ ବିରୋଧରେ ଉଠିଥିବା […]

Social media & sharing icons powered by UltimatelySocial