ନୂଆଦିଲ୍ଲୀ: ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଲା ଗୁଜୁରାଟର ରାଜନୀତି। ୫ବର୍ଷ କ୍ଷମତାରେ ରହିବା ପରେ ଇସ୍ତଫା ଦେଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ବିଜୟ ରୂପାଣୀ କିଛି ସମୟ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ମଧ୍ୟ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲେ ବୋଲି ସୂଚନା […]

ମୁମ୍ବାଇ: ମୁମ୍ବାଇରେ ୩୨ବର୍ଷର ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇର ସାକିନାକା ଅଞ୍ଚଳରେ ମହିଳା ଏହି ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଦୁଷ୍କର୍ମକାରୀକୁ ପୁଲିସ ଗିରଫ କରିଛି। ତେବେ ଦୁଷ୍କର୍ମକାରୀ ଦୁଷ୍କର୍ମ କରିବା ପରେ ମହିଳାଙ୍କ ଗୁପ୍ତାଙ୍ଗରେ ରଡ଼ ପୂରାଇ ଦେଇଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି […]

ତଥ୍ୟ ସଂଗ୍ରହ, ନଥିକରଣ ଓ ଡିଜିଟାଲ ସଂରକ୍ଷଣ ଉପରେ ଗୁରୁତ୍ୱ ଭୁବନେଶ୍ୱର : ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି। ବିଭାଗ ପକ୍ଷରୁ ଆଜି ଅନୁଷ୍ଠିତ ଏକ ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ବିଭାଗୀୟ ଅଧିକାରୀମାନଙ୍କ ସହ ଏ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ମହୋତ୍ସବର ବାର୍ତ୍ତା […]

ମାଲକାନଗିରି : ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ନୂତନ ଭାବେ ଜିଲ୍ଲା ଦୌରା ଜଜଙ୍କ କୋର୍ଟ ଆଜି ଲୋକାର୍ପିତ ହୋଇଯାଇଛି। ଆଜି ପବିତ୍ର ଗଣେଶ ପୂଜା ଅବସରରେ ଏହି ଜିଲ୍ଲା ଦୌରାଜଜ କୋର୍ଟକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ମୁରଲୀଧର ଭିଡିଓ କନଫେରେସିଂ ଜରିଆରେ ଲୋକାର୍ପିତ କରିଛନ୍ତି। ଆଜି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରା ଜଜ୍ ରେଖା ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗ […]

ନୂଆଦିଲ୍ଲୀ: ଏଣିକି ମଥୁରା-ବୃନ୍ଦାବନ ଅଞ୍ଚଳରେ ମଦ ଓ ମାଂସ ବିକ୍ରି କରାଯାଇପାରିବ ନାହିଁ। ଉତ୍ତରପ୍ରଦେଶ ଯୋଗୀ ସରକାର ମଥୁରା ଏବଂ ବୃନ୍ଦାବନର ୧୦ କିଲୋମିଟର ଅଞ୍ଚଳକୁ ତୀର୍ଥସ୍ଥଳୀ ବୋଲି ଘୋଷଣା କରିଛନ୍ତି। ଏହି ୧୦ କିଲୋମିଟର ଅଞ୍ଚଳରେ ମାଂସ ଏବଂ ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ। ଯେଉଁମାନେ ନିୟମ ନ ମାନି ମାଂସ ଦୋକାନ କରିବେ ବା ମଦ ବିକ୍ରି କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ […]

ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହ କାବୁଲ: ତାଲିବାନ ସହ ଲଢ଼ି ହାରିଗଲେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇ। ପଞ୍ଜଶୀର ଉପତ୍ୟକାରେ ତାଲିବାନ ସହ ଲଢ଼ୁଥିବା ଅମରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ହତ୍ୟା କରିଛି ତାଲିବାନ। ତାଲିବାନ ଆଫଗାନିସ୍ତାନର ଅନେକ ପ୍ରଦେଶକୁ ଦଖଲକୁ ନେଇଥିଲେ ବି ଏପର୍ଯ୍ୟନ୍ତ ପଞ୍ଜଶୀରକୁ ସମ୍ପୂର୍ଣ୍ଣ ଦଖଲ କରିପାରିନାହିଁ। ଏବେ ବି ୬୦ପ୍ରତିଶତ ପଞ୍ଜଶୀରକୁ ଅକ୍ତିଆର କରି ରଖିଛନ୍ତି ଅହମ୍ମଦ […]

ଭୁବନେଶ୍ବର : ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାରାବ୍ୟାଡମିଣ୍ଟନ ରେ ଦେଶର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ଆଣିଥିବା ପ୍ରମୋଦ ଭଗତ ଦେଶର କ୍ରୀଡ଼ା ଇତିହାସରେ ନିଜର ଛାପ ଛାଡ଼ିଛନ୍ତି। ତାଙ୍କ ସଫଳତା ଅନ୍ୟ କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିବ। ସମ୍ବର୍ଦ୍ଧନା […]

ଭୁବନେଶ୍ବର : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଲୋକମାନେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ପାର୍ବଣ ପାଇଁ ଗତ ଅଗଷ୍ଟ ୯ରେ ଜାରି ଗାଇଡଲାଇନ ଲାଗୁ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଏସବୁ ଗାଇଡଲାଇନ ସମ୍ପର୍କରେ ଘୋଷଣା କରି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ଯେ ଆସନ୍ତା କାଲି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପାଳନ କରାଯାଉଛି। […]

ବାଣୀବିହାର-ରସୁଲଗଡ଼ ପାଇଁ ହେବ ବିକଳ୍ପ ରାସ୍ତା, ରସୁଲଗଡ଼-ଖୋର୍ଦ୍ଧା ଏନ୍‌ଏଚ୍‌ରେ ଯାତାୟାତ ଜାରି ରହିବ ଭୁବନେଶ୍ୱର: ବାଣୀବିହାର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ଚଉଡ଼ା କରିବା ପାଇଁ ଚାଲିଥିବା ଆଲୋଚନା ପର୍ଯ୍ୟାଲୋଚନାର ଅନ୍ତ ଘଟିଛି। ଶେଷରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ସବୁଜ ସଙ୍କେତ ମିଳିଛି। ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ସମସ୍ୟାକୁ ନେଇ ଅଟକି ରହିଥିବା ଏହି ପ୍ରକଳ୍ପ ପାଇଁ ବାଟ ଫିଟିଛି। ନିଷ୍ପତ୍ତି […]

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ଟୋକିଓ ୨୦୨୦ ପାରାଲିମ୍ପିକ୍ କ୍ରୀଡାର ଭାରତୀୟ ଦଳ ପାଇଁ ଅଭ୍ୟର୍ଥନା ସମାରୋହର ଆୟୋଜନ କରିଛନ୍ତି। ଏହି ଦଳରେ ପାରା-ଆଥଲେଟ୍ସ ଏବଂ ସେମାନଙ୍କ କୋଚ୍ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମଗ୍ର ଦଳ ସହିତ ଏକ ଖୋଲା ଏବଂ ଅନୌପଚାରିକ କଥାବାର୍ତ୍ତା କରିଥିଲେ। ପାରାଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ସହିତ ରେକର୍ଡ ଭାଙ୍ଗିବା ପାଇଁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। […]

Social media & sharing icons powered by UltimatelySocial