ନୂଆଦିଲ୍ଲୀ: ଲାଭା ବ୍ଲେଜ୍ ୫ଜି ଭାରତର ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ। ଏହି ଫୋନର ବିକ୍ରି ଆଜିଠାରୁ ଅର୍ଥାତ ନଭେମ୍ବର ୧୫ରୁ ଆରମ୍ଭ ହୋଇଛି। ଅପରାହ୍ନ ୧୨ଟାରୁ ଇ-କମର୍ସ ସାଇଟ ଆମାଜନରେ ଏହା ଉପଲବ୍ଧ ହୋଇଯାଇଛି। ଏହାକୁ ୧୦,୦୦୦ଟଙ୍କାରୁ କମ ମୂଲ୍ୟରେ ସ୍ପେଶାଲ ପ୍ରାଇସରେ କିଣାଯାଇ ପାରିବ। ଲାଭା ବ୍ଲେଜ୍ ୫ଜି ଆମାଜନରେ ଏକ୍ସକ୍ଳୁସିଭ ସେଲରେ ଉପଲବ୍ଧ ହେବ। ତେଣୁ ଏହାକୁ ଅନ୍ୟ ଇ-କର୍ମସ ସାଇଟ ପ୍ଲାଟଫର୍ମରୁ କିଣି ପାରିବେ […]

ଭୁବନେଶ୍ବର: କୋଭିଡ-୧୯ କାରଣରୁ ବିଗତ ୨ ବର୍ଷରେ ଆଲୋକର ପର୍ବ ‘ଦୀପାବଳି’ ନିରାଡାମ୍ବର ଭାବେ ପାଳିତ ହୋଇଥିଲା। ଏଥର କିନ୍ତୁ ଆଡମ୍ବରପୂର୍ଣ୍ଣ ଭାବେ ଦୀପାବଳି ପାଳନ କରାଯିବ। ରାଜ୍ୟ ସରକାର ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭୁବନେଶ୍ବରରେ କେଉଁଠାରେ ବାଣ ବଜାର ଖୋଲିବ ସେ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଂଜନ ସାମଲ ଭୁବନେଶ୍ବର […]

କଟକ: ଐତିହାସିକ ବାଲିଯାତ୍ରା ପାଖେଇ ଆସୁଛି। ଏଥିପାଇଁ ପ୍ଳଟ ବୁକିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ପ୍ଲଟର ଦର ବଢ଼ିଛି। ଗ୍ରାହକଙ୍କୁ ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏନେଇ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ୨୦୧୯ ବାଲିଯାତ୍ରା ସମୟରେ ରେଜିଷ୍ଟ୍ରେସନ ଟଙ୍କା ଯେତିକି ରହିଥିଲା ତାହାର ଅନେକ ଗୁଣା ଟଙ୍କା ବୃଦ୍ଧି ହୋଇଥିବାରୁ ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ। ପ୍ରଥମେ […]

​ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଦିନ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି। ଏହି ଅବସରରେ ସେ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି। ସେ ଭେଟିଥିବା ସିଇଓମାନଙ୍କ ମଧ୍ୟରେ ଅଛନ୍ତି ପେଜ୍ ଇଣ୍ଟଷ୍ଟ୍ରିଜର ସିଇଓ ଭି.ଜି.ଗଣେଶ, ଟିଟିକେ ପ୍ରେଷ୍ଟିଜର ସିଇଓ ପି.ସତ୍ୟନାରାୟଣ, ଫ୍ଲିପକାର୍ଟର ରଜନୀଶ କୁମାର, ଆସେଞ୍ଚରର ଅଜୟ ବିଜ୍, ଇଣ୍ଡୋ-ନିସାନ୍ ଫୁଡ୍ସର ଗୌତମ ଶର୍ମା, ୟର୍ନେଷ୍ଟ […]

ନୂଆଦିଲ୍ଲୀ: ବାରମ୍ବାର ତ୍ରୁଟି ଦେଖାଯିବା ପରେ ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ କେତେକ କଟକଣା ଲଗାଇଥିଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)। କମ୍ପାନିର ଅର୍ଦ୍ଧେକ ବିମାନ ଉଡ଼ାଣ ଉପରେ ଜୁଲାଇ ମାସରେ ଡିଜିସିଏ ଦୁଇ ମାସ ପାଇଁ କଟକଣା ଲଗାଇଥିବା ବେଳେ ଏବେ ଏହି କଟକଣାର ସମୟସୀମାକୁ ବୃଦ୍ଧି କରାଯାଇଛି। ଅକ୍ଟୋବର ୨୯, ୨୦୨୨ ପର୍ଯ୍ୟନ୍ତ କମ୍ପାନିର ୫୦% ବିମାନ ଉଡ଼ାଣ କରିପାରିବ ନାହିଁ। […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଆପଲୋ ହସ୍‌ପିଟାଲ ଛକ ଠାରୁ ଦୂରଦର୍ଶନ କାର୍ଯ୍ୟାଳୟ ଯିବା ରାସ୍ତାରେ ଥିବା କିଶୋର ଭାଇ ମଟନ ଦୋକାନକୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବୁଧବାର ଉଚ୍ଛେଦ କରାଯାଇଛି। ବିଏମ୍‌ସିର ଏହି କାର୍ଯ୍ୟାନୁଷ୍ଠାନ ପରେ ଲୋକଙ୍କର ବିଭିନ୍ନ ପ୍ରତିକ୍ରିୟା ଆସିଛି। ଏହାରି ମଧ୍ୟରେ କିଶୋର ମଟନ ଦୋକାନ ଉଛେଦ ଘଟଣାରେ ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ଭୁବନେଶ୍ବର ମହାନଗର ନିଗମ […]

ନୂଆଦିଲ୍ଲୀ : ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଆପଲ କମ୍ପାନି ନିଜର ପ୍ରସିଦ୍ଧ ସ୍ମାର୍ଟଫୋନ ଆଇଫୋନ ଲଞ୍ଚ୍ କରିଥାଏ। ଏବର୍ଷ ସେପ୍ଟେମ୍ବର ମାସରେ ଆପଲ ଆଇଫୋନ ୧୪ ଲଞ୍ଚ୍ ହେବାର ସମ୍ଭାବନା ରହିଛି। ଏଣୁ ଗ୍ରାହକମାନେ ଏହି ମାସକୁ ଚାହିଁଛନ୍ତି। କିନ୍ତୁ ଏବର୍ଷ ଆଉ ଏକ କାରଣରୁ ଆପଲ କମ୍ପାନି ଚର୍ଚ୍ଚାରେ ରହିଛି। ତାହା ହେଉଛି ଆଇଫୋନ-୧୪ ଭାରତରେ ଉତ୍ପାଦନ ହେବ। ଚୀନରେ ଉତ୍ପାଦିତ ଆଇଫୋନ ସେପ୍ଟେମ୍ବର ମାସରେ ବଜାରକୁ ଆସିବାକୁ […]

ନୂଆଦିଲ୍ଲୀ : ଚୀନର ମୋବାଇଲ କମ୍ପାନିମାନଙ୍କ ଉପରେ କଟକଣା ଲାଗୁ ପାଇଁ ଭାରତ ସରକାର ବିଚାର କରୁଥିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଚୀନ ସରକାର। ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଭାରତ ଓ ଚୀନ ମଧ୍ୟରେ ଦ୍ପିପାକ୍ଷିକ ବାଣିଜ୍ୟ କାରବାର ପରସ୍ପର ପ୍ରତି ଲାଭଦାୟକ। ଚୀନ କମ୍ପାନିମାନଙ୍କ ପ୍ରତି ଭାରତ ସରକାର ମୁକ୍ତ, ନ୍ୟାୟସଂଗତ ଓ ନିରପେକ୍ଷ ବ୍ୟବସାୟିକ ଓ ପୁଞ୍ଜିନିବେଶଗତ ବାତାବରଣ ଯୋଗାଇବାକୁ ଆମେ ଭାରତ […]

ନୂଆଦିଲ୍ଲୀ : ସାତ ଦିନ ଚାଲିବା ପରେ ଶେଷ ହୋଇଛି ୫ଜି ସ୍ପେକ୍ଟ୍ରମ ନିଲାମ। ଗତ ଶୁକ୍ରବାର ଦିନ ସୁଦ୍ଧା ଗୋଟିଏ ସର୍କଲକୁ ଛାଡ଼ି ଅନ୍ୟ ସମସ୍ତ ସର୍କଲ ପାଇଁ ନିଲାମ ଶେଷ ହୋଇଯାଇଥିଲା। କିନ୍ତୁ କେବଳ ୟୁପି (ପୂର୍ବ) ସର୍କଲ ପାଇଁ ନିଲାମ ତୀବ୍ର ପ୍ରତିଦ୍ବନ୍ଦିତାମୂଳକ ହେବା ସହ ଜାରି ରହିଥିଲା। ଶେଷରେ ଏହା ସୋମବାରଦିନ ଶେଷ ହୋଇଛି। ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର […]

ନୂଆଦିଲ୍ଲୀ : ନିକଟରେ ସମାପ୍ତ ଜୁଲାଇ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧.୪୯ ଲକ୍ଷ କୋଟିରେ ପହଞ୍ଚିଛି। ଏହା ଜୁଲାଇ ୨୦୨୧ ତୁଳନାରେ ୨୮ ପ୍ରତିଶତ ଅଧିକ। ଏହା ମଧ୍ୟ ଜିଏସଟି ଆରମ୍ଭ ହେବାପରଠାରୁ ୨ୟ ସର୍ବାଧିକ ମାସିକ ଜିଏସଟି ସଂଗ୍ରହ। ଗତ ଜୁନ ମାସରେ ୧୪୪.୬୧୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ଜୁନ ମାସରେ ସଂଗ୍ରହ ହୋଇଥିବା ୧୪୮,୯୯୫ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି […]

Social media & sharing icons powered by UltimatelySocial