ଭୁବନେଶ୍ୱର: ବର୍ଷ ୨୦୨୧ ପାଇଁ ଦିଆଯିବାକୁ ଥିବା ଜାତୀୟ ସ୍ତରୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପର ବିଭାଗ ପକ୍ଷରୁ ୪ ଜଣ ପ୍ରତିଭାଙ୍କ ନାମକୁ ସୁପାରିସ କରାଯାଇଛି। କ୍ରୀଡ଼ା ବିଭାଗ ଓଡ଼ିଆ ଆଥଲେଟ ତଥା ଧାବିକା ଦୂତୀ ଚାନ୍ଦ, ଅନ୍ତର୍ଜାତୀ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା, ହକିକୋଚ୍ କାଳୁ ଚୌଧୁରୀ ଓ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାମ ପୁରସ୍କାର ପାଇଁ ରାଜ୍ୟ […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜୁଲାଇ ୩୧, ୨୦୨୧ ମଧ୍ୟରେ ‘ୱାନ ନେସନ ୱାନ ରେସନ କାର୍ଡ’ ଯୋଜନା କାର୍ଯ୍ୟକାରୀ କରିବାର ଶେଷ ତାରିଖ ଭାବରେ ସ୍ଥିର କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରବାସୀ ଶ୍ରମିକମାନେ ଦେଶର ଯେକୌଣସି ସ୍ଥାନରେ ରହିଲେ ବି ରାସନ ଗ୍ରହଣ କରିବାର ସୁବିଧା ପାଇବେ। ପ୍ରବାସୀ ଶ୍ରମିକଙ୍କ ସୁବିଧା ଏବଂ କଲ୍ୟାଣ ପାଇଁ ସୁପ୍ରିମକୋର୍ଟ ଅନ୍ୟାନ୍ୟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସୂଚନା ଥାଉ କି ଯେ ଆଜି […]

ମୁମ୍ବାଇ : ୟୁଏଇ ଓ ଓମାନରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଟି୨୦ ବିଶ୍ବକପ କ୍ରିକେଟ ଖେଳାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଘୋଷଣା କରିଛି। ଏଥିପାଇଁ ପୂର୍ବରୁ ବିସିସିଆଇ ଦେଇଥିବା ପ୍ରସ୍ତାବରେ ଆଇସିସି ମୋହର ମାରିଛି। ଏହି ଟୁର୍ଣ୍ଣାମେଣ୍ଟ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମ, ଶାରଜା ଷ୍ଟାଡିୟମ ଓ ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ। ବିସିସିଆଇ ଏହି […]

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୫ ଜଣ ଥିବା ଜଣାଯାଇଛି। […]

ଭାରତକୁ ମିଳିଲା ଚତୁର୍ଥ କରୋନା ଟିକା ନୂଆଦିଲ୍ଲୀ: ଭାରତକୁ ମିଳିଲା ଚତୁର୍ଥ କରୋନା ଟିକା। କୋଭିସିଲ୍ଡ, କୋଭାକ୍ସିନ୍, ସ୍ପୁଟ୍ନିକ୍ ଭି ପରେ ଏବେ ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ମିଳିଲା ଅନୁମତି। ଫାର୍ମା କମ୍ପାନି ସିପଲା ଟିକାର ଜରୁରୀକାଳିନ ବ୍ୟବହାର ସହ ଟିକା ଆମଦାନୀ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ|(ଡିସିଜିଆଇ)ରୁ ଅନୁମତି ମାଗିଥିବା ବେଳେ ଆଜି ଡିସିଜିଆଇ ଟିକାର ବ୍ୟବହାରକୁ ଅନୁମତି ଦେଇଛନ୍ତି। ଏହା […]

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ୍ କଟକଣା ଲଗାଇଛନ୍ତି। ଫଳରେ ବିଭିନ୍ନ ଦୋକାନ ଖୋଲିବା ଉପରେ ଅଙ୍କୁଶ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବାଦ୍ ଆଉକେହି ବ୍ୟବସାୟ କରିପାରୁ ନାହାନ୍ତି। ଏହାକୁ ନେଇ ନାନା ପ୍ରକାର ହଇରାଣ ହେଉଛନ୍ତି ଛୋଟ ଛୋଟ ଦୋକାନୀ। ବିଶେଷ କରି ଚା’ ଦୋକାନ କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଗତ ଦୁଇମାସ ହେଲା ହାତବାନ୍ଧି ବସିଛନ୍ତି।ଗତବର୍ଷ ପ୍ରଥମ ଲହର ସମୟରେ ମଧ୍ୟ […]

ତାରିଣୀ ବସ୍ତ୍ରାଳୟକୁ ୭୫ହଜାର ଟଙ୍କା ଜରିମନା ଭୁବନେଶ୍ବର : ଲକ୍‌ଡାଉନ୍ ସତ୍ତ୍ବେ ‌‌ବହୁ ରାଜଧାନୀରେ ବ୍ୟବସାୟୀ ବେଆଇନ ଭାବେ ଦୋକାନ ଖୋଲୁଛନ୍ତି। ଏପରିକି ସଟର୍ ପକାଇ ଭିତରେ ଗ୍ରାହକଙ୍କୁ ପୂରାଇ ଲୁଚାଛପାରେ ବେପାର କରୁଛନ୍ତି। ଗ୍ରାହକ ବି କଟକଣା ନ ମାନି କିଣାକିଣି କରିବାକୁ ଭିଡ଼ କରୁଛନ୍ତି। ଏଭଳି ଲୁଚାଛପା ବେପାର ଆଜି ଉଭୟ ବେପାରୀ ଓ ଗ୍ରାହକଙ୍କୁ ମହଙ୍ଗା ପଡ଼ିଛି। ବିଏମ୍‌ସିର ତିନି ଜୋନ୍‌ର ସ୍କ୍ବାଡ୍‌ ଆଜି ଜୋରଦାର୍ […]

ଭୁବନେଶ୍ବର : ଆଜିଠାରୁ କରୋନା କଟକଣାକୁ ନେଇ କଠୋର ହେବାକୁ ଯାଉଛି କମିସନରେଟ୍‌ ପୁଲିସ। ବିନା କାମରେ ବାହାରକୁ ଆସିଲେ କିମ୍ବା ଅମାନିଆ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ପ୍ରସ୍ତୁତ ହୋଇଛି କମିସନରେଟ୍‌ ପୁଲିସ। ରବିବାର କ୍ୟାପିଟାଲ ଥାନା ପରିସରରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ବରିଷ୍ଠ ଅଧିକାରୀ ଓ ସମସ୍ତ ଆଇଆଇସିମାନଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି। କୌଣସି ପରିସ୍ଥିତିରେ କାହାରିକୁ କ୍ଷମା କର ନାହିଁ ବୋଲି […]

ରାଜମହଲ ଓଭରବ୍ରିଜ୍ ତଳୁ ଲୁହାବାଡ଼ ଭାଙ୍ଗିନେଲା ଭୁବନେଶ୍ବର : ଥାନାର ଦୂରତା ମାତ୍ର ତିନି ଶହ ମିଟର। କୋଭିଡ କଟକଣା ଲାଗି ରାଜରାସ୍ତାରେ କୁଆଡ଼େ ପୁଲିସ ଗାଡ଼ି ପଇଁତରା ମାରୁଛି। କିନ୍ତୁ ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ ଦୁର୍ବୃତ୍ତ ଲୁଟି ଚାଲିଛି ସରକାରୀ ସମ୍ପତ୍ତି। ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ରାଜଧାନୀର କେନ୍ଦ୍ରସ୍ଥଳ ରାଜମହଲ ଛକରେ ଘଟିଛି। କ୍ୟାପିଟାଲ ଥାନା ଅଞ୍ଚଳର ଏହି ଅଭାବନୀୟ ଚିତ୍ର […]

ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ-ଅଦାର ପୁନାୱାଲା ନୂଆଦିଲ୍ଲୀ: କୋଭିଡ-୧୯ ଟିକା କୋଭିସିଲ୍ଡ ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା ଲାଗିବା ପରେ ଏହାକୁ ନେଇ ଆଗକୁ ଆସିଛନ୍ତି କୋଭିସିଲ୍ଡ ଟକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଦାର ପୁନାୱାଲା। ପୁନାୱାଲା ଟ୍ୱିଟ ଯୋଗେ କହିଛନ୍ତି କି ଏନେଇ ଥିବା ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରାଯିବ। ସେ ଆହୁରି କହିଛନ୍ତି କି ୟୁରୋପୀୟ ସଂଘର ନୂଆ ‘ଭ୍ୟାକ୍ସିନ […]

Social media & sharing icons powered by UltimatelySocial