ବାସ୍ତବ ଚିତ୍ର ଦେଖାଉଛି ସତ୍ୟନଗର ଶ୍ମଶାନ ତଥ୍ୟ ସତ ହୋଇଥିଲେ ସ୍ଥିତି ସାଂଘାତିକ, ଅଧାରୁ ଅଧିକ ବାହାର ଜିଲ୍ଲାର, ୧୭୦୬ ଜଣ ହସ୍ପିଟାଲରେ ଚିକିତ୍ସାଧୀନ, ବିଏମ୍‌ସିର ୭୧୧ଜଣଭୁବନେଶ୍ୱର : ରାଜଧାନୀରେ କୋଭିଡ୍‌ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ‌ଶଯ୍ୟା ମିଳୁନି। ଆଇସିୟୁ, ଭେଣ୍ଟିଲେଟର୍‌ରେ ସବୁ ପ୍ରାୟ ଫୁଲ୍‌। ‌କେଉଁଠି ଆଇସିୟୁରେ ୨ଟା ଶଯ୍ୟା ଖାଲି ଅଛି ତ କେଉଁଠି ୪ଟି ଅଛି। ନହେଲେ ସବୁ ଶଯ୍ୟାରେ ଆକ୍ରାନ୍ତ। ଏପରିକି ଆଇସିୟୁରେ ଶଯ୍ୟା ନ […]

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ‘ଡିଫେନ୍‌ସ୍ ରିସର୍ଚ ଆଣ୍ଡ୍ ଡେ‌ଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍’ (ଡିଆର୍‌ଡିଓ) ଅହମଦନଗରସ୍ଥିତ ଆର୍ମୋର୍‌ଡ୍ କର୍ପସ୍ ସେଣ୍ଟର୍‌ ଆଣ୍ଡ୍ ସ୍କୁଲ୍‌ସ୍ଥିତ କେ କେ ରେଞ୍ଜ୍‌ର୍‌ ଅର୍ଜୁନ୍ କମାଣରୁ ତା’ର ‘ଲେଜର୍‌-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ପରୀକ୍ଷା କରିଛି। ‘ଡିଆର୍‌ଡିଓ’ କହିବା ଅନୁସାରେ, ଏହି ପରୀକ୍ଷାରେ ‘ଲେଜର୍‌-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ତିନି କିଲୋମିଟର୍ ଦୂରରେ ଥିବା ଏକ ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଭେଦ କରିଛି। ‘ଏକ୍ସପ୍ଲୋସିଭ୍ ରିଆକ୍ଟିଭ୍ […]

ଭୁବନେଶ୍ବର: ଆଜି ସହିଦ ନଗର ପୁଲିସ ୧୩୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣ ନିଶା ଔଷଧ ବିକାଳିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ପୁରୀ ଜିଲ୍ଲାର ନିକୁଞ୍ଜ ଜଗଦେବ ଏବଂ ଧୀରେନ୍ଦ୍ର ଜୟସିଂହ। ସେମାନଙ୍କ ଠାରୁ ଉଦ୍ଧାର କରାଯାଇଥିବା ବ୍ରାଉନ୍ ସୁଗାରର ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କାର ହେବ। ପ୍ରାପ୍ତ ସୂଚନା ଅନୁସାରେ, ସେମାନଙ୍କ ସହାୟତାରେ ଏହି […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ପଜିଟିଭଙ୍କ ମଧ୍ୟରେ ସଙ୍ଗରୋଧରୁ ୮୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୧୮ ଜଣ ଆକ୍ରାନ୍ତ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଙ୍ଗରୋଧରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ। ଭୁବନେଶ୍ୱରରରୁ ଆଜି ୩୯୨ […]

ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହେଲା ନୂଆଦିଲ୍ଲୀ: ଦୀର୍ଘ ୧୩ ଘଣ୍ଟାର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବାହାରିଲା ନିଷ୍ପତି। ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନ୍ ଆଉ ସୀମାନ୍ତ ଅଞ୍ଚଳରେ ସେନା ସଂଖ୍ୟା ବଢ଼ାଇବେ ନାହିଁ। ଏହା ଦ୍ୱାରା ଏଲଏସିରେ ଲାଗି ରହିଥିବା ଉତ୍ତେଜନା କମ୍ ହୋଇପାରିବ ବୋଲି ଦୁଇ ଦେଶ ସହମତ ହୋଇଛନ୍ତି। ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର […]

ଭୁବନେଶ୍ୱର : ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ଏହା ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ଖୋଲାଯାଇଛି। ଫଳରେ ଏବେ ମୋଟ ୯ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏହି ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏବେ ଜଳପତ୍ତନ ରହିଛି ୬୨୯.୯ […]

ଅନ୍ୟ ଜଣକୁ ଅପହରଣ କରି ହତ୍ୟା କଲେ ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ନକ୍ସଲ ହିଂସା। ଗତକାଲି ରାତିରେ ଛତିଶଗଡର ବିଜାପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ୫ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିବା ଖବର ମିଳିଛି। ସେଥି ମଧ୍ୟରୁ ବାସାଗୁଡା ଥାନା ଅଞ୍ଚଳର ଫୁତଖେଲ ଗ୍ରାମର ଦାସର ରାମନ୍ନା ନାମକ ଜଣେ ଯୁବକକୁ ଅତି ନିର୍ମମ ଭାବେ ନକ୍ସଲ ହତ୍ୟା କରିଛନ୍ତି। […]

ମାଲକାନଗିରି: ମାଲକାନଗିରି ଜାତୀୟ ରାଜପଥ ୩୨୬ ଉପରେ ହୁତୁହୁତୁ ହୋଇ ଜଳିଗଲା ଗୋଟିଏ କାର। ଏମଭି-୧୬ ଗ୍ରାମ ନିକଟରେ ଏଭଳି ଏକ ଘଟଣା ଆଜି ସକାଳୁ ଘଟିଯାଇଛି। କାରଟି ମୁଖ୍ୟ ରାସ୍ତା କଡରେ ଥିବାବେଳେ ସେଥିରେ କୌଣସି ପ୍ରକାରେ ନିଆଁ ଲାଗିଯାଇଥିଲା। ସୌଭାଗ୍ୟ ବଶତଃ ସେହି ଗାଡ଼ିଟିରେ କୌଣସି ଲୋକନଥିବାରୁ କେହି ମୃତାହତ ହୋଇନାହାନ୍ତି।ତେବେ ଗାଡିଟି ସମ୍ପୂର୍ଣ୍ଣ ଭାବରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ପହଂଚି […]

ଚାନ୍ଦବାଲି: ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଆରାଧ୍ୟ ଦେବୀ ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ନାମରେ ଏକ ସ୍ୱତନ୍ତ୍ର ଡ଼ାକ ଲଫାପା ଚାନ୍ଦବାଲି ଉପଡ଼ାକଘର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି। ଭଦ୍ରକ ଡ଼ାକ ମଣ୍ଡଳ ଓ ଚାନ୍ଦବାଲି ମା’ ଦକ୍ଷିଣେଶ୍ୱରୀ କାଳୀ କମିଟି ପକ୍ଷରୁ ଏହି ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ମା’ କାଳୀଙ୍କ […]

ମୁମ୍ବାଇ: ଏନସିବି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରିଥିବା ବେଳେ ରିୟାଙ୍କ ପରେ ଅନେକ ବଲିଉଡ କଳାକାରଙ୍କ ନାଁ ସାମ୍ନାକୁ ଆସିବାରେ ଲାଗିଛି। ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ ଏବଂ ସାରା ଅଲି ଖାନଙ୍କ ପରେ ଏବେ ବଲିଉଡର ଅନ୍ୟତମ ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଡ୍ରଗ୍ସ ନେଉଥିବା କଥା ସାମ୍ନାକୁ ଆସିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ […]

Social media & sharing icons powered by UltimatelySocial