ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାର ଇସାନନଗର ଥାନା ଅନ୍ତର୍ଗତ ପକରିୟା ଗାଁରେ ଗତ ଶୁକ୍ରବାର ଜଣେ ୧୩ ବର୍ଷର ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଏହି ଘୃଣ୍ୟ ଘଟଣାରେ ନେପାଳ ସୀମାନ୍ତ ଉକ୍ତ ଗ୍ରାମର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ସୂଚନାନୁଯାୟୀ, ଶୁକ୍ରବାର ଅପରାହ୍ନ ଗୋଟାଏ ବେଳେ ନାବାଳିକା ଜଣକ କୌଣସି […]

ଭୁବନେଶ୍ବର: ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ି’ ନିଲାମ ହେବ। ଅନଲାଇନ୍‌ରେ ୧୫ତାରିଖରୁ ନିଲାମ ଆରମ୍ଭ ହୋଇଯାଇଥିବା ବ‌େଳେ ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଆଗ୍ରହୀ ବ୍ୟକ୍ତିବିଶେଷ ଏହାକୁ କିଣିବା ପାଇଁ ‘ଗୁଗୁଲ୍‌ ଫର୍ମସ୍‌’ରେ ଆବେଦନ କରିପାରିବେ। ଶାଢ଼ି ବିକ୍ରିର ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ। ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ୍‌ ‌ନାଁ’ରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ […]

ଭିଡିଓ ଭାଇରାଲ, ହରଡ଼ଘଣାରେ ଏସ୍‌ଆଇ ଯାଜପୁର/କାଳିଆପାଣି : ଜଣେ ଗାଡ଼ି ଡ୍ରାଇଭରଙ୍କୁ ୨ହଜାର ଟଙ୍କା ବଟି ମାଗିବା ସମୟର ଭିଡିଓ ଭାଇରାଲ ହେବା ପରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଟମ୍‌କା ପୁଲିସ୍‌ର କାର୍ଯ୍ୟକଳାପ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ଓ କରୋନା କଟକଣା ଆଳରେ ଟମକା ଥାନାର ଏସ୍‌ଆଇ ମହମ୍ମଦ ସୁରଜ୍ ଜଣେ ଟ୍ରକ ଡ୍ରାଇଭର ଠାରୁ ୨ହଜାର ଟଙ୍କା ବଟି ମାଗିବା ଘଟଣା ଭିଡ଼ିଓ […]

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ନେଇ ବିଧିବଦ୍ଧ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। କିନ୍ତୁ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସରକାର କୋଭିଡ୍‌ -୧୯ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଏକ ବିଶେ‌ଷ ସୂତ୍ରରୁ ଜଣାପଡ଼ିଛି। ପ୍ରଥମ ଥର ପାଇଁ ଲୋକସଭା ଓ ରାଜ୍ୟସଭାର ଉଭୟ ଚାମ୍ବର ଏବଂ ଗ୍ୟ‌ାଲେରି ବ୍ୟବହାର ହେବ। ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମୌସୁମୀ […]

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଚେତନ ଚୌହାନ ଆଉ ନାହାନ୍ତି। କରୋନା ମହାମାରୀ ବିରୋଧରେ ଲଢ଼େଇ କରି ଶେଷରେ ହାର୍‌ ମାନିଗଲେ ଚୌହାନ। ଗତମାସରୁ ଚିକିତ୍ସିତ ହେଉଥିବା ୭୩ ବର୍ଷ ବୟସ୍କ ଚୌହାନଙ୍କର ରବିବାର ପରଲୋକ ଘଟିଛି। ସେ କେବଳ ଜଣେ ପୂର୍ବତନ କ୍ରିକେଟ ଖେଳାଳି ନ ଥିଲେ, ସକ୍ରିୟ ରାଜନୀତିରେ ଯୋଗ ଦେଇ ମଧ୍ୟ ସଫଳ ହୋଇଥିଲେ। ସଂପ୍ରତି ସେ ଉତ୍ତର ପ୍ରଦେଶ […]

ଭୁବନେଶ୍ୱର : ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଓ ହସ୍ପିଟାଲର ଜଣେ ଡାକ୍ତର କରୋନା ପଜିଟିଭ୍ ହୋଇଛନ୍ତି। ଡାକ୍ତରଜଣକ ନିୟମିତ ଭାବେ ଏକ ଓପିଡି (ବହିର୍ବିଭାଗ)ରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଏଭଳି ପରିସ୍ଥିତିରେ ସଂପୃକ୍ତ ଡାକ୍ତର ସଂକ୍ରମିତ ହେବାକୁ ନେଇ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସୂଚନା ଅନୁସାରେ, ସଂପୃକ୍ତ ଡାକ୍ତରଜଣଙ୍କ ବ୍ୟକ୍ତିଗତ କାରଣ ପାଇଁ ୨/୩ଦିନ ପୂର୍ବରୁ ହସ୍ପିଟାଲକୁ […]

ଝିଅମାନଙ୍କ ବିବାହ ବୟସ ବଦଳିବ,ସମସ୍ତ ଗାଁକୁ ଅପ୍‌ଟିକାଲ୍‌ ଫାଇବର ନେଟୱର୍କ ନୂଆଦିଲ୍ଲୀ : କରୋନା ପାଇଁ ବ୍ୟାପକ କଟକଣା ମଧ୍ୟରେ ୭୪ତମ ସ୍ବାଧୀନତା ଦିବସ ଗତକାଲି ପାଳିତ ହୋଇଯାଇଛି। ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନାର ଘୋଷଣା କରିଛନ୍ତି। ଦେଶରେ ପ୍ରଥମ ଥର ପାଇଁ ‘ଜାତୀୟ ଡିଜିଟାଲ୍‌ ସ୍ବାସ୍ଥ୍ୟ ମିସନ’ କାର୍ଯ୍ୟ କରିବ। ଏହି […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସାହିତ୍ୟ ,ସଂଗୀତ ଓ ସାଂସ୍କୃତିକ ସଂଗଠନ “ସଖା” ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ମନ୍ଦୋଦରୀ ମାର୍କେଟ କମ୍ପ୍ଲେକ୍ସ ଠାରେ ଅନିଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଗଠନର ବରିଷ୍ଠ ସଦସ୍ୟ ପଣ୍ଡିତ ରାଜେନ୍ଦ୍ର ନାରାୟଣ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସଂଘର ସଭାପତି ବିଭୁତି ଭୂଷଣ ଗ୍ରହାଚାର୍ଯ୍ୟ , ଉପସଭାପତି ବସନ୍ତ କୁମାର ଦାସ କୈଳାସ ବେହେରା , […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ଏକ ରେକର୍ଡ କରିଛନ୍ତି। ଦେଶର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଶାସନ କରିବାର ସୁଯୋଗ ‌୬୭ ବର୍ଷୀୟ ମୋଦୀ ହାସଲ କରିଛନ୍ତି। ପୂର୍ବରୁ ଅଟଳ ବିହାରୀ ବାଜପେୟୀ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ୨୨୬୮ ଦିନ ଶାସନ କରିବାର ସୋଭାଗ୍ୟ ହାସଲ କରିଥିଲେ। ମୋଦୀ ଆଜି ସେହି ରେକର୍ଡକୁ ଭାଙ୍ଗିଛନ୍ତି ବୋଲି ବିଜେପିର ଆଇଟି ଶାଖା ପକ୍ଷରୁ ଟ୍ବିଟ୍ […]

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସମ୍ପାଦକ ଦେବେନ ମିଶ୍ର ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ସେ ପ୍ରାୟ ସାଢେ ୮ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଅନ୍ତିମ ସଂସ୍କାର ଆଜି ସକାଳେ ସତ୍ୟ ନଗରରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ […]

Social media & sharing icons powered by UltimatelySocial