ନୂଆଦିଲ୍ଲୀ: ୭୪ତମ ସ୍ବାଧୀନତା ଦିବସ ଅବସରରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ହେଉଛି ସେହି ଦିନ ଯେତେବେଳେ ଆମେ ଦେଶର ସେବା କରୁଥିବା ପ୍ରତିରକ୍ଷା ବାହିନୀ, ପୁଲିସ୍ ଫୋର୍ସ, […]

ମୁମ୍ବାଇ: ବଲିଉଡର ବହୁ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଲାଗି ସିବିଆଇ ତଦନ୍ତ ସପକ୍ଷରେ ମତ ରଖିଛନ୍ତି। ଏହିକ୍ରମରେ ବରୁଣ ଧୱନ, ଅଙ୍କିତା ଲୋଖଣ୍ଡେ, କ୍ରିତି ସାନନ୍, ମୁକେଶ ଖାନ୍ନାଙ୍କ ନାମ ରହିଛି। ଏବେ ଏଥିରେ ଆଉ ଏକ ନାମ ଯୋଡ଼ା ହୋଇଛି। ହଁ, ସେ ହେଲେ ବଲିଉଡର ଲୋକପ୍ରିୟ ଅଭିନେତା ଅନୁପମ୍ ଖେର୍। ସେ ବି ସିବିଆଇ ତଦନ୍ତ ସପକ୍ଷରେ ମତ ରଖିଛନ୍ତି।ଅନୁପମ୍ ଖେର୍ […]

ନୂଆଦିଲ୍ଲୀ : ଆଜି ଦେଶ ପାଳନ କରୁଛି ସ୍ବାଧୀନତା ଦିବସ । ଆମର ପୂର୍ବସୂରୀ ବହୁମୂଲ୍ୟ ଦେଇ ଅର୍ଜନ କରିଥିବା ସ୍ବାଧୀନତାକୁ ଉପଭୋଗ କରିବା ସହ ଏହାକୁ ବଜାୟ ରଖିବା ପ୍ରତିଟି ଭାରତୀୟର ଦାୟିତ୍ବ ଓ କର୍ତ୍ତବ୍ୟ। ସ୍ବାଧୀନତା ସହ ଦେଶର ସାର୍ବଭୌମତ୍ବର ସୁରକ୍ଷା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ସୀମାର ଅଖଣ୍ଡତା ଏବଂ ରାଷ୍ଟ୍ରର ସାର୍ବଭୌମତ୍ବ ବଜାୟ ରଖିବା ଲାଗି ଏକ ଶକ୍ତିଶାଳୀ ତଥା ଶୃଙ୍ଖଳିତ ସେନାବାହିନୀ ଅପରିହାର୍ଯ୍ୟ। ଉଭୟ […]

୨୧ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ, ଦ୍ବିତୀୟ ଧାଡ଼ିରେ ବସିଲେ ସଚିନ ଜୟପୁର : କଂଗ୍ରେସ ନେତା ସଚିନ ପାଇଲଟଙ୍କ ଅ‌‌ସନ୍ତୋଷ ଯୋଗୁଁ ରାଜସ୍ଥାନ ସରକାରରେ ଗତ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ଦେଖାଦେଇଥିବା ରାଜନୈତିକ ସଂକଟ ଶେଷରେ ଟଳିଯାଇଛି। ବିଧାନସଭାରେ ଗତକାଲି ଅନୁଷ୍ଠିତ ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାର ବିଜୟୀ ହୋଇଛି। ଆସ୍ଥାଭୋଟରେ ସରକାର ବିଜୟୀ ହେବା ପରେ ବାଚସ୍ପତି ଆସନ୍ତା ୨୧ ତାରିଖ […]

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଜି ପୁଣିଥରେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିଛି। ଅପରାହ୍ନରେ କ୍ରାଇମ୍‌ବ୍ରାଞ୍ଚର ତିନିଜଣ ଅଧିକାରୀ ଆଦିତ୍ୟଙ୍କ ଭଡ଼ାଘରକୁ ଯାଇ ବିଦ୍ୟାଶ୍ରୀଙ୍କୁ ପାଖାପାଖି ୩ଘଣ୍ଟା ଧରି ଜେରା କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, କ୍ରାଇମ୍‌ବ୍ରାଞ୍ଚର ୪ଜଣିଆ ଆଉ ଗୋଟିଏ ଟିମ୍‌ ବିଦ୍ୟାଶ୍ରୀଙ୍କ କଟକସ୍ଥିତ ଘରେ ତାଙ୍କ ମା’ ଓ ଭାଇଙ୍କୁ ଜେରା କରିଛି। ତଦନ୍ତକାରୀ ଟିମ୍‌ ପାଖାପାଖି ୨ଘଣ୍ଟା […]

ଭୁବନେଶ୍ୱର : ତ୍ରିରଙ୍ଗା ଉଡ଼ିବାରେ ବାଧକ ସାଜିପାରିବନି କରୋନା। କିନ୍ତୁ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଥର କଡ଼ା କଟକଣା ଭିତରେ ପାଳିତ ହେବ ସ୍ବାଧୀନତା ଦିବସ। ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଏହି ନିରାଡ଼ମ୍ବର କାର୍ଯ୍ୟକ୍ରମ ପାଇଁ କିମସନରେଟ୍‌ ପୁଲିସ୍‌ ବ୍ୟାପକ ପ୍ରସ୍ତୁତି କରିଛି। ଆସନ୍ତାକାଲି ସକାଳ ସାଢ଼େ ୬ଟାରୁ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ରାମ ମନ୍ଦିରଠାରୁ ହାଉସିଂବୋର୍ଡ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ଦେଇ ସମସ୍ତ ଯାନବାହାନ ଚଳାଚଳ […]

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) କାର୍ଯ୍ୟାନ୍ୱୟନ କରିବାରେ ଓଡ଼ିଶା ଚତୁର୍ଥ ଥର ପାଇଁ ଦେଶରେ ଅଗ୍ରଣୀ ହୋଇଛି। ୨୦୧୬-୧୭ରୁ ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଜାତୀୟ ସ୍ତରରେ ୧ ନମ୍ବର ସ୍ଥାନ ବଜାୟ ରଖିଛି। ଗତକାଲି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁଣାତ୍ମକ ରାସ୍ତା ନିର୍ମାଣ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ […]

ନୂଆଦିଲ୍ଲୀ : ୭୪ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ସନ୍ଧ୍ୟାରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ ଟିଭିରେ ଉଦବୋଧନ ଦେଇଛନ୍ତି। କରୋନା ମହାମାରୀ ସମୟରେ ଜୀବନକୁ ବିପଦରେ ପକାଇ ଦେଶବାସୀଙ୍କୁ ସେବା ଯୋଗାଉଥିବା କରୋନା ଯୋଦ୍ଧାମାନଙ୍କୁ ରାଷ୍ଟ୍ରପତି ଏହି ଅବସରରେ ପ୍ରଶଂସା କରିଛନ୍ତି। କରୋନା ଲଢ଼େଇର ସମୁଖ ଭାଗରେ ରହି ନିରନ୍ତର ଲଢ଼େଇ ଜାରି ରଖିଥିବା ଡାକ୍ତର, ନର୍ସ ଓ ଅନ୍ୟ […]

ମରୁଛନ୍ତି ରୋଗୀ ଓ ଭୋଗୁଛନ୍ତି ପରିବାର ଲୋକେ ଭୁବନେଶ୍ୱର : ହସ୍ପିଟାଲ‌‌‌ରେ ଆଡମିସନ୍ ହୋଇ ଚିକିତ୍ସିତ ହେବାକୁ ଥିବା ପ୍ରତ୍ୟେକ ରୋଗୀଙ୍କ କରୋନା ପରୀକ୍ଷା କରାଯିବ। ପଜିଟିଭ୍ ବାହାରିଲେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେବେ, ନଚେତ୍‌ ଉକ୍ତ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଥିଲେ ସେଠାରେ ଚିକିତ୍ସା କରାଯିବ। ସ୍ବାସ୍ଥ୍ୟ ବିଭାଗ ଏହି ନିୟମ କରିଛି। ଏପରିକି କୌଣସି ରୋଗୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ନ ଫେରାଇବାକୁ ନିୟମ ହୋଇଛି। ହେଲେ ସରକାରଙ୍କ […]

Social media & sharing icons powered by UltimatelySocial