ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଲା ‘ସର୍ବାଧିକ ସଂକ୍ରାମକ’ ମୁମ୍ବାଇ : ଓମିକ୍ରନ ଭୁତାଣୁର ନୂଆ ଭାରିଆଣ୍ଟ ବା ପ୍ରଜାତି ଏକ୍ସଇର ପ୍ରଥମ ମାମଲା ଭାରତରେ ଚିହ୍ନଟ ହୋଇଛି। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଶରୀରରେ ଏହି ଭୁତାଣୁ ଚିହ୍ନଟ ହୋଇଛି ବୋଲି ବିଏମସି (ବୃହତ୍ ମୁମ୍ବାଇ ମହାନଗର ନିଗମ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଏମସି ପକ୍ଷରୁ ସଂଗୃହୀତ ୩୭୬ଟି ନମୁନା ମଧ୍ୟରୁ ଗୋଟିଏ ନମୁନା ଏକ୍ସଇ ପଜିଟିଭ ବାହାରିଥିବା ଜଣାଯାଇଛି। ସେହିପରି […]

ସିଙ୍ଗାପୁର: ସିଙ୍ଗାପୁରର ଟିକାକରଣ ନିରୋଧୀ (ଆଣ୍ଟି-ଭେକ୍ସିନେସନ୍) ଗ୍ରୁପ ସହ ଜଡିତ ଜିପ୍ସନ୍ କ୍ଵାହ ନାମକ ୩୩ ବର୍ଷୀୟ ଜଣେ ଡାକ୍ତର ଲୋକମାନଙ୍କୁ କରୋନାର ଟିକା ବଦଳରେ ଲୁଣ ପାଣି (ସାଲାଇନ୍ ସଲ୍ୟୁସନ୍)ର ଇଞ୍ଜେକ୍ସନ୍ ଲଗାଇ ଦେଇଥିଲେ। ସେ ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଜାତୀୟ ଟିକାକରଣ ରେଜିଷ୍ଟ୍ରିରେ ଭୁଲ୍ ତଥ୍ୟ ବି ଅପଲୋଡ୍ କରି କରିଛନ୍ତି। ଏହାପରେ ଜିପ୍ସନ୍ କ୍ଵାହଙ୍କ ଏପରି କାର୍ଯ୍ୟକଳାପ ପରେ ଜିପ୍ସନ୍ କ୍ଵାହଙ୍କୁ ସିଙ୍ଗାପୁର ମୋଡିକାଲ କାଉନ୍ସିଲ୍ ୧୮ […]

ନୂଆଦିଲ୍ଲୀ : ବିଶ୍ୱର ଅଧିକାଂଶ ଭାଗରେ କରୋନା ସଂକ୍ରମଣ କମି କମି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କେତେକ ଦେଶ କଟକଣା କୋହଳ କରିସାରିଲେଣି। ଭାରତରେ ମଧ୍ୟ କଟକଣା ସଂପୂର୍ଣ୍ଣ କୋହଳ କରାଯାଇଛି। କିନ୍ତୁ ଆଗକୁ ପୁଣି ବିପଦ ମାଡ଼ିଆସୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ ନୂଆ ଲହର ସଂପର୍କରେ ସତର୍କ କରିଦେଇଛି। ଚୀନର ଓମିକ୍ରନ ସଂକ୍ରମଣ ବଢିବା ପରେ କେତେକ ସହରରେ କଠୋର ଲକଡାଉନ ଲାଗୁ କରାଯାଇଛି। […]

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୬୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ […]

ସହରନପୁର: ଉତ୍ତରପ୍ରଦେଶର ସହରନପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୋବାଇଲ୍‌କୁ ଚାର୍ଜରେ ଲଗାଇ ଦେଖୁଥିବା ବେଳେ ବିଦ୍ୟୁତ୍ ଆଘତରେ ମା’ର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଦୁଇଜଣ ଶିଶୁ ଗୁରୁତର ଆହତ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କୁଣ୍ଡା ନିବାସୀ ଶହଯାଦ ତାଙ୍କ ପରିବାର ସହିତ ଗଙ୍ଗୋହର ମୋହଲ୍ଲା ଇଲାହିରେ ଘର ଭଡ଼ା ନେଇ ରହୁଥିଲେ। ଗତ ଶନିବାର ରାତିରେ ତାଙ୍କ ସ୍ତ୍ରୀ ଶାହଯାଦି ଏବଂ ତାଙ୍କର ଦୁଇ […]

ନୂଆଦିଲ୍ଲୀ : ଦେଶରେ କରୋନାର ୩ୟ ଲହରର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କୋଭିଡ୍ କଟକଣାକୁ ଧୀରେ ଧୀରେ କୋହଳ କରାଯାଉଛି। ତେବେ କେତେକ ଅତିରିକ୍ତ କଟକଣା ଏବେ ବି ଲାଗୁ ରହିଛି। ଏସବୁ ଅତିରିକ୍ତ କଟକଣାକୁ ହଟାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ […]

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳରେ ନାଇଟ୍‌ କର୍ଫ୍ୟୁକୁ ଅମାନିଆ ଓ ଅପରାଧୀମା‌ନେ ଫୁ’ କରି ଦେଇଥିବା ଦେଖାଯାଉଛି। ଏହି ଅଞ୍ଚଳର ବାର୍‌ଗୁଡ଼ିକର ଗ୍ରାହକମାନେ ରାତିରେ ଫେରିବା ବେଳେ ରାସ୍ତାରେ ଉତ୍ପାତ କରୁଛନ୍ତି। ପୁଲିସ କିଛି ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଅପରାଧୀମାାନେ ଗଳିକନ୍ଦିରେ ଅନାୟାସରେ ବିଚରଣ କରୁଛନ୍ତି। ଫଳରେ ଏହି ଅଞ୍ଚଳରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ସାଙ୍ଗକୁ ଚୋରି ଛିନ୍‌ତାଇ ବଢ଼ିବାରେ ଲାଗିଛି। ଅମାନିଆମାନଙ୍କ ଦ୍ରୁତ […]

ସରସ୍ୱତୀ ପୂଜା ଓ ମାଘ ସପ୍ତମୀ ପାଇଁ କଟକଣା ଭୁବନେଶ୍ବର: ଫେବୃଆରୀ ମାସ ଲାଗି ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏଥିରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୧୦ଟାରୁ ପରଦିନ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି କୁହାଯାଇଛି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଦ୍ବାରା ଜାରି କରାଯାଇଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିପାରିବ। ସମସ୍ତ ସରକାରୀ […]

ଭୁବନେଶ୍ୱର: ଲଗାତାର ୩ୟ ଦିନରେ କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୧୦ ହଜାର ୮୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୩୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୨୧ହଜାର ୬୦୮ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ […]

ଭୁବନେଶ୍ବର: କରୋନା ସଂକ୍ରମଣର ୩ୟ ଲହର ସମଗ୍ର ବିଶ୍ବ ସମେତ ଓଡ଼ିଶାରେ ମଧ୍ୟ ଜାରି ରହିଛି। ପ୍ରଥମ ଓ ୨ୟ ଲହର ତୁଳନାରେ କରୋନାର ୩ୟ ଲହର ସେତିକି ଭୟଙ୍କର ନାହିଁ। ଏହାର ଉଦାହରଣ ହେଲା ବହୁତ କମ୍‌ ପରିମାଣରେ ଲୋକେ ହସ୍‌ପିଟାଲକୁ ଯାଉଛନ୍ତିି। ଅର୍ଥାତ କରୋନା ସଂକ୍ରମିତ ଅଧିକାଂଶ ଲୋକ ଗୃହ ସଂଗରୋଧରେ ଭଲ ହୋଇଯାଉଛନ୍ତି। ‌ରାଜ୍ୟରେ କୋଭିଡ-୧୯ ସମୀକ୍ଷା କରି ମୁଖ୍ୟ ଶାସନ ସଚିିବ ସୁରେଶ ଚନ୍ଦ୍ର […]

Social media & sharing icons powered by UltimatelySocial