୭୯ଟି ଦେଶର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ଗୋଆ : ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଅନୁଷ୍ଠିତ ହେବାକୁ ଯାଉଛି। ଏହି ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। ଏଥିରେ କଳା, ଚଳଚ୍ଚିତ୍ର ଏବଂ ସଂସ୍କୃତିର ସମାହାର ଦେଖିବାକୁ ମିଳିବ। ଚଳିତ ବର୍ଷ ଏହି ମହୋତ୍ସବରେ ୭୯ଟି ଦେଶର ୨୮୦ଟି ଚଳଚ୍ଚିତ୍ର […]

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଲୀ ଟକ୍କର ନିଜ ଘରେ ଆତ୍ମହତ୍ୟା କରିଥିବା ଖବର ମିଳିଛି। ଏହି ଅଭିନେତ୍ରୀ ଇନ୍ଦୋରରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଭିନେତ୍ରୀଙ୍କ ମୃତଦେହ ପାଖରୁ ଏକ ସୁୁଇସାଇଡ ନୋଟ ଜବତ କରି ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନା ମୁତାବକ, ଅଭିନେତ୍ରୀଜଣକ ‘ୟେ ରିସ୍ତା କ୍ୟା କେହଲାତା ହେ’, ‘ସସୁରାଲ […]

ଲକ୍ଷ୍ନୌ: ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସ୍‌କର୍‌ଙ୍କ ୯୩ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଉତ୍ତର ପ୍ରଦେଶର ଅଯୋଧ୍ୟା ନଗରୀ ଦେଇ ପ୍ରବାହିତ ସରଯୂ ନଦୀ ତୀର ଅନ୍ତର୍ଗତ ଏକ ପ୍ରମୁଖ ଛକରେ ୧୪ ଟନ୍‌ ଓଜନ ବିଶିଷ୍ଟ ଗୋଟାଏ ୪୦ ଫୁଟ୍‌ ଲମ୍ବ ଓ ୧୨ ମିଟର ଉଚ୍ଚ ବୀଣା ସ୍ଥାପନ କରାଯାଇଛି। ଲତା ମଙ୍ଗେସ୍‌କର୍‌ଙ୍କ ନାମରେ ନାମିତ ଉକ୍ତ ଛକକୁ (ଲତା ମଙ୍ଗେସ୍‌କର୍‌ ଚୌରା) ଆଜି ପ୍ରଧାନମନ୍ତ୍ରୀ ମୋଦୀ […]

ମୁମ୍ବାଇ: ବଲିଉଡ୍‌ର ବରି‌ଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିବ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ଆୱାର୍ଡ। ହିନ୍ଦୀ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଆୱାର୍ଡ ତାଙ୍କୁ ଦିଆଯିବ। ଏହି ଖବର ପ୍ରକାଶ ପାଇବା ପରେ ଲୋକେ ସୋସିଆଲ୍‌ ମିଡିଆରେ ଆଶା ପାରେଖଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରି ଦେଇଛନ୍ତି। ଏ ନେଇ ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇକୁ ଖବର ଦେଇଛନ୍ତି କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ […]

ମାଲକାନଗିରି: ଗତ କିଛି ଦିନ ପୂର୍ବରୁ ଶଙ୍କର ଓମ ସରଣମ ନାମକ ଜଣେ ବ୍ୟକ୍ତି ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କୁ ନେଇ ଗାଇଥିବା ଗୀତ ବିରୁଦ୍ଧରେ ଏସପିଙ୍କ ଜରିଆରେ ଡିଜିଙ୍କୁ ଦାବିପତ୍ର ଦେଲେ ମାଲକାନଗିରି ଜିଲ୍ଲାର ବଡ ଦିଦି ସଙ୍ଘଠନର କର୍ମୀ ଓ ଆନ୍ତର୍ଜାତିକ ମାନବାଧିକାର କାମିସନର ସଭାପତି ନିରଞ୍ଜନ ମଲ୍ଲ।ଭାରତ ଭଳି ଦେଶରେ ଝିଅ ମାନଙ୍କ ସୁରକ୍ଷା ପାଇଁ ଅନେକ ନିୟମ ଓ ଆଇନ ପ୍ରସ୍ତୁତ କରାଯାଉଛି। ତେବେ […]

ମୁମ୍ବାଇ: ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ରିଲିଜ୍ ପୂର୍ବରୁ ଅନେକ ରେକର୍ଡ ଭାଙ୍ଗିବାକୁ ବସିଲାଣି। ଏହି ଚଳଚ୍ଚିତ୍ର ଆସନ୍ତାକାଲି ରିଲିଜ୍ ହେବାକୁ ଥିବା ବେଳେ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ବର୍ଷର ସର୍ବୋଚ୍ଚ ଆଡଭାନ୍ସ ବୁକିଂ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ବ୍ରହ୍ମାସ୍ତ୍ର ବର୍ଷର ଏଭଳି ଏକ ବଲିଉଡ ଚଳଚ୍ଚିତ୍ର ହୋଇପାରିଛି ଯାହାର ଆଡଭାନ୍ସ ବୁକିଂ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଚଳିତ ବର୍ଷ କେଜିଏଫ-୨ ଅଗ୍ରୀମ ବୁକିଂ କ୍ଷେତ୍ରରେ ଶୀର୍ଷରେ […]

ଟରଣ୍ଟୋ: ସେପ୍ଟେମ୍ବର ୮ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ‘ଟରଣ୍ଟୋ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ୨୦୨୨’ରେ (ଟିଆଇଏଫ୍‌ଏଫ୍‌) ୫ଟି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ‘ଗ୍ରେଟର୍‌ ଟରଣ୍ଟୋ ଏରିଆ’ରେ ବହୁସଂଖ୍ୟକ ଭାରତୀୟ-କାନଡୀୟ ଜନତା ବାସ କରୁଥିବାରୁ ଭାରତୀୟ ଚଳଚ୍ଚିତ୍ର ପ୍ରତି ସେମାନେ ବିଶେଷ ଆଗ୍ରହ ଦେଖାଇବେ। ଏହି ଉତ୍ସବରେ ପ୍ରଥମେ ପ୍ରଦର୍ଶନ କରାଯିବ ଶୁଭମ୍‌ ଯୋଗୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କଚ୍ଚେ ଲିମ୍ବୁ’। ଏହି ଚଳଚ୍ଚିତ୍ର ପୃଷ୍ଠଭୂମୀ କ୍ରିକେଟ୍‌ ଖେଳ […]

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟିକା ପୁନମ କେତେଜଣ ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। ସେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ବାଇଶି ପାହାଚେ ଖେଳିବ ମୀନ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ନବାଗତ ଲଳିତ। ଏହାପରେ ପୁନମ୍ ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ହିମାଂଶୁ ପରିଜାଙ୍କ ପରି କେତେକଙ୍କ ସହ କାମ କରିଛନ୍ତି। ୨୦୧୦ରେ ମୁକ୍ତିଲାଭ କରିଥିବା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ‘ଲଭ୍ […]

ଭୁବନେଶ୍ବର: କିିଛି ଦିନ ତଳେ ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତିଙ୍କଠାରୁ ବିଚ୍‌ ରାସ୍ତାରେ ମାଡ଼ ଖାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ଏବେ ଭୁବନେଶ୍ବର କୋର୍ଟରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା କରିିଛନ୍ତି। ଏ ନେଇ ପ୍ରକୃତିଙ୍କ ଓକିଲ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ ‘ପ୍ରକୃତିଙ୍କ ପକ୍ଷରୁ ମାନହାନୀ ମକଦ୍ଦମା କରିବାକୁ ଆମେ କୋର୍ଟକୁ ବାହାରୁଛୁ। ପରେ କହିବେନି ‌ଯେ ଆମେ ଜଣାଇଲୁନି ବୋଲି’। ତେବେ […]

ଭୁବନେଶ୍ବର: ଆଜି ଜନ୍ମଦିନରେ ବାବୁସାନ୍ ଖାରବେଳ ଥାନାରେ ପହଞ୍ଚିଛନ୍ତି। ସେ ମାଆ ଅପରାଜିତା ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସହ ଜଗନ୍ନାଥ ବିହାର ଘରୁ ବାହାରିଥିଲେ। ଆଜି ଖାରବେଳ ଥାନାରେ ବାବୁସାନ୍ ହାଜର ହୋଇ ପୁଲିସ ଜେରାର ସମୁଖୀନ ହେଉଥିବା କୁହାଯାଉଛି। ପୁଲିସ ଇତିମଧ୍ୟରେ ପଚରାଉଚରା ଆରମ୍ଭ କରିଥିବାର ସୂଚନା ରହିଛି। ଏଣେ ବାବୁସାନ୍ ଆଜି ନିଜର ଜନ୍ମଦିନରେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ନମସ୍କାର […]

Social media & sharing icons powered by UltimatelySocial