ଭୁବନେଶ୍ବର: ଦୀପାବଳିର ଦିନକ ପୂର୍ବରୁ ଆଜି ରାଜଧାନୀରେ ଘଟିଛି ଏକ ଲୋମଟାଙ୍କୁରା ଡବଲ୍‌ ମର୍ଡର। ସେୟାର୍ ମାର୍କେଟ୍‌ରେ ଟଙ୍କା ଲଗାଇ କ୍ଷତିଗ୍ରସ୍ତ ହେବା ସହ ଋଣଭାର ବଢ଼ିବା ଯୋଗୁଁ ଆଜି ଜଣେ ଯୁବକ ନିଜ ସ୍ତ୍ରୀ ଓ ୧୦ ବର୍ଷର କୋମଳମତି ପୁଅକୁ ତଣ୍ଟି ଚିପି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତ ମା’ ଓ ପୁଅ ହେଉଛନ୍ତି, ସୁନ୍ଦରପଦା ଓରକଳାର ସ୍ବର୍ଣ୍ଣଲତା ମଙ୍ଗରାଜ ଓ ଧୃତିଦୀପ୍ତି […]

କଟକ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ତହସିଲଦାରଙ୍କ ପୁରୀ ସରକାରୀ କ୍ବାର୍ଟର ଏବଂ କଟକ ସିଡିଏରେ ଥିବା ବାସଭବନ ସମେତ ଅନ୍ୟ କେତେକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ଦିନ ପ୍ରାୟ ୫ଟା ସମୟରେ ପୁରୀ ଜିଲ୍ଲାର ନିମାପଡ଼ା ତହସିଲଦାର ତଥା ଏବଂ ଇନ୍-ଚାର୍ଜ ସବ୍-ରେଜିଷ୍ଟ୍ରାର୍ ରାମଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ପୁରୀର ସରକାରୀ […]

ଏତଲା ଭୟରେ ଫେରାଇଲେ ଠିକା କର୍ମଚାରୀ କଟକ: କଟକ ବଡ଼ ଡାକ୍ତରଖାନା କୋଭିଡ ଆଉଟଡୋରରୁ ୧୫ଲକ୍ଷ ଟଙ୍କା ମୂଲ୍ୟର ଏକ ଭେଣ୍ଟିଲେଟର ମେସିନ ଚୋରି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମରାମତି ବାହାନା କରି ଏକ ଆଉଟସୋର୍ସିଂ ସଂସ୍ଥାର ତିନି ଜଣ କର୍ମଚାରୀ ମିଳିତ ଭାବେ ଏହି ମେସିନକୁ ଚୋରି କରି ନେଇ ଡଷ୍ଟବିନରେ ରଖିବା ଓ ପରେ କେହି ନ ଥିବାର ସୁଯୋଗ ନେଇ ଏହାକୁ ଘରକୁ […]

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ୭ଟି ଘର ଓ ଫାର୍ମ ହାଉସରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ପୁଲିସ ଥାନା ଅଧୀନରେ ଥିବା ମହାବିରୋଡ ଫାଣ୍ଡି ଅଧିକାରୀ ଏସଆଇ ସମରେନ୍ଦ୍ର ସାମଲଙ୍କ ଏକକାଳୀନ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଢେଙ୍କାନାଳ ଜିଲ୍ଲାର ୭ ଟି ସ୍ଥାନରେ […]

ଦୁର୍ଘଟଣା ପରେ ଘଟାଇଥିଲା ଜଘନ୍ୟକାଣ୍ଡ, ରକ୍ତାକ୍ତ ଆକ୍ରମଣ ବି କରିଥିଲା ଭୁବନେଶ୍ବର: ରସୁଲଗଡ଼ ଛକରେ ଯୁବତୀଙ୍କୁ ବାଇକ୍‌ରେ ଧକ୍କା କରିବା ପରେ ରକ୍ତାକ୍ତ ଆକ୍ରମଣ ସହ ରାସ୍ତାରେ ଗଡ଼ାଇ ତଡ଼ାଇ ଅସଦାଚରଣ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ରସୁଲଗଡ଼ ଅଞ୍ଚଳର ବାପୁନି ଛୋଟରାୟ(୩୧) ଓରଫ ପ୍ରକାଶ। ତାର ବାଇକ୍ ମଧ୍ୟ ଜବତ କରିଛି ପୁଲିସ। ପୁଲିସ ସୂଚନା ଅନୁସାରେ, ଏଭଳି ସାଂଘାତିକ କାଣ୍ଡ ଘଟାଇବା […]

ବାଲେଶ୍ଵର: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଘଟଣା ବାଲେଶ୍ଵରରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଯୁବକଙ୍କୁ ପ୍ରଥମେ ଗୁଳିମାଡ଼, ତାପରେ ଭୁଜାଲିରେ ହାଣି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଜଗନ୍ନାଥ ପାଟଣା ଗାଁର ରବୀନ୍ଦ୍ର ମୋହନ ଦାସଙ୍କ ପୁଅ ବିନୋଦ(୩୪) ଏକ ବାଇକରେ ଜଣଙ୍କ ସହ ମେଡିସିନ ପାଇଁ ସଦର ଥାନା କୁରୁଡା ଛକକୁ ଆସୁଥିଲେ। ପୂର୍ବାହ୍ନ ପ୍ରାୟ ୯ ଟା ୩୦ ମିନିଟ୍ ସମୟରେ ୩/୪ ଜଣ […]

ନୋଏଡା: ନିଜର ପ୍ରତିଶୋଧ ପୂରଣ ପାଇଁ ୫୮ଟି ଗୋମାତାଙ୍କୁ ବିଷ ଦେଇ ହତ୍ୟା କଲା ଯୁବକ। ଉତ୍ତରପ୍ରଦେଶ ନୋଏଡାର ସୁରଜପୁରରେ ଜଣେ ବ୍ୟକ୍ତିଙ୍କ ୫୮ଟି ଗାଈକୁ ବିଷ ଦେଇ ହତ୍ୟା କରିଥିବା ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୁଲିସ କମିଶନର ଆଲୋକ ସିଂ କହିଛନ୍ତି ଯେ ସୁରଜପୁର ଗାଁରେ ଓମବୀର ନାଗରଙ୍କର ଏକ ଗୋଶାଳା ଥିଲା। ଯେଉଁଠାରେ ସେ ଶତାଧିକ ଗାଈ ରଖିଛନ୍ତି। ତେବେ ଓମବୀରଙ୍କ ଫାର୍ମରେ ଗତ […]

ଧଉଳି: ଆଜି ମଧ୍ୟାହ୍ନରେ ଧଉଳି ଥାନା ଅଧୀନ ସରଦେଇପୁର ସ୍ଥିତ ଡାକବଙ୍ଗଳା ନିକଟରେ ଜଣେ ଦୁର୍ବୃତ୍ତ ଯୁବ ସାମ୍ବାଦକଙ୍କୁ ମାଡ଼ମାରି ବୁମ୍‌ ଛଡ଼ାଇ ନେଇଛି। ଏସଂପର୍କରେ ସଂପୃକ୍ତ କର୍ତ୍ତବ୍ୟରତ ସାମ୍ବାଦିକ ସନ୍ତୋଷ କୁମାର ଚିହ୍ନରା ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୁଲିସ ସନ୍ତୋଷଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲା। ଦୁର୍ବୃତ୍ତ ଜଣକ ବୁମ ଛଡ଼ାଇ ନେବାପରେ ଫିଙ୍ଗି ଦେଇଥିବା ଭାବି […]

ଭୁବନେଶ୍ବର: ନିକଟରେ ଚାକିରିରୁ ବହିଷ୍କୃତ ହୋଇଥିବା କରିତ୍‌କର୍ମା କନେଷ୍ଟବଳ ପ୍ରସନ୍ନ ବେ‌ହେରା ଏବେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି। ଆଜି ଭିଜିଲାନ୍‌ସର ୫ଟି ଟିମ୍‌ ତାଙ୍କ ସରକାରୀ ବାସଭବନ, ପୈତୃକ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରି ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି। ବଡ଼ କଥା ହେଉଛି ଜଣେ ସାଧାରଣ କନେଷ୍ଟବଳ ହୋଇ ବି ସେ ରାଜଧାନୀରେ ବହୁ କ୍ଷମତାଶାଳୀ ଥିବା ତାଙ୍କ ସମ୍ପତ୍ତି […]

ସୁନ୍ଦରଗଡ଼: ମାତ୍ର ୧୩ ବର୍ଷ ବୟସରେ ସୁଷମାଙ୍କ ବିବାହ ହୋଇଥିଲା। କୋଳକୁ ଦୁଇଟି ଛୁଆ ମଧ୍ୟ ଆସିଲେ। ତଥାପି ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଗଲେ ସେ। ଆଉ ଏହି ପ୍ରେମ ତାଙ୍କ ସ୍ବାମୀଙ୍କ ଜୀବନ ନେଇଗଲା। ହତ୍ୟା ଅଭିଯୋଗରେ ଜେଲ୍ ଗଲେ ସୁଷମା। ହେଲେ ତାଙ୍କୁ ବିବାହ କରିବାର ଶପଥ ନେଇଥିବା ପ୍ରେମିକ ପ୍ରବର ସୁଷମା ଜେଲରୁ ଜାମିନରେ ଫେରିବା ପରେ ଆଉ ଧରାଛୁଆଁ ଦେଉ ନାହିଁ। ମିଛ […]

Social media & sharing icons powered by UltimatelySocial