ଗାମୁଛାରେ ଝୁଲି ଜୀବନ ହାରିଲେ ପ୍ରେମରେ ବିଫଳ ଯୁବକ

ଗାମୁଛାରେ ଝୁଲି ପଡ଼ିଲେ ଯୁବକ

ଭୁବନେଶ୍ୱର : ପ୍ରେମରେ ବିଫଳ ହେବାରୁ ପ୍ରେମିକାଙ୍କୁ ଭିଡିଓ କଲ୍ କରି ଗାମୁଛାରେ ଝୁଲି ପଡ଼ିଲେ ଯୁବକ। ଏଭଳି କାମ କରିଥିବା ପ୍ରେମିକ ହେଉଛନ୍ତି ନୟାଗଡ଼ର ସର୍ବେଶ୍ଵର ପରିଡ଼ା (୧୯)। ସେ ଗାଡି ସର୍ଭିସ ସେଣ୍ଟରରେ କାମ କରୁଥିଲେ। ଲିଙ୍ଗରାଜ ପୁଲିସ ସର୍ବେଶ୍ଵର ପରିଡ଼ାଙ୍କର ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରେମିକା ଆଉ ଜଣଙ୍କୁ ଆଇ ଲଭ ୟୁ ମେସଜ୍ ଦେବାରୁ ସର୍ବେଶ୍ଵର ଆତ୍ମହତ୍ୟା କରିଥିବା କୁହାଯାଉଛି।

Share Now:

Kalinga News Beuro

Next Post

ଆସୁଛି ଖଣ୍ଡଗିରି ମେଳା: ପଞ୍ଚତୀର୍ଥ କଥା ଭୁଲିଗଲେ ସରକାର

Thu Jan 19 , 2023
ଖଣ୍ଡଗିରି: ଆସୁଛି ଖଣ୍ଡଗିରି ମେଳା। ସାଧୁସନ୍ଥ ଓ ପର୍ଯ୍ୟଟକଙ୍କ ଆଗମନ, ଐତିହ୍ୟ ସ୍ଥଳର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଇତିମଧ୍ୟରେ ଐତିହ୍ୟର ସୁରକ୍ଷା ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଖଣ୍ଡଗିରି-ଉଦୟଗିରି ମଝି ରାସ୍ତାକୁ ବ୍ୟାରିକେଡ୍ ଲଗାଯାଇ ବନ୍ଦ କରାଯାଇଛି। ଏବେ ରାସ୍ତାର ଉଭୟ ପାର୍ଶ୍ଵରେ ପର୍ଯ୍ୟଟକଙ୍କ ବସିବା ପାଇଁ ସୁବିଧା ହେଉଛି। ବିଏମସି ପକ୍ଷରୁ ୪୦ଟି ସିମେଣ୍ଟ ଚେୟାର ପକାଯିବା ସହିତ ଫୁଲକୁଣ୍ଡ ରଖାଯାଇ ସୌନ୍ଦର୍ଯ୍ୟୀକରଣ […]
ପଞ୍ଚତୀର୍ଥ କଥା ଭୁଲିଗଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial