ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି!

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛତିଶଗଡ଼ ବିଳାସପୁରର କେନ୍ଦ୍ରୀୟ ଜେଲ୍‌ରୁ ଧମକପୂର୍ଣ ଚିଠି ଆସିଥିବା ନେଇ ‘ନଇ ଦୁନିଆ’ ନାମକ ଏକ ଓ୍ଵବପୋର୍ଟାଲରେ ଖବର ପ୍ରକାଶ ପାଇଛି। ତେବେ କିଏ କାହିଁକି ଧମକ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ। ଏଭଳି ଖବର ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ସମ୍ପର୍କରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଏମିତି ଏକ ଧମକପୂର୍ଣ ଚିଠି ମିଳିବା ପରେ ଛିତଶଗଡ଼ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏନେଇ ବିଳାସପୁର ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ରାସ୍ତା ନିର୍ମାଣରେ ଏସ୍‌ଓପି ମାନୁନାହାନ୍ତି : ପୂର୍ତ୍ତ ବିଭାଗ ନିଜ ନିୟମ ନିଜେ ଭାଙ୍ଗୁଛି, ସ୍ୱେରେଜ୍‌ ବୋର୍ଡ କେଉଁଠି ବି ନିୟମ ମାନୁନି

Tue Sep 4 , 2018
ଭୁବନେଶ୍ୱର : ରାଜଧାନୀର ଯେଉଁଠି ବି ନୂଆ ରାସ୍ତା ନିର୍ମାଣ ହେବ କି ମରାମତି ହେବ ତାହା ପୂର୍ତ୍ତ ବିଭାଗ ଦ୍ୱାରା ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର୍‌ (ଏସ୍‌ଓପି) ଅନୁଯାୟୀ ହିଁ ନିର୍ମାଣ ହେବ। ଏହାସହ ବିଏମ୍‌ସି ଅଞ୍ଚଳରେ ରାସ୍ତା ନିର୍ମାଣ/ମରାମତି କଲେ ବିଏମ୍‌ସିରୁ ଏନ୍‌ଓସି ଆଣିବେ। ଏନେଇ ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗତ ବର୍ଷ ନିଷ୍ପତ୍ତି ହୋଇଥିଲା। ଏହାପରେ ସମସ୍ତ ବିଭାଗକୁ ସର୍କୁଲାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial