ଲକଡାଉନରେ ମାତିଛନ୍ତି ଠକ : ନକଲି ପରିଚୟ ପତ୍ର ତିଆରି କରି ବନ୍ଧା ହେଲେ ଯୁବକ

ଲକଡାଉନ୍‌ରେ ବୁଲିବାକୁ ତିଆରି ଚାଲିଥିଲା ଫେକ୍‌ ପାସ୍‌

ଭୁବନେଶ୍ବର: ଲକଡାଉନରେ ନକଲି ପାସ ତିଆରି କରି ବନ୍ଧା ହେଲେ ଯୁବକ। ଗୋଟିଏ ପାସକୁ ୩ ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଶତାଧିକ ପାସ ଜବତ ହୋଇଛି। ଚନ୍ଦ୍ରଶେଖରପୁର ଥାନା ଡ଼ମଣା ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ରାଜ୍ୟରେ ସଂକ୍ରମଣ ବ୍ୟାପୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ସରକାର ତାଲାବନ୍ଦ ଘୋଷଣା କରିଛନ୍ତି। ଅମାନିଆ ମାନୁନଥିବାରୁ ପୁଲିସ ପକ୍ଷରୁ ପାସ ବ୍ୟବସ୍ଥା କରାଯାଇଛି। ହେଲେ ଏହି ସମୟରେ ନକଲି ପାସ ତିଆରି କରି ଲୋକଙ୍କଠାରୁ ପଇସା ଆଦାୟ କରୁଥିଲା ଅଭିଯୁକ୍ତ। ଏହାକୁ ଧରିବାରେ ସଫଳ ହୋଇଛି ପୁଲିସ।

Share Now:

Kalinga News Beuro

Next Post

ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ୍ ବୃଦ୍ଧି: ଘୋଷଣା କରିଲେ ମୁଖ୍ୟ ଶାସନ ସଚିବ

Tue May 18 , 2021
ଭୁବନେଶ୍ବର: ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ପୂର୍ବ ଭଳି ଶନିବାର ଓ ରବିବାର ସଟ୍ ଡାଉନ୍ ଜାରି ରହିବ। ଅନ୍ୟପକ୍ଷରେ ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ କମାଇ ଦିଆଯାଇଛି। ପୂର୍ବରୁ ଏହି ସମୟ ସୀମା ସକାଳ ୬ଟାରୁ ଦିନ ୧୨ଟା ଥିବା […]
ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ୍ ବୃଦ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial