କୋଣାର୍କରେ ଅଘଟଣ:ମାର୍ବଲ ପଡ଼ି ଭାଙ୍ଗିଗଲା ଶ୍ରମିକଙ୍କ ଗୋଡ଼

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିରରେ କାମ କରୁଥିବା ବେଳେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଗୁରୁଦେବ ଶେଖ୍। ତାଙ୍କ ଘର ପଶ୍ଚିମବଂଗରେ ବୋଲି ଜଣାପଡ଼ିଛି।
ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ଆଜି ସକାଳେ ସୂର୍ଯ୍ୟମନ୍ଦିରର ଚତୁପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ କାମ ଚାଲୁଥିବା ବେଳେ ତାଙ୍କ ଉପରେ ମାର୍ବଲ ପଡ଼ି ଯାଇଥିଲା। ଫଳରେ ତାଙ୍କର ଡାହାଣ ଗୋଡ଼ ଭାଙ୍ଗି ଯାଇଛି। ପ୍ରଥମେ ତାଙ୍କୁ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Share Now:

Kalinga News Beuro

Leave a Reply

Next Post

କାଳ ସାଜିଛିି କିଡ୍‌ନି ରୋଗ:ବର୍ଷକରେ ଗଲାଣି ୩ ଜୀବନ, ଅନେକ ଆକ୍ରାନ୍ତ

Sat May 5 , 2018
ବର୍ଷକରେ ଗଲାଣି ୩ ଜୀବନ, ଅନେକ ଆକ୍ରାନ୍ତ ଡେରାବିଶ: ଡେରାବିଶ ବ୍ଲକ ଗୋଲରାହାଟ ପଞ୍ଚାୟତବାସୀଙ୍କୁ କିଡନି ରୋଗ ଚିନ୍ତାରେ ପକାଇ ଦେଇଛି। ବର୍ଷକ ଭିତରେ ଏହି ରୋଗ ୩ଟି ଜୀବନ ନେଇ ସାରିଛି। ଏବେ କି ଏକାଧିକ ଏହି ରୋଗରେ ପଡ଼ି କଷ୍ଟ ଭୋଗୁଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ଦିଗରେ ଆବଶ୍ୟକ ଅନୁସନ୍ଧାନ କରାଯାଇ ନ ଥିବା ଲୋକେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial