ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା

ପୁରୀ: ଶ୍ରୀକ୍ଷେତ୍ରରେ ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଜାରି ରହିଛି। ଏହି ନୀତିରେ ସେବାୟତମାନେ ନିୟୋଜିତ ଅଛନ୍ତି। ଆଉ କିଛି ସମୟ ପରେ ଶ୍ରୀବିଗ୍ରହଙ୍କ ଠାରେ ଅଧରପଣା ଲାଗି ହେବ। ରଥାରୁଢ଼ ଦିଅଁଙ୍କୁ ଅଧରପଣା ଭୋଗ ଲାଗି କରାଯିବ। ଅଧର ଉଚ୍ଚା ତୁମ୍ବାକୃତି ମାଟିପାତ୍ରରେ ପଣା ଲାଗି ହେବ। ପ୍ରତି ରଥରେ ୩ଟି ଲେଖାଏଁ ହାଣ୍ଡିରେ ପଣା ଲାଗି ହେବ। ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି ଭଙ୍ଗା ଯିବ।

Share Now:

Kalinga News Beuro

Next Post

ଏକାଠି ହେବେ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

Thu Jul 22 , 2021
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ସିଦ୍ଧୁ ବନାମ ଅମରିନ୍ଦର ସିଂ ମଧ୍ୟରେ କଳହରେ ଲାଗିଲା ବ୍ରେକ୍ ଲାଗିବ। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ସିଦ୍ଧୁଙ୍କୁ ଦଳ ଚୟନ କରିବା ପରେ ୨୩ ତାରିଖରେ ହେବାକୁ ଥିବା ଦାୟିତ୍ୱ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଯୋଗଦେବେ ବୋଲି ଜଣାପଡିଛି। ପଞ୍ଜାବ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଭାପତି କୁଲଜିତ୍ ନାଗ୍ରା ଏବଂ ସଙ୍ଗତ ସିଂ ଗିଲଜିଆନ୍ ମୋହାଲିସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଫାର୍ମ ହାଉସରେ […]
କଂଗ୍ରେସ କନ୍ଦଳରେ ବ୍ରେକ୍-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial