ଗେରେଜ୍‌ରେ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯୁବକ

ଗୁଳି ଫୁଟାଇ ଆତ୍ମହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଧୀନ ଚୈତନ୍ୟପଡା ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଗେରେଜ୍‌ରେ ଜଣେ ଯୁବକ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପାରିବାରିକ କଳହରୁ ଏପରି ହୋଇଥିବା ଜଣାପଡିଛି। ମୃତ ଜୁବକ ଜଣକ ହେଲେ ଗୋପୀନାଥପୁର ଗ୍ରାମର ଇ ଜଗନ୍ନାଥ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାସ୍ତବରେ ପାରି ବାରିକ କଳହ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ସେ ନେଇ ଖୋଳତାଡ ଚାଲିଥିବା ବେଳେ ବନ୍ଧୁକ କେଉଠୁ ଆସିଲା ସେ ନେଇ ତଦନ୍ତ କରୁଛି ପୁଲିସ।

Share Now:

Kalinga News Beuro

Next Post

ଖୋର୍ଦ୍ଧାରେ ଗାଡ଼ିଚୋରି ରାକେଟ : ୨ ଚୋରା ଗାଡ଼ି ସହ ବୋମା ଓ ବିସ୍ଫୋରକ ଜବତ

Sun Apr 3 , 2022
ପୁଲିସକୁ ଚକମା ଦେବା ପାଇଁ ଜାଲ ନମ୍ବର ଖୋର୍ଦ୍ଧା: ଖୋର୍ଦ୍ଧା ସହର ଓ ଆଖପାଖ ଅଞ୍ଚଳରେ ଚାଲୁଥିବା ଏକ ବଡ଼ ମୋଟରସାଇକଲ ଚୋର ରାକେଟ୍ର ଏକ ଅଡ଼ୁଆ ଗଣ୍ଠିକୁ ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଫିଟାଇବାରେ ସକ୍ଷମ ହୋଇଛି । ଜରିପୁଟର ଜଣଙ୍କ ଘରୁ ଚୋରା ମୋଟର ସାଇକଲ, ସ୍କୁଟି ସହ ହାତବୋମା ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । କିଛି ଦିନ ପୂର୍ବେ ପୁଲିସ ଏକ […]
ଖୋର୍ଦ୍ଧାରେ ଗାଡ଼ିଚୋରି ରାକେଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial